ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ AT 9 PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 30, 2022, 9:16 PM IST

୧. Delhi Health Minister Arrested: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗିରଫ କଲା ED

ହାୱାଲା କେସ ମାମଲାରେ ଅର୍ଥ ହେରଫେର ନେଇ ବାରମ୍ବାର ଜେରା କରୁଥିଲା ଇଡି ।

୨. UPSC Results: ରାଙ୍କ୍‌ ୩୦୬, ପରୀକ୍ଷାକୁ କଠିନ ଭାବନ୍ତୁ ନାହିଁ କହିଲେ ସୌମ୍ୟ

ସିଭିଲ ସର୍ଭିସ ପରୀକ୍ଷା ୨୦୨୧ରେ ଅନୁଗୋଳ ଜିଲ୍ଲା ପାଲଲହଡାର ସୌମ୍ୟ ରଞ୍ଜନ ପ୍ରଧାନ କୃତିତ୍ୱ ଅର୍ଜନ କରିଛନ୍ତି ।

୩. ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷା ମାଗୁଛି ଝରାଶ୍ରୀ, ସରକାରୀ ଅନୁଦାନ ଲୋଡୁଛି ପରିବାର

କେନ୍ଦ୍ରାପଡା ଯମପଡା ପଞ୍ଚାୟତ ଗୌଡ଼ଗାଁର ସଞ୍ଜୟ ସ୍ବାଇଁ ଗତ ୧୪ ବର୍ଷ ହେବ କଲିକତାରେ ଝୋଟ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।

୪. UPSC Results Rank 86: ଦିନକୁ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲି କହିଲେ ଗୌରବ

ସିଭିଲ ସର୍ଭିସ ପରୀକ୍ଷା ୨୦୨୧ରେ ୮୬ତମ ରାଙ୍କ ହାସଲ କରି ରାଜ୍ୟ ଓ ନିଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ସୁନ୍ଦରଗଡ଼ ପୁଅ ଗୌରବ ଅଗ୍ରୱାଲ ।

୫. Sidhu Moosewala Murder Case: ନଭେମ୍ବରରେ କରିଥାଆନ୍ତେ ବିବାହ, ସରିଥିଲା ନିର୍ବନ୍ଧ

ନଭେମ୍ବରରେ ଶୁଭିଥାଆନ୍ତା ସାହାନାଇ । ପଡିଥାଆନ୍ତା ହାତଗଣ୍ଠି । ପଞ୍ଜାବୀ ଢୋଲରେ ଭାଙ୍ଗଡା ନାଚି ଥାଆନ୍ତେ ଲୋକପ୍ରିୟ ପଞ୍ଜାବ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ପରିବାର ଓ ସାଙ୍ଗ ସାଥୀ ।

୬. ସଧବା ବେଶରେ ଝଟକିଲେ କିନ୍ନର, ଗୁରୁଙ୍କ ଦୀର୍ଘାୟୁ କାମନା କରି ରଖିଲେ ସାବିତ୍ରୀ ବ୍ରତ

ଆଜି ପବିତ୍ର ସାବିତ୍ରୀ ବ୍ରତ । ଏହି ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିରରେ ସଧବା ନାରୀମାନେ ବ୍ରତ ପାଳନ କରୁଥିବାବେଳେ ପାରଳାଖେମୁଣ୍ଡିରେ କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।

୭. ସଇତାନ୍ ସ୍ୱାମୀ, ସାବିତ୍ରୀରେ ସ୍ତ୍ରୀକୁ ପିଟିପିଟି କଲା ହତ୍ୟା

ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ ।

୮. ସଫଳତାର ସହ ଶେଷ ହେଲା IPL, ପରଦା ପଛର ନାୟକଙ୍କୁ ମାଲାମାଲ କଲା BCCI

ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଶେଷ ପରେ ପରଦା ପଛର ନାୟକ ପିଚ୍‌ ପ୍ରସ୍ତୁତକର୍ତ୍ତା (କ୍ୟୁରେଟର) ଓ ଗ୍ରାଉଣ୍ଡ୍‌ସମ୍ୟାନଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ।

୯. UPSC Results: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ-କେନ୍ଦ୍ର ଶିକ୍ଷାମନ୍ତ୍ରୀ

UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ କୃତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ।

୧୦. The Last Ride: ମୃତ୍ୟୁର ଆଭାସ ପାଇଯାଇଥିଲେ ସିଦ୍ଧୁ !

ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଅକସ୍ମାତ ମୃତ୍ୟୁ ପରେ ଫ୍ୟାନ୍ସ ଏହାକୁ ତାଙ୍କ ଶେଷ ଗୀତ 'The Last Ride' ସହିତ ଯୋଡ଼ିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.