ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ଖବର

TOP NEWS@9AM, ନଜର ପକାନ୍ତୁ ବର୍ତ୍ତମାନର ବଡ଼ ଖବର...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 10, 2021, 9:10 AM IST

1. ଦିନସାରା ବର୍ଷା ପରେ ମୁମ୍ବାଇରେ ଭୁଷୁଡିଲା କୋଠା, 11 ମୃତ

ଦିନସାରା ପ୍ରବଳ ବର୍ଷା ପରେ ମୁମ୍ବାଇର ପଶ୍ଚିମ ଉପକଣ୍ଠରେ ଭୁଷୁଡିଲା ଚାରି ମହଲା କୋଠା । ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ।

2. ଉତ୍ତରପ୍ରଦେଶରେ ମର୍ମନ୍ତୁଦ ବସ ଦୁର୍ଘଟଣା: 4 ମୃତ, 12 ଆହତ

ମେଟାଡୋର ସହ ଧକ୍କା ହେଲା ବସ୍ । ଦୁର୍ଘଟଣାରେ 4 ଜଣ ମୃତ । ଉତ୍ତରପ୍ରଦେଶର ଆଗ୍ରା-କାନପୁର ରାଜପଥ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

3. ଆଜି ସାବିତ୍ରୀ: ସ୍ବାମୀଙ୍କ ଦୀର୍ଘାୟୁ ମନାସି ବ୍ରତ ପାଳୁଛନ୍ତି ମହିଳା

ସ୍ବାମୀଙ୍କ ମଙ୍ଗଳ ମନାସି ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ଓଡିଆ ଘରର ନାରୀ । କୋରୋନା କଟକଣା ପାଇଁ ଏଥର ମଧ୍ୟ ମନ୍ଦିରରେ ପୂଜାକୁ ବାରଣ କରାଯାଇଛି ।

4. ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପ୍ୟାକେଜ, ଉପକୃତ ହେବେ ସ୍ମାର୍ଟସିଟିର 22 ହଜାର ଉଠା ଦୋକାନୀ

କୋରୋନାରେ କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା । ଉପକୃତ ହେବେ ରାଜଧାନୀର ପ୍ରାୟ 22 ହଜାର ଉଠା ଦୋକାନୀ ।

5. କମୁଛି ସଂକ୍ରମଣ, 6,097 ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 6 ହଜାର 97 ନୂଆ ସଂକ୍ରମିତ ଚିହ୍ନଟ । ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ।

6. ପୁଅକୁ ନେବା ପାଇଁ ଦ୍ବିତୀୟ ସ୍ବାମୀକୁ ଅପହରଣ କଲା ପ୍ରଥମ ସ୍ବାମୀ

ପ୍ରଥମେ ବିବାହ ପରେ ବିଚ୍ଛେଦ ଆଉ ଏହା ପରେ ଅନ୍ୟଜଣଙ୍କ ହାତଧରି ବିବାହ କଲେ ସ୍ତ୍ରୀ । କିନ୍ତୁ ଜନ୍ମ ନେଇଥିବା 7 ବର୍ଷର ଶିଶୁ ପୁତ୍ରକୁ ନେବାକୁ ଚାହୁଁଥିଲେ ପ୍ରଥମ ସ୍ବାମୀ । ଏଥିପାଇଁ ଅପହରଣ ଉଦ୍ୟମ କରି ଗିରଫ ହୋଇଛନ୍ତି ସ୍ବାମୀଙ୍କ ସମେତ 3 ସହଯୋଗୀ ।

7. ଭାରତ ବାୟୋଟେକର ବଡ ଘୋଷଣା, ଜୁଲାଇରେ ଆସିବ ଫେଜ-3 ଟ୍ରାଏଲ ଡାଟା

ଆଣ୍ଟି କୋଭିଡ ଟିକାର ଫେଜ 3 ଟ୍ରାଏଲର ପୁରା ଡାଟା ଜୁଲାଇ ସୁଦ୍ଧା ସାର୍ବଜନିକ କରାଯିବ ବୋଲି କହିଛି ଭାରତ ବାୟୋଟେକ ।

8. କାଲିଠୁ ପ୍ରବଳ ବର୍ଷା, ଭୂସ୍ଖଳନ ନେଇ ସତର୍କ କଲେ SRC

10ରୁ 14 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା । ଏନେଇ ରାଜ୍ୟର ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନରଙ୍କୁ ଏସ୍‌ଆର୍‌ସି ଚିଠି ଲେଖିଛନ୍ତି ।

9. 94 ବର୍ଷ ବୟସରେ ଆଖି ବୁଜିଲେ ବମନଙ୍କ ମା', ଶୋକରେ ପରିବାର

ଆରପାରିରେ ବମନ ଇରାନୀଙ୍କ ମା' । 94 ବର୍ଷରେ ଦୁନିଆକୁ କହିଲେ ଅଲବିଦା ।

10. ଟ୍ରକ ଧକ୍କାରେ ନାବାଳକ ମୃତ

ଅଜଣା ଟ୍ରକ ଧକ୍କାରେ ଜଣେ ନାବାଳକ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା ସହିତ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.