ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 11, 2022, 9:12 PM IST

୧. National Herald Case: ଆସନ୍ତା ୨୧ ସୁଦ୍ଧା EDରେ ହାଜର ହେବାକୁ ସୋନିଆଙ୍କୁ ସମନ

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ।

୨. National Emblem Inauguration: ଅସନ୍ତୋଷ ଝାଡିଲେ ବିରୋଧୀ

ନୂତନ ସଂସଦର ଛାତ ଉପରେ ବ୍ରୋଞ୍ଜରେ ନିର୍ମିତ ଅଶୋକ ସ୍ତମ୍ଭ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

୩. ୧୪ ଦିନିଆ ନ୍ୟାୟିକ ହାଜତକୁ ଗଲେ ମହମ୍ମଦ ଜୁବୈର

ଜଣାଶୁଣା ସାମ୍ବାଦିକ ମହମ୍ମଦ ଜୁବୈର୍‌ଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି ଉତ୍ତର ପ୍ରଦେଶର ମହମ୍ମଦି ସେସନ୍‌ କୋର୍ଟ।

୪. 3ୟ ଡୋଜ ମାଗଣା ପାଇଁ କେନ୍ଦ୍ରକୁ କହିବୁ: ସ୍ବାସ୍ଥ୍ୟ ସଚିବ

ରାଜ୍ୟରେ ସଂକ୍ରମଣ ଏବେ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଟୀକାକରଣ ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ମାଗଣା ୩ୟ ଡୋଜ ପାଇଁ କେନ୍ଦ୍ରକୁ କୁହାଯିବ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି ।

୫. ସାମ୍ବାଦିକଙ୍କୁ ସ୍କୁଲ କ୍ୟାମ୍ପସ ମନା, ନିଷ୍ପତ୍ତିକୁ କଟକରେ ଦୃଢ ବିରୋଧ

ବିଦ୍ୟାଳୟ ପରିସରକୁ ସାମ୍ବାଦିକଙ୍କୁ ମନା ନିଷ୍ପତ୍ତିକୁ କଟକରେ ଦୃଢ ବିରୋଧ କରାଯାଇଛି ।

୬. ବୋଲେରୋକୁ ପିଟିଲା ଇନୋଭା, ୨ ମୃତ ୯ ଆହତ

ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି ।

୭. ଜମି ହଡପ ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରିଲା ଜାତୀୟ ଦଳିତ ଆଦିବାସୀ ମହାସଂଘ

ଆଦିବାସୀ ପରିବାରଙ୍କ ପ୍ରାୟ ୧ ଏକର ଅଧିକ ଜମି ହଡ଼ପ ହୋଇଥିବା ଅଭିଯୋଗ ।

୮. ନିଯୁକ୍ତି ଓ ଥଇଥାନ ଦାବି ନେଇ କ୍ଷତିଗ୍ରସ୍ତଙ୍କ ସହ ଢେଙ୍କାନାଳ ସାଂସଦଙ୍କ ଧାରଣା

ନାଲକୋରେ ନିଯୁକ୍ତି ଓ ଥଇଥାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସାଂସଦ ।

୯. Sri Lanka vs Australia 2nd Test: ଚଣ୍ଡିମାଲଙ୍କ ଦ୍ୱିଶତକ, ଶ୍ରୀଲଙ୍କା ବିଜୟୀ

ଅଷ୍ଟ୍ରେଲିଆ ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ 39 ରନରେ ହରାଇ ଶ୍ରୀଲଙ୍କା ବିଜୟ ହାସଲ କରିଛି ।

୧୦. 94 ବୟସ୍କ ମହିଳା ଜିତିଲେ ସ୍ୱର୍ଣ୍ଣ ପଦକ, ବିଦେଶରେ ଉଡାଇଲେ ଭାରତ ପତାକା

94 ବୟସ ଭଗବାନୀ ଦେବୀ ଡାଗର ଫିନଲାଣ୍ଡରେ ଭାରତର ପତାକା ଉଡାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.