ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 24, 2022, 9:07 PM IST

୧. ରାଷ୍ଟ୍ରପତିଙ୍କ ବିଦାୟୀ ସମ୍ବୋଧନ: ଦେଶର ଜୀବନ୍ତ ଲୋକତାନ୍ତ୍ରିକ ବ୍ୟବସ୍ଥାକୁ କଲେ ନମନ

କାର୍ଯ୍ୟକାଳର ଶେଷ ସଂଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କହିଲେ ସଂସଦୀୟ ଗଣତାନ୍ତ୍ରିକ ପରମ୍ପରା ଏକ ପରିବାର ।

୨. ଦିଲ୍ଲୀରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ନବୀନ

ଦିଲ୍ଲୀରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶପଥ ଗ୍ରହଣ ସମାରୋହରେ ମଧ୍ୟ ହେବେ ସାମିଲ ।

୩. ବିପଦ ସଙ୍କୁଳ ଅବସ୍ଥାରେ ମହାନଦୀ ଓ ତେଲନଦୀର ସେତୁ: ଫାଟି ଆଁ କରିଛି ୫୫ ନଂ ଜାତୀୟ ରାଜପଥ

ବିପଦ ଜନକ ଅବସ୍ଥାରେ ୫୫ ନମ୍ବର ଜାତୀୟ ରାଜପଥ । ମରାମତି ଅଭାବରୁ ଦୁର୍ବଳ ହୋଇପଡିଛି ମହାନଦୀ ଓ ତେଲନଦୀର ସେତୁ ।

୪. VIRAL VIDEO: ପାରମ୍ପରିକ ଖଞ୍ଜଣୀ ବାଦ୍ୟ ବଜାଇ ଦୁଃଖ ବଖାଣୁଛି ଚଷା ପୁଅ

ଚାଷ ଜମିରେ ପାରମ୍ପରିକ ଖଞ୍ଜଣୀ ବାଦ୍ୟ ବଜାଇ ଚଷା ପୁଅର ଦୁଃଖ ବଖାଣୁଛନ୍ତି ନୟାଗଡ଼ ଭାପୁରର ୨୩ ବର୍ଷୀୟ ଯୁବକ ସପନ ପ୍ରଧାନ ।

୫. ପ୍ରେମକୁ କୁରାଢିରେ ହାଣିଲେ କଟିବନି: ସୁର ରାଉତରାୟ

ରାସ୍ତା ଉପରେ ଷ୍ଟାର ଦମ୍ପତିଙ୍କ କଳି ଘଟଣା । ପ୍ରତିକ୍ରିୟା ରଖିଲେ ଜଟଣୀ ବିଧାୟକ ସୁର ରାଉତରାୟ ।

୬. ମଲାଗୁଣି ବ୍ୟାରେଜ ଚିନ୍ତା, ଜଳସେଚନ ଅଭାବରୁ କ୍ଷତିଗ୍ରସ୍ତ ଆଶଙ୍କାରେ ଚାଷୀ

ରାଜ୍ୟରେ ଚେକଡ୍ୟାମ୍‌ ଓ ବ୍ୟାରେଜ ନିର୍ମାଣ ପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା ।

୭. SSC scam: ଦିନିକିଆ ED ରିମାଣ୍ଡକୁ ଗଲେ ଅର୍ପିତା ମୁଖାର୍ଜୀ

ଗିରଫ ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କ ଘନିଷ୍ଟ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଦିନିକିଆ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ।

୮. ଝାଡଖଣ୍ଡରେ ଓଲଟିଲା CRPF ଗାଡି, 11 ଯବାନ ଆହତ

ଝାଡଖଣ୍ଡ ଗିରିଡିହରେ ଭାରସାମ୍ୟ ହରାଇ ଓଲଟିଲା CRPF ଗାଡି । 11 ଯବାନ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି । ଅପରାହ୍ନରେ ଘଟିଛି ଅଘଟଣ ।

୯. ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟାଲିନଙ୍କ ଚିଠି

ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ଭାରତ ସରକାର ।

୧୦. କୋଭିଡ ପରି ମଙ୍କିପକସ ମାରାତ୍ମକ ନୁହେଁ : ଚର୍ମ ରୋଗ ବିଶେଷଜ୍ଞ

ବିଶ୍ବରେ କ୍ଷୀପ୍ର ଗତିରେ ବଢିବାରେ ଲାଗିଛି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଜରୁରୀ ବୈଠକ ଡାକିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.