ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 14, 2022, 7:04 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. OdishaAssembly: 12 ବର୍ଷରେ 31 ଟି ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର

ବିଗତ 12 ବର୍ଷ ମଧ୍ୟରେ ରାଜ୍ୟ ସରକାର 31ଟି ନୂଆ ଯୋଜନା ଲାଗୁ କରିଛନ୍ତି ।

୨. Presidential Election: ଦ୍ରୋପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସମର୍ଥନ ଘୋଷଣା

ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀନୀ ଦ୍ରୋପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ।

୩ . ମାନବ ଚାଲାଣ: ଜଣାଶୁଣା କଣ୍ଠଶିଳ୍ପୀ ଦଲେର ମେହେନ୍ଦୀଙ୍କୁ ଦୁଇ ବର୍ଷ ଜେଲ

ମାନବ ଚାଲାଣ ମାମାଲାରେ ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀଙ୍କୁ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

୫. ମୋଟର ଯାନ ଆଇନକୁ ବେଖାତିର୍, ନମ୍ବର ପ୍ଲେଟ୍‌ ବଦଳରେ ବିଜେଡି ଚିହ୍ନ

ମୋଟର ଯାନ ଆଇନକୁ ଖୋଲାଖୋଲି ବେଖାତିର୍ । ବୁଲେଟର ପଛରେ ନମ୍ବର ପ୍ଲେଟ ବଦଳରେ ଲାଗିଛି ଶଙ୍ଖ ଚିହ୍ନ ଷ୍ଟିକର ।

୬. ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା କମିଶନରେଟ ପୋଲିସ୍

ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ । ଗ୍ୟାଙ୍ଗର ୫ ଜଣକୁ ବାନ୍ଧିଛି ସହିଦନଗର ପୋଲିସ ।

୭. ସମବାୟ ବ୍ୟାଙ୍କରେ ଦେଢ କୋଟି ଟଙ୍କାର ଠକେଇ, EOW କାର୍ଯ୍ୟାଳୟ ଘେରିବାକୁ ଚେତାବନୀ

ଖୋର୍ଦ୍ଧା ସମବାୟ ବ୍ୟାଙ୍କରେ ଦେଢ କୋଟି ଟଙ୍କାର ଠକେଇ । EOW କାର୍ଯ୍ୟାଳୟ ଘେରିବାକୁ ଜମାକାରୀଙ୍କ ଚେତାବନୀ ।

୮. ଯୋଗାଣକାରୀ ସଂସ୍ଥାର ମନମାନି, ଗର୍ଭବତୀ-ଶିଶୁଙ୍କୁ ମିଳୁଛି ନିମ୍ନମାନର ଛତୁଆ !

ଶିଶୁଙ୍କ ଜୀବନକୁ ନେଇ ଖେଳ ଖେଳୁଛି ସ୍ୱୟଂସହାୟକ ଗୋଷ୍ଠୀ । ନିମ୍ନମାନର ଖାଦ୍ୟ ସହ ଅସ୍ବାସ୍ଥ୍ୟକର ଭାବେ ଖାଦ୍ୟ ଛତୁଆ ପ୍ରସ୍ତୁତ କରୁଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ ।

୯. Ind vs Eng 2nd ODI: ଚୂଡ଼ାନ୍ତ ଏକାଦଶକୁ ଫେରିଲେ କୋହଲି, ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ସିରିଜର ଦ୍ବିତୀୟ ଦିନିକିଆ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ ।

୧୦. ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ସେକ୍ସ ରାକେଟ ମାମଲା, ପ୍ରତିକ୍ରିୟା ରଖିଲେ ପ୍ରେମିକା ସୋମାଲିକା

ଜଗତସିଂହପୁର ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ପ୍ରେମିକା ଆଣିଥିବା ସେସ୍କ ରାକେଟ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ !

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.