ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 26, 2022, 7:09 PM IST

1.ଜୁଲାଇ ୮ରୁ UGC ନେଟ୍‌ ପରୀକ୍ଷା

ଜୁଲାଇ ୮ରୁ ୟୁଜିସି ନେଟ ପରୀକ୍ଷା ନେଇ ଘୋଷଣା କଲା NTA(National Testing Agency) । ପ୍ରାର୍ଥୀମାନେ NTAର ୱେବସାଇଟକୁ ଯାଇ ଦେଖିପାରିବେ ବିଜ୍ଞପ୍ତି । ugcnet@nta.ac.inକୁ ମେଲ୍ ଦ୍ଵାରା ମଧ୍ୟ ପରୀକ୍ଷାର୍ଥୀଙ୍କୁ ମିଳିବ ଆବଶ୍ୟକୀୟ ତଥ୍ୟ । NTA ପକ୍ଷରୁ ଜାରିହେଲା ହେଲ୍ପଲାଇନ ନମ୍ବର ।

2.Rampur LS By poll: ବିଜୟୀ BJP ପ୍ରାର୍ଥୀ ଘନଶ୍ୟାମ ଲୋଧିଙ୍କ ସହ ସାକ୍ଷାତକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଚଳିତ ଲୋକସଭା ଉପ-ନିର୍ବାଚନରେ ରାମପୁର ସଂସଦୀୟ ଆସନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧି । ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ଗଡ ଭାବେ ପରିଚିତ ରାମପୁରରେ ପୂର୍ବ ଧାରାକୁ ଭାଙ୍ଗି ପଦ୍ମ ଫୁଟାଇଛି ବିଜେପି ।

3.UP ByPolls Result: ସପା ଗଡରେ ଫୁଟିଲା ପଦ୍ମ, ରାମପୁର ଓ ଆଜମଗଡରେ ବାଜି ମାରିଲେ BJP ପ୍ରାର୍ଥୀ

ଉତ୍ତର ପ୍ରଦେଶ ଉପନିର୍ବାଚନ । ବିଜେପିର ଘନଶ୍ୟାମ ଲୋଧି ରାମପୁରରୁ ଓ ଆଜମଗଡରେ ଦୀନେଶ ଲାଲ ନିରୁହା ବିଜୟୀ ।

4.କମ୍ବିଂ ବେଳେ ବିପୁଳ ପରିମାଣ ମାଓ ସାମଗ୍ରୀ ଜବତ

ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ୩ ଦିନ ଧରି ଗୁଳିବିନିମୟ । ଆଉ ଏହି ଗୁଳି ବିନିମୟରେ ମାଓ କମାଣ୍ଡର ନିଖିଲଙ୍କ ସହ ଅନ୍ୟ ମାଓବାଦୀ ଖସି ପଳାଇଛନ୍ତି ।

5.କେନ୍ଦୁଝର ରଥକୁ ବିଶ୍ବର ଉଚ୍ଚତମ ରଥର ମାନ୍ୟତାକୁ ପୁରୀ ସେବାୟତଙ୍କ ବିରୋଧ

ବିଶ୍ଵରେ ସବୁଠୁ ଉଚ୍ଚତମ ରଥ ଭାବେ କେନ୍ଦୁଝର ରଥକୁ ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ(Guinness Book of World Records)ରେ ସ୍ଥାନ ପାଇବା ପରେ ଉଦବେଗ ପ୍ରକାଶ କଲେ ପୁରୀ ସେବାୟତ ।

6.ବଢୁଛି ସିନ୍ଧେ ଗୋଷ୍ଠୀର ବଳ: ସୁରଟରୁ ଗୌହାଟୀ ଗଲେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ବଢୁଛି ବିଦ୍ରୋହୀ ସିନ୍ଧେ ଗୋଷ୍ଠୀର ବଳ । ସୁରଟରୁ ଗୌହାଟୀ ଗଲେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ ।

7.ରଥ ନିର୍ମାଣରେ ନିୟୋଜିତ ସେବକଙ୍କୁ ମିଳୁ ପଦ୍ମ ପୁରସ୍କାର: ଶ୍ରୀ ଜଗନ୍ନାଥ ସେନା

ରଥ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଥିବା ସମ୍ପୃକ୍ତ ସେବକଙ୍କୁ ପଦ୍ମ ପୁରସ୍କାର ଦାବି କଲା ଶ୍ରୀଜଗନ୍ନାଥ ସେନା ।

8. ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ଗାଡି ଚକ ଓ ଚାମ୍ବରରୁ 20 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କଟକରେ ଦୁଇଟି ସ୍ଥାନରୁ ୧୭୨ କେଜି ଗଞ୍ଜେଇ ଜବତ କଲା କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ୩ ବିହାରୀ ମାଫିଆ ଗିରଫ ।

9.ଋଣ କରିଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ, ଜଣେ ଗିରଫ

ମହିନ୍ଦ୍ରା ଫାଇନାନ୍ସରେ ବିନା ବନ୍ଧକରେ ଲକ୍ଷାଧିକ ଟଙ୍କା ଅତି ସହଜରେ ଋଣ ମିଳିବ। ଏଥିପାଇଁ ମାତ୍ର ୪୦ରୁ ୫୦ ହଜାର ଟଙ୍କା ପ୍ରଥମେ ଦେବାକୁ ପଡିବ । ଏପରି ଠକେଇରେ ସାମିଲ ଥିବା ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି ।

10.ସମ୍ମାନ ପାଇଁ ସପ୍ତରଙ୍ଗୀ ସ୍ବାଭିମାନ ପଦଯାତ୍ରା

LGBTQA + କମ୍ଯୁନିଟି ପକ୍ଷରୁ ସପ୍ତରଙ୍ଗୀ ସ୍ବାଭିମାନ ପଦଯାତ୍ରା । ସବୁ ଶ୍ରେଣୀ ବା ସବୁ ବର୍ଗର ବ୍ୟକ୍ତିଙ୍କୁ ସମାନ ଅଧିକାରରେ ବଞ୍ଚିବାର ଅଧିକାର ଏହି ସୋଭାଯାତ୍ରାର ଉଦ୍ଦେଶ୍ୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.