ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 7, 2022, 9:05 AM IST

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ଶ୍ରୀମନ୍ଦିର ସର ଘରେ ଲାଗିଲା ନିଆଁ

ଶ୍ରୀମନ୍ଦିର ସର ଘରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କଲେ ସେବକ ।

2. ଆଜିଠୁ 2 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଟ୍ବିନ ସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ ।

3. କୋଲକାତାରେ ଓଡିଆ ଯବାନଙ୍କ ଗୁଳିମାଡ, ଓଡିଆ ସହକର୍ମୀ ମୃତ

କୋଲକାତା ସ୍ଥିତ ଇଣ୍ଡିଆନ ମ୍ୟୁଜିୟମର ବାରାକରେ ଓଡିଆ ଯବାନଙ୍କ ଗୁଳିମାଡ । ଗୁଳିମାଡରେ ଆଉ ଜଣେ ଓଡିଆ ଏଏସଆଇ ମୃତ ।

4. ଆଜି ପ୍ରଥମ ଉଡାଣ ଭରିବ ଆକାଶ ଏୟାର

ଲାଇସେନ୍ସ ପାଇବା ପରେ ଆଜି ମୁମ୍ବାଇରୁ ଅହମ୍ମଦାବାଦ ପ୍ରଥମ ଉଡାଣ ଆରମ୍ଭ କରିବ 'ଆକାଶ ଏୟାର' ।

5. Council Meeting of NITI Aayog: ଆଜି ନୀତି ଆୟୋଗଙ୍କ ସପ୍ତମ ପରିଚାଳନା ପରିଷଦ ବୈଠକ

ଆଜି (ରବିବାର) ନୀତି ଆୟୋଗଙ୍କ ସପ୍ତମ ପରିଚାଳନା ପରିଷଦ ବୈଠକ ଆୟୋଜିତ (Seventh Governing Council meeting of NITI Aayog) ହେବ ।

6. CBIରେ ହାଜର ହେଲେ OSLର କର୍ମଚାରୀ, ଚର୍ଚ୍ଚିତଙ୍କ ପାସପୋର୍ଟ ଦାଖଲ

ସିବିଆଇ(CBI) ଅଫିସରେ ଚର୍ଚ୍ଚିତ ମିଶ୍ରଙ୍କ ପାସପୋର୍ଟ ଦାଖଲ କଲେ ଓକିଲ । ସେପଟେ OSLର ଅନ୍ୟ ଜଣେ କର୍ମଚାରୀଙ୍କୁ ଡକାଇ ପଚରାଉଚରା କରିଛି ସିବିଆଇ ।

7. ପ୍ରବଳ ବର୍ଷାରେ ସହରରେ ଆଉ ଜମିବ ନାହିଁ ପାଣି: କଟକ ମେୟର

ପ୍ରବଳ ବର୍ଷା ସତ୍ତ୍ବେ ମଧ୍ୟ କଟକ ସହରରେ ଆଉ ଜମିବ ନାହିଁ ପାଣି । ୨ରୁ ୩ ଘଣ୍ଟା ମଧ୍ୟରେ ଜମି ରହିଥିବା ପାଣିର ନିଷ୍କାସନ କରାଯିବ ବୋଲି କହିଲେ ମେୟର।

8. ବରଗଡରେ ଭୟାନକ ବଜ୍ରପାତ, ଚାଲିଗଲା 15 ଜୀବନ !

ବଜ୍ରାଘାତରେ ଗଲା 15 ଜୀବନ । 2 ଚାଷୀଙ୍କ ସମେତ 13 ଗୃହପାଳିତ ପଶୁଙ୍କ ମୃତ୍ୟୁ ।

9. CWG 2022: ହକି ଫାଇନାଲରେ ପୁରୁଷ ଭାରତୀୟ ଦଳ

ଚଳିତ ବର୍ମିଂହାମରେ ଆୟୋଜିତ 22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ହକି ଦଳ ।

10. India vs West Indies 4th T20: ଆଗୁଆ ସିରିଜ ଜିତିଲା ଭାରତ

ୱେଷ୍ଟଇଣ୍ଡିଜ ବିପକ୍ଷ ଚତୁର୍ଥ ଟି-ଟେଣ୍ଟିକୁ 59 ରନରେ ଜିତି ନେଇଛି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.