ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ at 9pm

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 26, 2022, 9:03 PM IST

୧. ବାଣପୁର ଉପକାରାଗାରରୁ ବାହାରିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଜେଲ୍‌ରୁ ବାହାରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।

୨. ସ୍ୱାସ୍ଥ୍ୟ ବିଭାଗର ୧୨୩୩୯ କୋଟି ୭୩ ଲକ୍ଷ ୩୩ ହଜାର ଟଙ୍କାର ଖର୍ଚ୍ଚ ଦାବୀକୁ ମିଳିଲା ଅନୁମୋଦନ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୨୩୩୯ କୋଟି ୭୩ ଲକ୍ଷ ୩୩ ହଜାର ଟଙ୍କାର ଖର୍ଚ୍ଚ ଦାବୀକୁ ମିଳିଛି ଗୃହର ଅନୁମୋଦନ ।

୩. ବିଧାନସଭାରେ ବିଧାୟକଙ୍କ ଧମକ: ଲିଜ ଜମି ବିକ୍ରୀ କଲେ ପାରାଦୀପ ବନ୍ଦର ଅଚଳ କରିଦେବୁ

ରାଜ୍ୟ ସରକାରଙ୍କଠାରୁ ଲିଜରେ ନେଇଥିବା ଜମିକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ବିକ୍ରୀ କରୁଥିବା ନେଇ ଅଭିଯୋଗ ହୋଇଛି ।

୪. ଓଡ଼ିଶା ଫେରୁଛନ୍ତି ବିବାଦୀୟ ଅଭିନେତା ବାବୁଶାନ୍‌

ଷ୍ଟାର କଳି ଘଟଣା ଭାଇରାଲ ହେବା ପରେ ଫିଲ୍ମ ପ୍ରମୋସନ ପାଇଁ ବାବୁ ଚେନ୍ନାଇ ଯାଇଥିଲେ । ଏହାପରେ ଆଜି ସେ ଓଡ଼ିଶା ଫେରୁଛନ୍ତି ।

୫. ବିଜେଡିର ମିଶ୍ରଣ ପର୍ବ, ବିଜେପି ଓ କଂଗ୍ରେସ ଛାଡ଼ିଲେ ଶତାଧିକ କର୍ମୀ

ରାଜଧାନୀର ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

୬. SSC scam: ଆଉ ଜଣେ TMC ବିଧାୟକଙ୍କୁ ଇଡି ସମନ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନିତୀ ମାମଲାରେ ଆଉ ଜଣେ ତୃଣମୂଳ ବିଧାୟକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ।

୭. ଆଜି ସରିଲା ଜେରା, କାଲି ପୁଣି ହାଜର ହେବେ ସୋନିଆ

ଦ୍ବିତୀୟ ଦିନରେ ସୋନିଆଙ୍କୁ 55ଟି ପ୍ରଶ୍ନ କଲା ED । ଆସନ୍ତାକାଲି ମଧ୍ୟ ହାଜର ପାଇଁ ସମନ ।

୮. ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୯. Women's T-20 Batting Rankings: ଅଷ୍ଟ୍ରେଲିଆର ମେଗ ଲେନିଙ୍ଗ ନମ୍ବର ୱାନ

ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟିକା ମେଗ ଲେନିଙ୍ଗ ବିଶ୍ବର ସର୍ବଶ୍ରେଷ୍ଠ ଟି-20 ବ୍ୟାଟର ସାବ୍ୟସ୍ତ ହୋଇଛନ୍ତି ।

୧୦. Babushan Saga: ପ୍ରକୃତିକୁ ଅସ୍ତ୍ର କରି ବଲିଉଡକୁ ଯିବାକୁ ଚାହୁଁଥିଲେ ବାବୁଶାନ୍ !

ରାସ୍ତାରେ ଷ୍ଟାର କଳି ଘଟଣାରେ ପୋଲିସ ଆଜି ପ୍ରକୃତିଙ୍କୁ ଜେରା କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.