ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ନ୍ୟୁଜ at 7pm

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 26, 2022, 7:02 PM IST

୧. ଆସିଲା ଧର୍ମେନ୍ଦ୍ରଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ମୃତ୍ୟୁ

ମୃତ ଧର୍ମେନ୍ଦ୍ର ସାହୁଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ହୋଇଛି ।

୨. ଦୁର୍ଗା ପୂଜା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ପ୍ରଶାସନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା

ଦୁର୍ଗା ପୂଜାକୁ ନେଇ ଚଳଚଞ୍ଚଳ ବ୍ରହ୍ମପୁର ସହର । ଚଳିତ ବର୍ଷ ବିନା କଟକଣାରେ ପୂଜା ହେଉଥିବାରୁ ବେଶ ଖୁସି ଅଛନ୍ତି ବ୍ରହ୍ମପୁରବାସୀ ।

୩. Rajasthan Political Crisis: ସୋନିଆ ଖପ୍ପା, ଗେହେଲଟଙ୍କ ଅଧ୍ୟକ୍ଷ ପ୍ରାର୍ଥୀତ୍ୱ ନେଇ କରିପାରନ୍ତି ପୁନଃବିଚାର

ଗେହେଲଟ ଗୋଷ୍ଠୀ ବିଧାୟକଙ୍କ ବିଦ୍ରୋହ ପରେ ଦଳ ଭିତରର ଗୋଷ୍ଠୀକନ୍ଦଳ ବାହାରେ ପଡ଼ିଛି (Sonia Gandhi upset with Rajasthan Political Crisis) ।

୪. ନକଲି ଔଷଧ କାରବାର ମାମଲା, ତିନିଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ

ଉତ୍ତରପ୍ରଦେଶ ଗୟାରୁ ଗିରଫ ହୋଇଥିବା 2 ଅଭିଯୁକ୍ତଙ୍କୁ ଆସନ୍ତାକାଲି ଠାରୁ ତିନିଦିନିଆ ରିମାଣ୍ଡରେ ନେବାକୁ ଅନୁମତି ।

୫. ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ, ଜଳିଗଲା 10 ଲକ୍ଷ ଟଙ୍କାର ମୋବାଇଲ

ମୋବାଇଲ ଦୋକାନରେ ଭୟବହ ଅଗ୍ନିକାଣ୍ଡ । ଜଳିଗଲା 10 ଲକ୍ଷ ଟଙ୍କାର ମୋବାଇଲ । ଅଗ୍ନିକାଣ୍ଡରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି ।

୬. ପଞ୍ଜାବ ଗୁରୁଦାସପୁରରେ ଉଡିଲା ପାକ୍‌ ଡ୍ରୋନ

ପଞ୍ଜାବ ଗୁରୁଦାସପୁର ସେକ୍ଟର ଚକ୍ରି ପୋଷ୍ଟରେ ଉଡିଲା ପାକିସ୍ତାନୀ ଡ୍ରୋନ । ଗୁଳିମାଡ କଲା ସୀମା ସୁରକ୍ଷା ବଳ ।

୭. Bharat Jodo Yatra: ରାସ୍ତାରେ ପିଲାଙ୍କ ସହ ଫୁଟବଲ୍‌ ଖେଳିଲେ ରାହୁଲ

ପିଲାଙ୍କ ସହ ଫୁଟବଲ୍‌ ଖେଳିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଅଭିଯାନ ବର୍ତ୍ତମାନ କେରଳରେ ପହଞ୍ଚିଛି ।

୮. UNGA Session: ଭାରତର ପ୍ରଶଂସାରେ ଶତମୁଖ ବିଭିନ୍ନ ରାଷ୍ଟ୍ର

ଜାତିସଂଘ ସାଧାରଣ ସଭା ଅଧିବେଶନରେ ଭାରତକୁ ପ୍ରଶଂସାରେ ପୋତି ପକାଇଲେ ବିଭିନ୍ନ ରାଷ୍ଟ୍ର ।

୯. Duleep Trophy: ପଶ୍ଚିମାଞ୍ଚଳ ଦୁଲୀପ ଟ୍ରଫି ଚମ୍ପିଆନ

2022-23 ସିଜନରେ ଦୁଲୀପ ଟ୍ରଫି ବିଜୟୀ ହେବାର ଗୌରବ ଅର୍ଜନ କରିଛି ପଶ୍ଚିମାଞ୍ଚଳ ଟିମ୍ ।

୧୦. O Sajna ଗୀତକୁ ନେଇ ତେଜୁଛି ଅସନ୍ତୋଷ, ଉଠିଲା ନେହାଙ୍କୁ ବ୍ୟାନ ଦାବି

ଓ ସଜନା ଗୀତକୁ ନେଇ ବଢିବାରେ ଲାଗିଛି ବିବାଦ । କିଛି ୟୁଜର୍ସ ଇନଷ୍ଟାଗ୍ରାମରେ ନେହା କକ୍କରଙ୍କୁ ବ୍ୟାନ୍‌ କରିବାକୁ ଦାବି କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.