ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ୍ ୯ ନ୍ୟୁଜ

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 4, 2021, 9:02 AM IST

୧. ପଞ୍ଜଶୀରକୁ କବଜାକୁ ନେଲା ତାଲିବାନ !

ପଞ୍ଜଶୀରକୁ ନିଜ କବଜାକୁ ନେଲା ତାଲିବାନ । ସପ୍ତାହ ବ୍ୟାପି ସଙ୍ଘର୍ଷ ପରେ ଗତକାଲି(ଶୁକ୍ରବାର) ପଞ୍ଜଶୀରକୁ ଦଖଲ କରିବା ସହ ସମଗ୍ର ଆଫଗାନିସ୍ତାନକୁ କାବୁ କରି ନେଇଛି ତାଲିବାନ । ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ।

୨. ସଙ୍କଟରେ ଆଫଗାନୀ ମହିଳା: ମୁକ୍ତି ପାଇଁ ବିମାନବନ୍ଦରରେ ତରବରିଆ ବିବାହ

ଆଫଗାନିସ୍ତାନରେ ତାଲିବାନ ଜୋର ଜବରଦସ୍ତ ପ୍ରବେଶ ପରେ ଅଧିକ ସମସ୍ୟା ସୃଷ୍ଟି ହୋଇଛି ଆଫଗାନୀ ମହିଳାମାନଙ୍କୁ । ବାହାର ଦେଶକୁ ପଠା ଯାଉଥିବା ଝିଅ କିମ୍ବା ମହିଳାଙ୍କୁ ବାଧ୍ୟତାମୂଳକ ଭାବେ ବିବାହ କରାଯାଉଛି ।

3. Tokyo Paralympics: ଫାଇନାଲରେ ପ୍ରମୋଦ

ଫାଇନାଲକୁ ଗଲେ ଓଡିଆ ଆଥଲେଟିକ୍ସ ପ୍ରମୋଦ ଭଗତ । ଜାପାନ ପ୍ରତିଦ୍ବନ୍ଦୀକୁ ହରାଇ ଫାଇନାଲରେ ପହଞ୍ଚିଛନ୍ତି, ୩ଟାରେ ମ୍ୟାଚ ।

୪. ଡାକ ଟିକଟ ସଂଗ୍ରହ କରି ଜାତୀୟ ସମ୍ମାନ ପାଇବେ ୭ ଓଡିଆ

The Philatelic Congress of India’ ପକ୍ଷରୁ ଚଳିତ ବର୍ଷ ପାଇଁ ଘୋଷିତ ପୁରସ୍କାର ୭ ଜଣ ଓଡିଆଙ୍କୁ ମିଳିବ । ଏନେଇ ସେମାନଙ୍କ ନାଁ ମନୋନିତ କରାଯାଇଛି ।

୫. ଅକ୍ଟୋବର ସୁଦ୍ଧା ମିଶନ୍ ମୋଡରେ ୬ ହଜାର ପଦବୀ ହେବ ପୂରଣ: ଧର୍ମେନ୍ଦ୍ର ପ୍ରଧାନ

46ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀକୁ ପୂରଣ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରାଯିବ । ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୬. ମୋଦି ସରକାରଙ୍କ ମିଶନ ଜମ୍ମୁ କାଶ୍ମୀର, ଘାଟିରେ ଡେରା ପକାଇବେ ୭୦ କେନ୍ଦ୍ରମନ୍ତ୍ରୀ

ଘାଟିକୁ ନେଇ ମୋଦି ସରକାରଙ୍କ ରଣନୀତି ଉପରେ ମଧ୍ୟ ଗଳିକନ୍ଦିରେ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ସରକାରଙ୍କ ମାଳମାଳ ମନ୍ତ୍ରୀ ଜମ୍ମୁ କାଶ୍ମୀର ଗସ୍ତ କରୁଥିବା ଖବର ରାଜନୀତିକୁ ଆହୁରି ସରଗରମ କରିଦେଇଛି ।

୭. ଡକାୟତି ଯୋଜନା ପଣ୍ଡ, ପୋଲିସ ପଞ୍ଝାରେ ୬ ଡକାୟତ

ଡକାୟତି ଯୋଜନା ହେଲା ପଣ୍ଡ । ପୋଲିସ ହାତରେ ଛଅ ଜଣ ଡକାୟତ । ସେମାନଙ୍କୁ ପୋଲିସ ଗିରଫ କରିବା ସହ ବହୁ ମାରଣାସ୍ତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।

୮. ସମ୍ଭାବ୍ୟ ମରୁଡି ମୁକାବିଲା; ମୁଖ୍ୟ କାର୍ଯ୍ୟାଳୟରେ ରହିବା ସହ କ୍ଷେତ୍ର ପରିଦର୍ଶନ କରିବେ ଅଧିକାରୀ

ରାଜ୍ୟରେ ଅନାବୃଷ୍ଟି ଜନିତ ମରୁଡି ସ୍ଥିତି ମୁଣ୍ଡ ଟେକିଛି । ଏହାର ମୁକାବିଲା ପାଇଁ ବିଭାଗୀୟ କ୍ଷେତ୍ର କର୍ମଚାରୀ ନିଜ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ନିର୍ଦ୍ଦେଶ ଦେଲେ କୃଷିମନ୍ତ୍ରୀ ।

୯. EngvsInd 4th test: ଇଂଲଣ୍ଡ 290 ରେ ଅଲଆଉଟ, ଭାରତ ଆଗରେ ୯୯ ରନ ଲିଡ୍

ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ପ୍ରଥମ ଇଂଲଣ୍ଡ ଦଳ 290 ରନରେ ଅଲଆଉଟ ହୋଇଛି ।

୧୦. ପଞ୍ଚଭୂତରେ ବିଲୀନ ହେଲେ ସିଦ୍ଧାର୍ଥ, ଅଶୃଳ ଆଖିରେ ଅନ୍ତିମ ବିଦାୟ

ଟେଲିଭିଜନ ଜଗତର ଟର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ପଞ୍ଚଭୂତ ରେ ବିଲୀନ ହୋଇଛନ୍ତି । ବ୍ରହ୍ମକୁମାରୀ ରୀତିନୀତିରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.