ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୯ ପିଏମ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : May 20, 2022, 9:00 PM IST

1.ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି୨୦: ଜୁନ ୧ରୁ ମିଳିବ Online Tickets

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ । ଜୁନ୍ ୧ ରୁ ଅନଲାଇନ ଟିକେଟ ବିକ୍ରି ।

2.Monkeypox Outbreak: ଦୃତ ଗତିରେ ବଢୁଛି ରୋଗୀଙ୍କ ସଂଖ୍ୟା, ଜରୁରୀ ବୈଠକ ଡାକିଲା WHO

ବିଶ୍ବରେ କ୍ଷିପ୍ର ଗତିରେ ବଢିବାରେ ଲାଗିଛି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଜରୁରୀ ବୈଠକ ଡାକିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

3.ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା +2 ପରୀକ୍ଷା

ବ୍ରଜରାଜନଗର ଉପନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି ।

4.ଜେଲ ଯିବେ ପ୍ରଶାନ୍ତ ଜଗଦେବ ! ନିୟମିତ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନିୟମିତ ଜାମିନ ହାଇକୋର୍ଟରେ ଖାରଜ । ଫଳରେ ବିଧାୟକ ଜେଲ ଯିବା ଏକ ପ୍ରକାର ନିଶ୍ଚିତ ହୋଇଛି। ସ୍ବାସ୍ଥ୍ୟଗତ କାରଣରୁ ପୂର୍ବରୁ ଅନ୍ତରୀଣ ଜାମିନରେ ଅଛନ୍ତି ପ୍ରଶାନ୍ତ । ତେବେ ନିୟମିତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାକୁ ଖାରଜ କରିଛନ୍ତି ହାଇକୋର୍ଟ ।

5.Sheena Bora Murder Case: ଜେଲ୍‌ରୁ ମୁକୁଳିଲେ ଇନ୍ଦ୍ରାଣୀ ମୁଖାର୍ଜୀ

ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲା । ଜେଲ୍‌ରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ।

6.Brajrajnagar By Poll: ଶାନ୍ତି ଶୃଙ୍ଖଳା ପାଇଁ 3 ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ମୁତୟନ

ବ୍ରଜରାଜନଗର ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ପ୍ରାର୍ଥି ତାଲିକା ଚୁଡାନ୍ତ ହୋଇଛି। ମତଦାନରେ ମୋଟ ୧୧ ଜଣ ପ୍ରାର୍ଥି ଅଛନ୍ତି। ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚିଛନ୍ତି। ଭୋଟର ତାଲିକା ଚୁଡାନ୍ତ ହୋଇଛି ।

7.ସାଂସଦ ଅନୁଭବଙ୍କୁ ଦଳର ଅଣଦେଖା ଅଭିଯୋଗ ଭିତ୍ତିହୀନ: ଦେବାଶିଷ

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସୋସିଆଲରେ ନିଜସ୍ବ ବ୍ୟକ୍ତିଗତ ଭିଡିଓ ଭାଇରାଲ ପରେ ପ୍ରତିକିୟା ରଖିଲେ କଟକ ଜିଲା ବିଜେଡି ସଭାପତି ତଥା ପୁର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ।

8.2014 ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ 10 ବର୍ଷ ଜେଲ୍‌ ଦଣ୍ଡାଦେଶ

8 ବର୍ଷ ପରେ ପ୍ରକାଶ ପାଇଲା ସମ୍ବଲପୁର ଯୁଜୁମୁରା ବ୍ଲକ ନାବାଳିକା ଦୁଷ୍କର୍ମ ମାମଲାର ରାୟ । ଦୋଷୀକୁ 10 ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ ।

9.Fakt Mahilao Mate: ଗୁଜୁରାଟୀ ଚଳଚ୍ଚିତ୍ରରେ ଅଭିନୟ କରିବେ ଅମିତାଭ ବଚ୍ଚନ

ଗୁଜୁରାଟୀ ସିନେ ପ୍ରେମୀଙ୍କ ପାଇଁ ସରପ୍ରାଇଜ । ଗୁଜୁରାଟୀ ଚରିତ୍ରରେ ଆଗାମୀ ପରିବାର-କେନ୍ଦ୍ରିକ କମେଡି ଫଖ୍ତ ମହିଲାଓ ମେଟ୍‌ରେ (Fakt Mahilao Mate) ନଜର ଆସିବେ ଅମିତାଭ ବଚ୍ଚନ।

10.IPL 2022: ଟସ୍‌ ଜିତିଲେ ଧୋନି, ରାଜସ୍ଥାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ ନିଷ୍ପତି

ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.