ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 11, 2022, 7:03 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.BiharPolitics: 24ରେ ଗୃହରେ ବହୁମତ ପ୍ରମାଣ ଦେବ ନୀତିଶ ସରକାର

୨୪ରେ ବିଧାନସଭାରେ ଫ୍ଲୋର ଟେଷ୍ଟରେ ସଂଖ୍ୟା ବହୁମତର ପ୍ରମାଣ ଦେବେ ନୀତିଶ କୁମାର । ତେବେ ଏହା ପୂର୍ବରୁ ୧୬ ତାରିଖରେ ନୀତିଶ କ୍ୟାବିନେଟ ସମ୍ପ୍ରସାରଣ କରିବାର ସମ୍ଭାବନା ରହିଛି ।

2.ମୟୂରଭଞ୍ଜରେ ଦେଓ ପ୍ରକଳ୍ପ ଲୋକାର୍ପିତ କରିବେ ନବୀନ, ଭିତ୍ତିପ୍ରସ୍ତର ରଖିଥିଲେ ବିଜୁବାବୁ

ଆସନ୍ତାକାଲି ଲୋକାର୍ପଣ ହେବ ଦେଓ ବହୁମୁଖୀ ଜଳସେଚନ ପ୍ରକଳ୍ପ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

3.କଳାହାଣ୍ଡି: ବେକେ ପାଣିରେ ନାଳ ପାରହୋଇ ଶ୍ମଶାନକୁ ମୃତଦେହ ନେଲେ ମାଲଭାଇ !

ବେକେ ପାଣିରେ ପ୍ରଖର ନାଳ ସ୍ରୋତରେ ଶ୍ମଶାନକୁ ମୃତଦେହ ନେଲେ ପରିବାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଲଦୀ ପଞ୍ଚାୟତ ବେହେରାଗୁଡ଼ା ଗାଁରେ ।

4.ଅଗଷ୍ଟରେ ଉଡାଣ ଭରିବନି SpaceX ଷ୍ଟାରସିପ୍‌ର ପ୍ରଥମ କକ୍ଷପଥ ପରୀକ୍ଷଣ ଯାନ

ଅଗଷ୍ଟ ମାସରେ ମଧ୍ୟ ଉତ୍‌କ୍ଷେପଣ ହେବନି ବହୁ ପ୍ରତୀକ୍ଷିତ ପ୍ରଥମ ଅରବିଟାଲ ଟେଷ୍ଟ ଫ୍ଲାଇଟ SpaceX Starship vehicle ।

5.ବୃଦ୍ଧାବସ୍ଥାରେ Vegetarian ମହିଳାମାନଙ୍କ ଅଧିକଥାଏ ହିପ୍ ଫ୍ରାକ୍ଚର ସମ୍ଭାବନା

ମାଂସଜାତୀୟ ଖାଦ୍ୟ ଖାଉଥିବା ବ୍ୟକ୍ତିଙ୍କ ଅପେକ୍ଷା ନିରାମିଶ ଖାଉଥିବା ମହିଳାମାନଙ୍କ ଠାରେ ଅଧିକ ଦେଖାଦିଏ ହିପ୍ ଫ୍ରାକ୍ଚର ସମସ୍ୟା । ବାର୍ଦ୍ଧକ୍ୟ ସମୟରେ ମହିଳାମାନେ ଏହି ସମସ୍ୟାରେ ଅଧିକ ସମ୍ମୁଖୀନ ହେଉଥିବା ଅନୁସନ୍ଧାନରୁ ସ୍ପଷ୍ଟ ।

6.କୋର୍ଟରେ ଜେରା ପାଇଁ ଆସିଲେନି ଅଭିନେତ୍ରୀ ବର୍ଷା

ଷ୍ଟାର ଦମ୍ପତ୍ତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ । ଜେରା ସମୟରେ ଅନୁପସ୍ଥିତ ରହିଲେ ଅଭିନେତ୍ରୀ ବର୍ଷା ।

7.ଡାକ୍ତରଙ୍କ ଚମତ୍କାରିତା, ଅସ୍ତ୍ରୋପ୍ରଚାର କରି ରୋଗୀ ଆଖିରୁ ବାହାର କଲେ ୬ଇଞ୍ଚର ଛୁରୀ

ମହାରାଷ୍ଟ୍ରରେ ରୋଗୀ ଆଖିରୁ ଡାକ୍ତର ବାହାର କଲେ ୬ ଇଞ୍ଚର ଛୁରୀ ।

8.ରାହୁଲଙ୍କ ଅଭିଯୋଗ, ୨୦ ଟଙ୍କାରେ ତ୍ରିରଙ୍ଗା କିଣିବାକୁ ରାସନକାର୍ଡଧାରୀଙ୍କୁ ବାଧ୍ୟ କରାଯାଉଛି

ହର ଘର ତ୍ରିରଙ୍ଗା ଅଭିଯାନ ଦ୍ବାରା ଗରିବ ଲୋକେମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

9.ରାଜ୍ୟଗୋଷ୍ଠୀ କ୍ରୀଡା ପରେ 2 ପାକିସ୍ତାନୀ ବକ୍ସର ନିଖୋଜ

ବର୍ମିଂହାମରେ ଆୟୋଜିତ 22ତମ ରାଜ୍ୟଗୋଷ୍ଠୀ କ୍ରୀଡା ପରେ ଦୁଇ ପାକିସ୍ତାନୀ ବକ୍ସର ନିଖୋଜ ହୋଇଥିବା ଜଣାପଡିଛି ।

10.ଝିଅ ମାଲତିଙ୍କ ଫଟୋ ସେୟାର କଲେ ପ୍ରିୟଙ୍କା, ଲେଖିଲେ ଦେଶୀ ଗର୍ଲ

ଅଭିନେତ୍ରୀ ପ୍ରଶଂସକଙ୍କୁ ତାଙ୍କ ଝିଅ ମାଲତି ମେରି ଚୋପ୍ରା ଜୋନାସଙ୍କ ଝଲକ ଦେଖାଇଛନ୍ତି । ସୋସିଆଲ ମିଡିଆରେ ପ୍ରଶଂସକମାନେ ମଧ୍ୟ ପ୍ରିୟଙ୍କା ଚୋପ୍ରାଙ୍କ ଝିଅକୁ ଦେଖି ବହୁତ ଖୁସି ହୋଇଯାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.