1. 41ବର୍ଷ ପରେ ହକିରେ ବ୍ରୋଞ୍ଜ ଜିତିଲା ଭାରତ
41ବର୍ଷ ପରେ ହକିରେ ପଦକ ଜତିଲା ଟିମ ଇଣ୍ଡିଆ । ଚଳିତ ଅଲମ୍ପିକରେ ଜର୍ମାନୀକୁ ୫-୪ରେ ପରାସ୍ତ କରିଛି ଭାରତୀୟ ହକି ଟିମ ।
2. PMGKAY ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
3. ପୁଣି ଉପରମୁହାଁ କୋରୋନା ଗ୍ରାଫ, ଦିନକରେ ୧୩୪୨ ପଜିଟିଭ ଚିହ୍ନଟ
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୪୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
4. ଦୁଷ୍କର୍ମ ପୀଡିତାଙ୍କୁ ଶୀଘ୍ର ମିଳିବ ନ୍ୟାୟ, ପ୍ରତିଷ୍ଠା ହେବ 1023 ଫାଷ୍ଟଟ୍ରାକ କୋର୍ଟ
ଦେଶରେ ୧୦୨୩ ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା କରିବା ଯୋଜନାକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମିଳିଛି ମଞ୍ଜୁରୀ ।
5. ବାଲୁକା କଳାରେ ଡେଙ୍ଗୁ-କୋରୋନା ସଚେତନତା ବାର୍ତ୍ତା ଦେଲେ ସୁବଳ
6. ଆଜିଠୁ କଟକରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ
7. ଏଣିକି ସବୁ ସ୍କୁଲରେ ଦିଆଯିବ NCC ତାଲିମ
8. Tokyo Olympics: ଅଗଷ୍ଟ-୫ ପାଇଁ ଭାରତର କାର୍ଯ୍ୟସୂଚୀ, ଭାଗ ନେବେ ଏହି ଭାରତୀୟ ଖେଳାଳି
9. ‘5T’ ଛାଟ; ଅଭିଯୋଗକାରୀଙ୍କୁ ଖରାପ ବ୍ୟବହାର କରି 4 ପୋଲିସ ନିଲମ୍ବିତ
10. ବକେୟା ଟଙ୍କା ଦାବିରେ ଡେପୁଟି କମିଶନରଙ୍କୁ ଘେରିଲେ ସଫେଇ କର୍ମଚାରୀ