ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୯ ପିଏମ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : May 26, 2022, 9:08 PM IST

1.ଶିଶୁ ମୃତ୍ୟୁହାର ନିୟନ୍ତ୍ରଣରେ ଓଡିଶାକୁ ସଫଳତା, ବିଭାଗୀୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡିଶାକୁ ବଡ ସଫଳତା । ପ୍ରତି ଏକ ହଜାରରେ ୩୬କୁ କମିଲା ଶିଶୁ ମୃତ୍ୟୁହାର ।

2.IND vs SA T-20: ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା, ସହରରେ ଲାଗିବ ବଡ ବଡ LED ସ୍କ୍ରିନ

ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ ଟି-୨୦ ଫିବର । ଜୁନ୍‌ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ଏଥିପାଇଁ ଓସିଏ ଓ CMC ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

3.ବନ୍ଦ ଘରୁ ବଙ୍ଗୀୟ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆଖି ବୁଝିଲେ ପୁଣି ଜଣେ ବଙ୍ଗୀୟ ଅଭିନେତ୍ରୀ । ୨୧ ବର୍ଷୀୟ ମଡେଲ ତଥା ଅଭିନେତ୍ରୀ ବିଦିଶା ଦେ ମଜୁମଦାର ନିଜ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି ।

4.ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡି ପୋଡିଗଲା ବୋଝିଆର ଗୋଡ

ଗରମ ଡାଲି ପଡ଼ି ଜଣେ ବୋଝିଆଙ୍କ ପୋଡ଼ିଗଲା ଗୋଡ । ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପ ନିକଟ ପାହାଚ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

5.ଲୋନ ଆପ ଜରିଆରେ ଠକେଇ, ଦିଲ୍ଲୀରୁ ମାଷ୍ଟରମାଇଣ୍ଡ ଗିରଫ

କୋକୋ, ଜୋଜୋ ଓ ଡିଜିଟାଲ ଆପ୍ ଜରିଆରେ ନିରିହ ଲୋକଙ୍କୁ ଠକେଇ । ଇନଷ୍ଟାଣ୍ଟ ଲୋନ୍ ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ଦିଲ୍ଲୀରୁ ମାଷ୍ଟରମାଇଣ୍ଡ ଗିରଫ

6.Chinese Visa matter: ମେ 30 ଯାଏ କାର୍ତ୍ତି ଚିଦାମ୍ବରମଙ୍କୁ ଅନ୍ତରୀଣ ସୁରକ୍ଷା

ଚାଇନିଜ ଭିସା ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କୁ ମେ’ 30 ଯାଏ ଅନ୍ତରୀଣ ସୁରକ୍ଷା ମଞ୍ଜୁର କେଲେ କୋର୍ଟ । ଗିରଫ କରିପାରିବନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

7.ରାଜରାସ୍ତାରେ ଧାରଣାରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ, ଜାଣନ୍ତୁ କାରଣ

ରାଜରାସ୍ତାର ଦୟନୀୟ ସ୍ଥିତି ଦେଖି ରାସ୍ତା ମଝିରେ ଧାରଣା ଦେଲେ ବରିଷ୍ଠ କଂଗ୍ରେସ ନେତା ହରିଶ ରାଓ୍ବତ ।

8.ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଶ୍ରୀ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

9.Twitter War: ବର୍ଷାଙ୍କ ଅନୁଗତଙ୍କ ଫେକ ଆକାଉଣ୍ଟ, ଦୂରେଇ ରହିବା ପାଇଁ ଅନୁଭବଙ୍କ ଅପିଲ୍

ଅନୁଭବ ବର୍ଷା ପାରିବାରିକ ବିବାଦ । ବର୍ଷାଙ୍କ ଅନୁଗତ ଦ୍ବାରା ଅନୁଭବଙ୍କ ବିରୋଧରେ କଟାକ୍ଷ ମନ୍ତବ୍ୟ ଆସିବା ପରେ ଏହା ନିଜେ ବର୍ଷା ବୋଲି ଅଭିଯୋଗ କରିଛନ୍ତି ଅନୁଭବ।

10.IPL 2022: ବଦଳ ଖେଳାଳିରୁ ମ୍ୟାଚ୍‌ ବିଜେତା ପାଲଟିଲେ ରଜତ

ଆଇପିଏଲ ୨୦୨୨ ପାଇଁ ମେଗା ଅକ୍ସନରେ କୌଣସି ଫ୍ରାଞ୍ଚାଇଜ ରଜତଙ୍କୁ ନିଜ ଦଳରେ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ମାତ୍ର RCBରେ ସାମିଲ ଥିବା କର୍ଣ୍ଣାଟକ କ୍ରିକେଟର ଲୁଭିନ୍ଥ ସିସୋଦିଆ ଆହତ ହେବାପରେ ରଜତ ପାଟିଦାରଙ୍କୁ ବଦଳ ଖେଳାଳି ଭାବରେ ଦଳରେ ସାମିଲ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.