ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଟପ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 5, 2022, 9:09 PM IST

୧.ବାଲ୍ୟ ବିବାହ ମୁକ୍ତ ରାଜ୍ୟ ହେବ ଓଡ଼ିଶା, ସ୍ବତନ୍ତ୍ର ଗାଇଡଲାଇନ ଜାରି

୨୦୩୦ ସୁଦ୍ଧା ଓଡିଶା ହେବ ବାଲ୍ୟ ବିବାହ ମୁକ୍ତ ରାଜ୍ୟ । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି ହୋଇଛି ।

୨.Lok Sabha: ପୁଣି ପୋଲାଭରମ ପ୍ରକଳ୍ପ ନେଇ ଲୋକସଭାରେ ଦାବି ଉଠାଇଲେ ବିଜେଡି ସାଂସଦ

ପୁଣି ଥରେ ପୋଲାଭରମ ପ୍ରସଙ୍ଗକୁ ନେଇ ଲୋକସଭାରେ ଦୃଢ ଦାବି ଉପସ୍ଥାପନା କଲେ କଟକ ସାଂସଦ ଭର୍ତ୍ତୃହରି ମହତାବ ।

୩.Har Ghar Triranga: ଗ୍ରାହକଙ୍କୁ ତ୍ରିରଙ୍ଗା ଉପହାର ଦେଉଛନ୍ତି ଚା ଦୋକାନୀ

ନିଜ ଦୋକାନରେ ଜାତୀୟ ପତାକା ଲଗାଇବା ସହ ଗ୍ରାହକଙ୍କୁ ତ୍ରିରଙ୍ଗା ବାଣ୍ଟୁଛନ୍ତି । ମିଶନରେ ସ୍ବାଧୀନତା ଦିବସ ପାଳନର ଦୁଇ ଦିନ ପୂର୍ବରୁ ପ୍ରତ୍ୟେକ ସର୍ବସାଧାରଣ ସ୍ଥାନ ଓ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ କୁହାଯାଇଛି ।

୪.ବ୍ରହ୍ମଗିରିରେ ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ଜଣେ ଆହତ

ବ୍ରହ୍ମଗିରିରେ ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ବୋମା ମାଡ଼ରେ ଜଣେ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ ।

୫.ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ, କୌଣସି ରାଜନୈତିକ କାର୍ଯ୍ୟକ୍ରମ ନାହିଁ: ପୃଥ୍ୱୀରାଜ ହରିଚନ୍ଦନ

ଆସନ୍ତା 8 ତାରିଖରେ ଅମିତ ଶାହଙ୍କ ଓଡିଶା ଗସ୍ତ ରହିଛି । ଶାହଙ୍କ ଗସ୍ତ କାର୍ଯ୍ୟକ୍ରମ କଣ ରହିବ ସେନେଇ ସୂଚନା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

୬.ସର୍ଭିସ୍‌ ରାଇଫଲ୍‌ରେ BSF ଯବାନ୍‌ଙ୍କ ଆତ୍ମହତ୍ୟା

BSF କ୍ୟାମ୍ପ୍‌ରେ ନିଜକୁ ଗୁଳିକଲେ ଜଣେ କନଷ୍ଟେବଳ । ମୃତ ଯବାନ ଜଣକ ଆସାମ୍‌ର ୪୩ ବର୍ଷୀୟ ଏନ୍‌ ହଜାରିକା ବୋଲି ଜଣା ପଡ଼ିଛି ।

୭.Vice President Election: କାଲି ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି

ଶନିବାର ଉପରାଷ୍ଟ୍ରପତି ମତଦାନ । ସମସ୍ତ ଗଣିତ ଓ ଆକଳନ ମୁତାବକ NDA ପ୍ରାର୍ଥୀ ଜଗଦୀପ ଧନକଡ଼ ଉପରାଷ୍ଟ୍ରପତି ନିର୍ବାଚନରେ ବାଜିମାତ୍‌ କରିବା ନେଇ ଆଲୋଚନା ହେଉଛି ।

୮.ଆଜିର ଦିନରେ ରାମ ମନ୍ଦିର ନିର୍ମାଣ ଶିଳାନ୍ୟାସ ହୋଇଥିଲା, ସେଥିପାଇଁ ବିରୋଧ: ଶାହା

କଂଗ୍ରେସ(Congress) ର ପ୍ରଦର୍ଶନ ଓ ରାଜରାସ୍ତାରେ ହଙ୍ଗାମା ନେଇ କଂଗ୍ରେସକୁ କଡା ଆକ୍ରମଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା(Home Minister Amit Shah) ।

୯.ଆମେରିକା ସହ ଚୀନର ଦ୍ବିପାକ୍ଷିକ ସମ୍ପର୍କ ଛିନ୍ନ !

ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରିବାକୁ ଦୁଇ ଦେଶ ମଧ୍ୟରେ ଯେଉଁ ବୁଝାମଣା ହୋଇଥିଲା ତାହା ରଦ୍ଦ କରିଛି ଡ୍ରାଗନ ଦେଶ ।

୧୦.ବାବୁସାନଙ୍କ ପରେ ଆଗାମୀ ଫିଲ୍ମର ପୋଷ୍ଟର ସେୟାର କଲେ ପ୍ରକୃତି

ବିବାଦ ଭିତରେ ଛନ୍ଦି ହୋଇପଡ଼ିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ସୋସିଆଲ ମିଡ଼ିଆରେ ନିଜ ଆଗାମୀ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.