ETV Bharat / bharat

TOP NEWS@9AM: ବର୍ତ୍ତମାନର ବଡ ଖବର

author img

By

Published : Oct 1, 2022, 8:59 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

top news
top news

1.5G Service Launch: ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ଏକ ନୂଆ ପ୍ରଯୁକ୍ତି ଯୁଗର ଅୟମାରମ୍ଭ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ ୧୦ ଟାରେ ପ୍ରଗତି ମଇଦାନ ନୂଆଦିଲ୍ଲୀ ଠାରେ ୫ଜି ସେବାର ଶୁଭାରମ୍ଭ କରିବେ ।

2.ଆଜିଠୁ ହାଇକୋର୍ଟର ପୂଜା ଅବକାଶ, ଅକ୍ଟୋବର ୧୦ରେ ଖୋଲିବ କୋର୍ଟ

ଓଡିଶା ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହୋଇଛି । ଆଜିଠାରୁ ପୂଜା ଅବକାଶ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୦ରେ ହାଇକୋର୍ଟ ଖୋଲିବ ।

3.ଅକ୍ଷୟ ପରିଜାଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ, ପାଲଟା ଅଭିଯୋଗ କଲେ ପ୍ରଯୋଜକ

କାଷ୍ଟିଂ କାଉଚ୍‌କୁ ନେଇ ପୁଣି ଚର୍ଚ୍ଚାରେ ଓଲିଉଡ୍ ଇଣ୍ଡଷ୍ଟ୍ରୀ । ଓଡିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ଯୁବତୀ ।

4.ନକଲି ଔଷଧ କାରବାର ମାମଲା, ରାହୁଲର ଜାମିନ ଆବେଦନ ଖାରଜ

କଟକ ନକଲି ଔଷଧ ମାମଲାରେ ଅଭିଯୁକ୍ତ ରାହୁଲ କ୍ୟାଲର ଜାମିନ ଆବେଦନ ଖାରଜ ।

5.World Vegetarian Day 2022: ପରିବେଶ ସନ୍ତୁଳନରେ ସହାୟକ ହୁଏ ଶାକାହାରୀ ଭୋଜନ

ଆଜି ବିଶ୍ୱ ଶାକାହାରୀ ଦିବସ(World Vegetarian Day) ।

6.Breast Cancer Awareness Month: ଦୁରାରୋଗ୍ୟ ନୁହେଁ ସ୍ତନ କର୍କଟ, ସତର୍କତା ହିଁ ସୁସ୍ଥ କରିବ

ଭାରତ ସମେତ ବିଶ୍ବରେ ମଧ୍ୟ ଅଧିକାଂଶ ମହିଳା ଏହି ରୋଗରେ ପୀଡିତ ହେଉଛନିତି । ଠିକ୍ ସମୟରେ ରୋଗ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ ।

7.ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକଙ୍କ ହୃଦଘାତରେ ମୃତ୍ୟୁ

ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକ କେ.ଭି.ଆର ଚେରୀଙ୍କ ହୃଦଘାତରେ ମୃତ୍ୟୁ । ବିଭିନ୍ନ ମହଲରେ ଶୋକର ଛାୟା ।

8.ଜାତୀୟ ଦଳକୁ ନେଇ ସଜବାଜ, ଚାର୍ଟାଡ ଫ୍ଲାଇଟ କିଣିବେ KCR !

ଜାତୀୟ ଦଳ ଘୋଷଣା ପରେ ବିଭିନ୍ନ ରାଜ୍ୟ ଗସ୍ତ କରିବେ KCR । ଏଥିପାଇଁ ସେ ଏକ ଚାର୍ଟାଡ ଫ୍ଲାଇଟ କିଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି ।

9.ବିପାଶା ବନ୍ଧୁଙ୍କ ସହ ଫ୍ଲଣ୍ଟ୍‌ କଲେ ବେବି ବମ୍ପ, ଲେଖିଲେ Bump to Bump

ବିପାଶା ବସୁ ଗର୍ଭବତୀ ଅଛନ୍ତି । ଏହି ସମୟରେ ବିପାଶା ବେବି ସାୱାରରୁ ଆଉ ଏକ ଫଟୋ ସେୟାର କରିଛନ୍ତି ।

10.ରାତି ପାହିଲେ ମହିଳା ଏସିଆ କପ, ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ

ଆଜି ଆରମ୍ଭ ହେବାକୁ ଯାଉଛି ମହିଳା ଏସିଆ କପ (Womens Asia Cup 2022) । ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତ ୨୦୨୨ ମହିଳା ଏସିଆ କପ ସଂସ୍କରଣ ଖେଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.