ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Aug 31, 2022, 9:02 AM IST

1.ଆଜି ଗଣେଶ ଚତୁର୍ଥୀ, 2 ବର୍ଷ ପରେ କଟକଣା ମୁକ୍ତ ପୂଜା ମଉଜ

ଆଜି ଗଣେଶ ଚତୁର୍ଥୀ । ବିଘ୍ନନାଶନ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ।

2.ଅସୁସ୍ଥତା ଯୋଗୁଁ ୩ ଦିନରେ ଆଖି ବୁଜିଲେ ୨ ଛାତ୍ର, ଚିକିତ୍ସା ଅବହେଳା ଅଭିଯୋଗ କଲେ ପରିବାର

କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଅସୁସ୍ଥତା ଯୋଗୁଁ 3 ଦିନରେ ଆଖି ବୁଜିଲେଣି ଦୁଇ ଜଣ ଛାତ୍ର ।

3.ସୋଭିଏତ ସଂଘର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ ପରଲୋକ

ସୋଭିଏତ ସଂଘ(Soviet Union)ର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ।

4.ନୂଆଁଖାଇ ପାଇଁ ତିନି ଦିନ ଛୁଟି ଘୋଷଣା କଲେ ସରପଞ୍ଚ

ତିନି ଦିନିଆ ନୂଆଁଖାଇ ଛୁଟି ଦେଲେନି ସରକାର । ନିଜ ଅଞ୍ଚଳରେ ତିନି ଦିନ ନୂଆଁଖାଇ ଛୁଟି ଘୋଷଣା କଲେ ସରପଞ୍ଚ ।

5.Ganesh Chaturthi: ଆସିଛନ୍ତି ଅଗ୍ରପୂଜ୍ୟ, ଜାଣନ୍ତୁ ଗଣେଶ ପୂଜାର ଇତିହାସ

ଧରାବତରଣ କରିଛନ୍ତି ଗଜାନନ । ବିଦ୍ୟାଦାୟୀ ପୂଜା ମଣ୍ଡପରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ ।

6.ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ 274 ଅଧ୍ୟାପକଙ୍କୁ ନିଯୁକ୍ତି

ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରୀ କଲେଜରେ 274 ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି ।

7.Haridwar Gangrape Case: ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଦିଲ୍ଲୀରୁ ହରିଦ୍ବାର ନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଗିରଫ ।

8.ପ୍ରାୟୋଜିତ ପୁରସ୍କାର ହାତଉଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର: ମୋହନ

ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ।

9.କ୍ରିକେଟ ଜଗତରେ ଝୁଲଣଙ୍କ ସ୍ଥାନ କେହି ନେଇ ପାରିବେ ନାହିଁ: ହରମନପ୍ରିତ କୌର

ଭାରତୀୟ ଭେଟେରାନ ବୋଲର ଝୁଲଣ ଗୋସ୍ବାମୀ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ନେଇ ଘୋଷଣା କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ହରମନପ୍ରିତ କୌର ।

10.ଭାରତୀୟ ବକ୍ସରଙ୍କ ଉନ୍ନତ ପ୍ରଦର୍ଶନ ପାଇଁ Smartboxer ପ୍ରସ୍ତୁତ କଲା IIT Madras

ଭାରତୀୟ ବକ୍ସରମାନଙ୍କ ପାଇଁ ବକ୍ସିଂ ଆନାଲିଟିକ ସଫ୍ଟୱେୟାର ଉଦ୍ଭାବନ କଲା IIT ମାଡ୍ରାସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.