1-ଅଦାଲତ ଅବମାନନା: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସମେତ 3 ଡିଇଓ ଦୋଷୀ ସାବ୍ୟସ୍ତ
14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ଅର୍ଣ୍ଣବ
2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ
3-ଫ୍ରାନ୍ସରୁ ନନ୍ଷ୍ଟପ ଉଡାଣ ଭରି ଭାରତରେ ପହଞ୍ଚିଲା 3 ରାଫେଲ
ଚୀନ ସହ ଜାରି ତିକ୍ତତା ମଧ୍ୟରେ ଭାରତରେ ଆସି ପହଞ୍ଚିଛି ଆଉ 3 ରାଫେଲ ଯୁଦ୍ଧ ବିମାନ ।
4-ସାରୁଅ ଜମି ଦୁର୍ନୀତି ମାମଲା: ଜେଲ ଗଲେ ଓଡିଶା ଇନଫ୍ରାର ଦୁଇ କର୍ମଚାରୀ
5-ଦିପାବଳୀରେ ବାଣ ଫୁଟାଇବା ପ୍ରସଙ୍ଗ: ଓଡିଶାକୁ ପ୍ରଶଂସା, 23 ରାଜ୍ୟ ମୁଖ୍ୟ ସଚିବଙ୍କୁ ନୋଟିସ
ଦିପାବଳୀରେ ବାଣ ଫୁଟାଇବା ପ୍ରସଙ୍ଗରେ 23 ରାଜ୍ୟର ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କଲେ ଏନଜିଟି ।
6-ଏକତରଫା ପ୍ରେମିକର ଉନ୍ମତ୍ତ କାଣ୍ଡ, ଦୁଇ ଯୁବତୀଙ୍କୁ ଛୁରାମାଡ
7-ଜମ୍ମୁ କାଶ୍ମୀର DDC ନିର୍ବାଚନ ଘୋଷଣା, ପ୍ରଥମ ଥର ପଶ୍ଚିମ ପାକିସ୍ତାନ ଶରଣାର୍ଥୀ ଦେବେ ଭୋଟ
8-ମହିଳା ଟି20 ଚ୍ୟାଲେଞ୍ଜ: ସୁପରନୋଭାସକୁ 5 ୱିକେଟରେ ପରାସ୍ତ କଲା ଭେଲୋସିଟି
ମହିଳା ଟି 20 ମ୍ୟାଚରେ ମିତାଲି ରାଜଙ୍କ ଭେଲୋସିଟି ହରମନପ୍ରୀତ କୌରଙ୍କ ସୁପରନୋଭାକୁ 5 ୱିକେଟ୍ରେ ପରାସ୍ତ କରିଛି ।
9-ସୁଟିଂ ସେଟରେ ଲୋକଙ୍କ ଦୁଃଖ ଦୂର କରୁଛନ୍ତି ସୋନୁ, ଭାଇରାଲ ଭିଡିଓ
ସାମ୍ନାକୁ ଆସିଲା ସୋନୁଙ୍କ ଆଉ ଏକ ଭିଡିଓ । ସୁଟିଂ ସେଟରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଭୁଲିନାହାଁନ୍ତି ସେ ।
10-ଦୁର୍ନୀତିଗ୍ରସ୍ତ ରାଜନେତା ସାଜିବେ ଅଭିଷେକ
ବି-ଟାଉନର ଜୁନିୟର ବଚ୍ଚନ ଅଭିଷେକ ନିର୍ମାତା ଅନୁରାଗ ବାସୁଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଲୁଡୋ’ରେ ନଜର ଆସିବେ ।