ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 9 ପିଏମ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jul 2, 2022, 9:02 PM IST

1.Odisha Budget: କ୍ରୀଡାକୁ ୯୧୧ କୋଟି ପ୍ରଦାନ

୨୦୨୨-୨୩ ବର୍ଷ ପୂର୍ଣ୍ଣାଙ୍ଗ ବଜେଟରେ କ୍ରୀଡା କ୍ଷେତ୍ର ପାଇଁ ମୋଟ ୯୧୧ କୋଟି ବ୍ୟୟ ଅଟକଳ ।

2.Odisha Budget: ମହିଳା ଶିଶୁଙ୍କ ପାଇଁ କେତେ ?

ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ସେମାନଙ୍କ ମହାସଂଘ କୁ ଆର୍ଥିକ ସହାୟତା ପାଇଁ ୭୭୩ କୋଟିର ବ୍ୟୟବରାଦ ହୋଇଛି । ମିଶନ ଶକ୍ତି ଗୃହ ନିର୍ମାଣ ବାବଦକୁ ୧୭୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

3.Odisha Budget 2022-23: କୃଷିକୁ ମିଳିଥିବା ୨୧,୧୬୬ କୋଟିରୁ କାଳିଆ ଯୋଜନାକୁ ସର୍ବାଧିକ ୧,୮୭୪ କୋଟି

ଷୋଡଶ ବିଧାନସଭାର ମୌସୁମୀ ଅଧିବେଶନରେ ୨୦୨୨-୨୩ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ । ଏଥର କୃଷିକୁ ମିଳିଥିବା ୨୧ ହଜାର ୧୬୬ କୋଟି ମଧ୍ୟରୁ କେବଳ କାଳିଆ ଯୋଜନା ପାଇଁ ୧ ହଜାର ୮୭୪ କୋଟି ବରାଦ ।

4.ବିକାଶଶୀଳ ବଜେଟ, ମହିଳାଙ୍କ ଆର୍ଥିକ ସ୍ୱାଧିନତାକୁ ସୁଦୃଢ କରିବ: ମୁଖ୍ୟମନ୍ତ୍ରୀ

ବଜେଟ ଆଗତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik )କହିଛନ୍ତି ଏକ ପ୍ରଗତିଶୀଳ, ଗରିବ-ସମର୍ଥକ ଏବଂ ବିକାଶମୂଳକ ଆଧାରିତ ବଜେଟ।ବଜେଟ ଆକାର 2 ଲକ୍ଷ କୋଟି ଏବଂ ପ୍ରୋଗ୍ରାମ ବଜେଟ 1 ଲକ୍ଷ କୋଟିକୁ ବୃଦ୍ଧି ପାଇଛି ।

5.Odisha Budget: ୧ ଟଙ୍କିଆ ଚାଉଳ ଯୋଜନାକୁ 1 ହଜାର 23 କୋଟି ବରାଦ

ବଜେଟ ଅଧିବେଶନରେ ୧ ଟଙ୍କିଆ ଚାଉଳ ପାଇଁ ଏକ ହଜାର ୨୩ କୋଟି ଅଟକଳ

6.ସରିଲା ରିମାଣ୍ଡ, ନ୍ୟାୟିକ ହେପାଜତକୁ ଗଲେ ତିସ୍ତା ସିତଲଓ୍ବାଦ-ଆର ବି ଶ୍ରୀକୁମାର

୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଦ ଓ ଗୁଜୁରାଟର ପୂର୍ବତନ ଡିଜିପି ଆର.ବି ଶ୍ରୀକୁମାର ।

7.Udaipur Murder: କୋର୍ଟ ପରିସରରେ କହ୍ଲେୟାଲାଲ ହତ୍ୟାକାରୀଙ୍କୁ ଛେଚିଲେ ଲୋକେ

ଉଦୟପୁର କହ୍ଲେୟାଲାଲ ହତ୍ୟା ମାମଲାରେ NIA କୋର୍ଟରେ ହଜାର ହେଲେ ୪ ଅଭିଯୁକ୍ତ । କୋର୍ଟରୁ ବାହାରୁ ଥିବା ସମୟରେ ଅଭିଯୁକ୍ତମାନଙ୍କୁ ଛେଚିଲେ ଉପସ୍ଥିତ ଲୋକେ ।

8.ଦିଲ୍ଲୀ ଏୟାରପୋର୍ଟରେ କାଶ୍ମୀର ସାମ୍ବାଦିକା ସନା ଇରସାଦ ମଟ୍ଟୁ ଅଟକ

ଦିଲ୍ଲୀ ବିମାନବନ୍ଦରରେ ପୁଲିତଜର ପୁରସ୍କାର ପ୍ରାପ୍ତ(Pulitzer winner) କାଶ୍ମୀର ସାମ୍ବାଦିକା ସନା ଇରସାଦ ମଟ୍ଟୁ ଅଟକ ।

9.ମହିଳାକୁ ଅଖାରେ ଅପହରଣ ଉଦ୍ୟମ: ତ୍ରିକୋଣୀୟ ପ୍ରେମ କାହାଣୀ ସନ୍ଦେହ, ଅପହରଣକାରୀ ଅଟକ

ଏକାକି ରହୁଥିବା ମହିଳାଙ୍କୁ ଅପହରଣ ଉଦ୍ୟମ । ଜୀବନ ବଞ୍ଚାଇ ଖସି ଆସିଲେ ମହିଳା । ଅପହରଣକାରୀ ଅଟକ ।

10.ଟେଷ୍ଟ ଇତିହାସରେ ପ୍ରଥମ, ବ୍ରଡଙ୍କ ଗୋଟିଏ ଓଭରରେ 35 ରନ୍ ସ୍କୋର କଲେ ବୁମରା

ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ କେତେବେଳେ ଯୁବରାଜ ସିଂହ ମହଙ୍ଗା ପଡୁଛନ୍ତି ତ ଆଉ କେତେବେଳେ ଜଶପ୍ରିତ ବୁମରା । ବ୍ରଡଙ୍କ ଗୋଟିଏ ଓଭରରେ 35 ରନ ସ୍କୋର କରି ରେକର୍ଡ କରିଛନ୍ତି ବୁମରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.