ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 23, 2022, 9:06 PM IST

୧. ବିହାର RJD ମୁଖ୍ୟଙ୍କ ବିବାଦୀୟ ବୟାନ, ପାକିସ୍ତାନ ଏଜେଣ୍ଟ ଭାବେ ଗିରଫ ହେଉଥିବା ଅଭିଯୁକ୍ତ ହିନ୍ଦୁ

RJD ବିହାର ପ୍ରଦେଶ ମୁଖ୍ୟ ଜଗଦାନନ୍ଦ ସିଂଙ୍କ ବିବାଦୀୟ ବୟାନ । ପ୍ରତିବନ୍ଧିତ ଚରମପନ୍ଥୀ ଇସଲାମିକ ସଂଗଠନ PFI କୁ RSS ସହ କଲେ ତୂଲନା ।

୨. ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ଓଡିଶାର ବିଜେପି ସାଂସଦ

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତ କରି ଶୁଭେଛା ଜଣାଇଲେ ଓଡିଶାର ବିଜେପି ସାଂସଦଗଣ ।

୩. ମିଳିତ ନୌସମରାଭ୍ୟାସ: ସମୁଦ୍ରରେ ଏକାଠି ହେଲେ ଭାରତ-ଜାପାନ, ଚୀନ ଛାତିରେ ପଶିଲା ଛନକା

ଭାରତ-ଜାପାନ ନୌସେନା ମଧ୍ୟରେ ଅନୁଷ୍ଠିତ ହେଲା ମିଳିତ ସମରାଭ୍ୟାସ । ଆଣ୍ଡାମାନ ସାଗରରେ ହେଲା ଅଭ୍ୟାସ ।

୪. ପ୍ଲାଣ୍ଟରେ ଅଗ୍ନିକାଣ୍ଡ, 4 ଶ୍ରମିକ ମୃତ ସନ୍ଦେହ

କର୍ଣ୍ଣାଟକର ହୁବଳିରେ ଏକ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ଏକାଧିକ ଶ୍ରମିକ ଆହତ । 4 ଶ୍ରମିକଙ୍କ ମୃତ୍ୟୁ ସନ୍ଦେହ ।

୫. ହରିଦ୍ୱାରରେ ଭକ୍ତଙ୍କ ଉପରେ ପୁଷ୍ପବର୍ଷା, ବଡ଼ ବିପଦରୁ ବର୍ତ୍ତିଲା ହେଲିକପ୍ଟର

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ହେଲିକପ୍ଟର । ଉତ୍ତରାଖଣ୍ଡର ହରିଦ୍ବାରରେ ଶିବ ଭକ୍ତଙ୍କ ଉପରେ ପୁଷ୍ପବର୍ଷା ସମୟରେ ହଠାତ୍‌ ଏକ ପଲିଥିନ ଉପରକୁ ଉଡ଼ି ଯାଇଥିଲା।

୬. ସରକାରୀ ସମ୍ପତ୍ତି ବାଜ୍ୟାପ୍ତି କଲା L&T, ବିରୋଧୀ କହିଲେ ବିଶ୍ଵସ୍ତରୀୟ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲେ ସରକାର

ବିଧାନସଭାର ଶୂନ୍ୟକାଳରେ ଉଠିଲା ସରକାରୀ ସମ୍ପତ୍ତିକୁ ଘରୋଇ କମ୍ପାନୀ (L&T) ବଜ୍ୟାପ୍ତି ପ୍ରସଙ୍ଗ ।

୭. କାଶୀପୁରରେ ଝାଡାବାନ୍ତିରେ ଗଡୁଛି ମୁଣ୍ଡ, ବିଧାନସଭାରେ ପୁନର୍ବାର ଉଠାଇବ ବିଜେପି

ଝାଡ଼ାବାନ୍ତିରେ କାଶୀପୁରରେ ଆଉ ଏକ ପିଲାର ମୃତ୍ୟୁ ହୋଇଛି । ଘଟଣା ଦୁଃଖ ଦାୟକ କିନ୍ତୁ ରାଜ୍ୟ ସରକାର ସାମୟିକ ଭାବେ ଏହାକୁ ଚାପି ଦେବାକୁ ଅପଚେଷ୍ଟା କରୁଛନ୍ତି ।

୮. ବିହାର RJD ମୁଖ୍ୟଙ୍କ ବିବାଦୀୟ ବୟାନ, ପାକିସ୍ତାନ ଏଜେଣ୍ଟ ଭାବେ ଗିରଫ ହେଉଥିବା ଅଭିଯୁକ୍ତ ହିନ୍ଦୁ

୯. ଇଣ୍ଡିଜ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରୁ ବାଦ୍‌ ପଡିଲେ ଜାଡେଜା

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଆଣ୍ଠୁରେ ଆଘାତ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରୁ ବାଦ ପଡିଛନ୍ତି ।

୧୦. ଅର୍ପିତା ପରିଶ୍ରମୀ ଓ ସମୟାନୁବର୍ତ୍ତୀ ଥିଲେ: ଅଶୋକ ପତି

ଇଡି ସ୍କାନରେ ଓଲିଉଡ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ । ଅଭିନେତ୍ରୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ କରାଯାଇଛି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.