ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 16, 2021, 9:01 AM IST

1.Kulgam Encounter: ସେନା ଗୁଳିରେ ୨ ଆତଙ୍କୀ ନିପାତ

କୁଲଗାମ ଜିଲ୍ଲାର ରେଡୱାନି ବାଲା ଅଞ୍ଚଳରେ (Encounter in Arwani Bala Kulgam) ସୁରକ୍ଷା କର୍ମୀ ଓ ଆତଙ୍କବାଦୀ(security forces and militants)ଙ୍କ ମଧ୍ୟରେ ଗୁଳିବିନିମୟ । ସେନା ଗୁଳିରେ ଟଳିରେ ୨ ଆତଙ୍କୀ ।

2.କୃଷି ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ଗୁଜରାଟର ଆନନ୍ଦଠାରେ ବୁଧବାର ଠାରୁ ଆରମ୍ଭ ହୋଇଥିବା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀର ଅନ୍ତିମ ଅଧିବେଶନକୁ ଆଜି (ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ ଟାରେ କୃଷକମାନଙ୍କୁ ଉଦବୋଧନ ଦେବେ ।

3.ଆଜି ୬୧୩୧ ଶିକ୍ଷକଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ନବନିଯୁକ୍ତ ୬,୧୩୧ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଲାଗି ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଛି ଓରିଏଣ୍ଟେସନ କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେମାନଙ୍କୁ ଦିର୍ଗଦର୍ଶନ ଦେବେ ।

4.New SOP Issued: ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଜିଠୁ ନୂଆ ଗାଇଡଲାଇନ

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ନୂଆ ଏସଓପି । ନୂଆ ଏସଓପି ଅନୁସାରେ ଆଜି (ଗୁରୁବାର) ଠାରୁ ସକାଳ ୫ ଟା ୩୦ରୁ ରାତି ୯ ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ ଜନ ।

5.Bank Closed: 2 ଦିନ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ଆଜିଠୁ 2 ଦିନିଆ ଦେଶବ୍ୟାପୀ ଧର୍ମଘଟ କରିବେ ବ୍ୟାଙ୍କ କର୍ମଚାରୀ (Two-Day Nationwide Bank Workers Strike) । ବାଧାପ୍ରାପ୍ତ ହେବ ବ୍ୟାଙ୍କ କାମ ।

6.Chitta Ranjan Muder Case: ତଦନ୍ତ ପାଇଁ ପୁରୀରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ

ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା । ତଦନ୍ତ ପାଇଁ ପୁରୀରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ(Crime Branch) ।

7.Crime Special Wing: ଏଣିକି ଟ୍ବିନ ସିଟିରେ ଗୁପ୍ତ ଭାବେ ବୁଲିବେ ପୋଲିସ, ସାବାଡ୍ ହେବେ କ୍ରିମନାଲ

ଦିଲ୍ଲୀ, ମୁମ୍ବାଇ ଷ୍ଟାଇଲରେ ଟ୍ବିନସିଟି ଅପରାଧ ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ । କମିଶନରେଟ ପୋଲିସ ହେଡକ୍ବାଟରରେ ଖୋଲିବ କ୍ରାଇମ ସ୍ପେଶାଲ ଓ୍ବିଙ୍ଗ(Crime Special Wing) ।

8.UNESCO ଅନ୍ତର୍ଜାତୀୟ ସାଂସ୍କୃତିକ ଐତିହ୍ୟରେ ସ୍ଥାନ ପାଇଲା କୋଲକାତା ଦୁର୍ଗାପୂଜା

UNESCO ଆନ୍ତର୍ଜାତିକ ସାଂସ୍କୃତିକ ଐତିହ୍ୟରେ ସ୍ଥାନିତ ହେଲା କୋଲକାତା ଦୁର୍ଗାପୂଜା । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ । ମମତା କହିଲେ ବଙ୍ଗ ପାଇଁ ଗର୍ବିତ କ୍ଷଣ ।

9.ଆସନ୍ତା ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୮.୨ ପ୍ରତିଶତ ରହିବ !

2022-23 ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୮.୨ ପ୍ରତିଶତ ରହିବ । ଆମେରିକୀୟ ବ୍ରୋକରେଜ କମ୍ପାନୀ ବ୍ୟାଙ୍କ ଅଫ୍ ଆମେରିକା (Bank of America)ର ଅନୁମାନ ।

10.ଆର୍ଯ୍ୟନଙ୍କୁ ବଡ ଆଶ୍ବସ୍ତି, ପ୍ରତି ଶୁକ୍ରବାର ହେବେନି ହାଜର

ଆର୍ଯ୍ୟନ ଖାନଙ୍କୁ ଆଶ୍ବସ୍ତି । ପ୍ରତି ଶୁକ୍ରବାର ହାଜର ହେବାର ଆବଶ୍ୟକତା ନଥିବା କହିଲେ ବମ୍ବେ ହୋଇକୋର୍ଟ । ଜେରା ଆବଶ୍ୟକ ହେଲେ ୭୨ ଘଣ୍ଟା ପୂର୍ବରୁ ନୋଟିସ ଦେବ ଏନସିବି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.