ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 7, 2021, 9:11 AM IST

1. ସପ୍ତମ ହସ୍ତତନ୍ତ ଦିବସ, ଦିଲ୍ଲୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ

ଆଜି ସପ୍ତମ ହସ୍ତତନ୍ତ ଦିବସ । ହସ୍ତତନ୍ତ ସାମଗ୍ରୀ ଓ ଶିଳ୍ପୀଙ୍କ ଉନ୍ନତିକରଣ ଦିଗରେ ଦିଲ୍ଲୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ । ଯୋଗଦେବେ ବିଭାଗୀୟ ମନ୍ତ୍ରୀ ପୀୟୁଷ ଗୋଏଲ ।

2. ଆଜି ମଧ୍ୟ ପ୍ରଦେଶର PMGKAY ହିତାଧିକାରୀଙ୍କ ସହିତ କଥା ହେବେ ମୋଦି

ଆଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ (PMGKAY)ରେ ମଧ୍ୟ ପ୍ରଦେଶର ହିତାଧିକାରୀଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

3. STATE CORONA: ଦିନକରେ 1096 ପଜିଟିଭ ଚିହ୍ନଟ

ରାଜ୍ୟରେ ଖସୁଛି ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତକଙ୍କ ସଂଖ୍ୟାରେ କିନ୍ତୁ ବ୍ରେକ ଲାଗୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 1096 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

4. VACCINATION; 200 ଦିନରେ 50 କୋଟି ଲୋକଙ୍କୁ ଟିକା, ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା

ଶୁକ୍ରବାର ଦିନ ଦେଶରେ ୫୦ କୋଟି ଟୀକାକରଣ ଅତିକ୍ରମ କରିଛି । ଏଥିରେ ଟିକା ପ୍ରସ୍ତୁତିକାରୀ ବୈଜ୍ଞାନିକ, ଡାକ୍ତରଙ୍କ ସହ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

5. ବଡଗାମରେ ଏନକାଉଣ୍ଟର; ଜଣେ ଆତଙ୍କୀ ନିପାତ

ପୁଣି ଅଶାନ୍ତ ସୀମା । ଜମ୍ମୁ କାଶ୍ମୀରର ବଡଗାମ ଜିଲ୍ଲାର ମୋଚଓ୍ବାରେ ସୁରକ୍ଷାବାହିନୀଙ୍କ ଏନାକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

6. ଆଜି ସୁନ୍ଦରଗଡ଼ ଗସ୍ତ କରିବେ ମୁଖ୍ୟ ଶାସନ ସଚିବ ଓ 5-T ସଚିବ

ସୁନ୍ଦରଗଡ଼ ଗସ୍ତରେ ଯିବେ ମୁଖ୍ୟ ଶାସନ ସଚିବ ଓ 5-T ସଚିବ । ଜିଲ୍ଲାର ବିଭିନ୍ନ ସ୍କୁଲ ଗସ୍ତକରି ଉନ୍ନତିମୂଳକ କାର୍ଯ୍ୟର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

7. ବୁର୍ଲା MCL କଲୋନୀରେ ଭୟାବହ ଅଗ୍ନିକାଣ୍ଡ

ବୁର୍ଲା ଏମସିଏଲର ଆନନ୍ଦବିହାର କଲୋନୀରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।

8. ଭୂକମ୍ପରେ ଥରିଲା ମଣିପୁର

ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ୩.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି ।

9. ସ୍ବପ୍ନ ଭାଙ୍ଗିଦେଲେ ଶେଫାଳି ମ୍ୟାଡାମ, ବିଦେଶ ଯିବାକୁ କହି ଠକିନେଲେ ସାଢେ ୩ ଲକ୍ଷ

ଡ୍ୟାନ୍ସରେ ଚାନ୍ସ ଦେବାକୁ କହି ଚୁନ ଲଗାଇଲେ ଡ୍ୟାନ୍ସ ମ୍ୟାଡାମ । ଠକିନେଲେ ଲକ୍ଷାଧିକ ଟଙ୍କା ।

10. Tokyo Olympics Day 16: ଭାରତ ପାଇଁ ପଦକ ଆଶାର ଶେଷ ଦିନ

ନଜର ପକାଇବା ଶନିବାର କଣ ରହିଛି ଭାରତୀୟ ହକି ଟିମ୍‌ର ଇଭେଣ୍ଟ ଓ କେଉଁ ଖେଳାଳିଙ୍କ ଉପରେ ରହିବ ନଜର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.