ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 24, 2022, 9:00 PM IST

1. ରାଜ୍ୟରେ 26ଜଣ HFMD ପଜିଟିଭ ଚିହ୍ନଟ, ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ରାଜ୍ୟରେ ୨୬ ଜଣ HMFD ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ଏହା ଟମାଟୋ ଫ୍ଲୁ କୁହାଯିବ ନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶକ ।

2. ପରିକ୍ରମା ପ୍ରକଳ୍ପ ବିବାଦ: ASIକୁ ଦାୟୀ କଲେ ବିଜୟ, କହିଲେ CBI ତଦନ୍ତ ହେଉ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ପ୍ରକଳ୍ପ ଆରମ୍ଭ ହେବା ସମୟରୁ ହିଁ ଏହା ବିବାଦୀୟ ପ୍ରକଳ୍ପ ହୋଇଗଲା । କାରଣ ସରକାରଙ୍କ ଏଥିରେ ଅନେକ ଗୁଡିଏ ତୃଟି ଦେଖାଦେଇଛି ବୋଲି ପ୍ରେସମିଟ୍ କରି ବିଜୟ ମହାପାତ୍ର କହିଛନ୍ତି ।

3. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସର୍ବଦଳୀୟ ପ୍ରତିନିଧି

ଘନଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ । ଏଭଳି ସ୍ଥିତିରେ ସ୍ଥାୟୀ ସମାଧାନ ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଉଭୟ ପକ୍ଷ ।

4. ଆରମ୍ଭ ହେଲା ରାଜ୍ୟସଭା ନାମାଙ୍କନ, ପ୍ରଥମ ଦିନରେ କେହି କଲେନାହିଁ ପ୍ରାର୍ଥୀପତ୍ର ଦାଖଲ

ଜୁନ 3 ଅପରାହ୍ନ 3 ଟା ମଧ୍ୟରେ ମନୋନୟନ ପତ୍ର ପ୍ରତ୍ୟାହାର କରାଯାଇପାରିବ । ଜୁନ 10 ତାରିଖ ପୂର୍ବାହ୍ନ 9 ଟାରୁ ଅପରାହ୍ନ 4 ଟା ମଧ୍ୟରେ ବିଧାନସଭା ସଚିବାଳୟର 54 ନଂ କମିଟି ପ୍ରକୋଷ୍ଠରେ ଭୋଟ ଗ୍ରହଣ କରାଯିବ ।

5. ବାରବାଟୀ ଫାଇଟ: ଷ୍ଟାର କ୍ରିକେଟର କୋହଲି-ରୋହିତଙ୍କୁ ମିସ୍‌ କରିବେ ଫ୍ୟାନ, ଦମ୍‌ ଦେଖାଇବେ ୟଙ୍ଗ ବ୍ରିଗେଡ

ବାରବାଟୀରେ ରୋହିତ-ବିରାଟ ନଆସିବାକୁ ନେଇ ନିରାଶ ହୋଇଛନ୍ତି କ୍ରିକେଟ ଫ୍ୟାନ । ତେବେ ନୂଆ ଖେଳାଳିଙ୍କ ଦମ୍‌ରେ ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ ଦମଦାର ବିଜୟ ହାସଲ କରିବ ଆଶା ମଧ୍ୟ ବାନ୍ଧିଛନ୍ତି ଫ୍ୟାନ ।

6. ରାଫେଲ ଉଡାଇଲେ ଏୟାର ମାର୍ଶଲ ଦିଲ୍ଲୀପ ପଟ୍ଟନାୟକ

ଇଷ୍ଟର୍ଣ୍ଣ ଏୟାର କମାଣ୍ଡ (Eastern Air Command) ମୁଖ୍ୟ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକ(Air Marshal Dilip Kumar Patnaik ) ଉଡାଇଲେ ରାଫେଲ ଫାଇଟର ଜେଟ ।

7. QUAD Summit: ଅଷ୍ଟ୍ରେଲିଆରେ ହେବ 2023 ସଂସ୍କରଣ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଖର୍ଚ୍ଚ ହେବ 50ବିଲିଅନ୍ ଡଲାର

ଅଷ୍ଟ୍ରେଲିଆ ନେବ କ୍ବାଡ ସମ୍ମିଳନୀ (QUAD Summit)ର ପରବର୍ତ୍ତୀ ଆୟୋଜନ ଭାର । ଆଜି ଟୋକିଓରୁ ମିଳିତ ସୂଚନା ଦେଲେ କ୍ବାଡ ରାଷ୍ଟ୍ରମୁଖ୍ୟ ।

8. ଆତଙ୍କୀଙ୍କ ଗୁଳିରେ ପୋଲିସ କର୍ମଚାରୀ ଶହୀଦ, ଝିଅ ଗୁରୁତର

କାଶ୍ମୀରରେ ପୁଣି ପୋଲିସକୁ ଆତଙ୍କବାଦୀଙ୍କ ଟାର୍ଗେଟ । ଗୁଳିମାଡରେ ଜଣେ ପୋଲିସ କର୍ମୀ ମୃତ । ମୃତ ପୋଲିସ କର୍ମୀଙ୍କର 7 ବର୍ଷୀୟ ଝିଅକୁ ମଧ୍ୟ ଲାଗିଛି ଗୁଳି । ହସ୍ପିଟାଲରେ ଭର୍ତ୍ତି ।

9. Pooja Singhal Mining Scam: ଝାଡଖଣ୍ଡ ଓ ବିହାରର 7 ସ୍ଥାନରେ ଏକକାଳୀନ EDର ଚଢାଉ

ଝାଡଖଣ୍ଡର ନିଲମ୍ବିତ ଖଣି ସଚିବ ପୂଜା ସିଙ୍ଗଲଙ୍କ ଆର୍ଥିକ ଅନିୟମିତତା ମାମଲାରେ ଝାଡଖଣ୍ଡ ସମେତ ବିହାରର 7 ପୃଥକ ପୃଥକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ଜାରି ।

10. IPL 2022 Qualifier1 : ଟସ୍‌ ଜିତିଲେ ପାଣ୍ଡ୍ୟା, ପ୍ରଥମେ ବ୍ୟାଟିଂ କରୁଛି ରାଜସ୍ଥାନ

ଇଡେନଗାର୍ଡେନରେ ଖେଳାଯାଉଛି IPL 2022ର ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.