ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 1, 2022, 7:14 PM IST

1.50 ଲକ୍ଷର ହୀରା ଜବତ, ଓଡିଶାର ଦୁଇ ତସ୍କରଙ୍କୁ ବାନ୍ଧିଲା ଛତିଶଗଡ ପୋଲିସ

ଝାଡଖଣ୍ଡ ଗରିଆବନ୍ଦରୁ 50 ଲକ୍ଷର ହୀରା ଜବତ, ଏହାସହ ଗିରଫ ହେଲେ ଦୁଇ ଓଡିଆ ଯୁବକ । ଜେରା ଜାରି ରଖିଛି ପୋଲିସ ।

2.Florence Nightingale Award: କୋଭିଡ ସମୟରେ ସଂକ୍ରମିତ ଗର୍ଭବତୀଙ୍କୁ ସେବା, ଜାତୀୟସ୍ତରରେ ସମ୍ମାନିତ ହେବେ ଜଗତସିଂହପୁରର ଷ୍ଟାଫନର୍ସ

ଫ୍ଲୋରେନ୍ସ ନାଇଟଆଙ୍ଗେଲ ସମ୍ମାନ ୨୦୨୧(Florence Nightingale Award)ରେ ସମ୍ମାନିତ ହେବେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ୍‌ ନର୍ସ ଖୁଳଣ ବାରିକ ।

3.KK Death Case: ସାମ୍ନାକୁ ଆସିଲା ଚାଞ୍ଚଲ୍ୟ ତଥ୍ୟ, ଏସି ଅନ୍‌ ଓ ହାଲୋଜେନ୍‌ ଲାଇଟ୍ ବନ୍ଦ କରିବାକୁ ଅନୁରୋଧ କରିଥିଲେ KK

ବନ୍ଦ ଏସି, ଅଡିଟୋରିୟମରେ ଖଚାଖଚ୍‌ ଭିଡ, ତଥାପି ଚାଲିଥିଲା ଇଭେଣ୍ଟ । ଏସବୁକୁ ଦୃଷ୍ଟିରେ ରଖି ଅବହେଳା ବିଷୟରେ ଏବେ ଆଲୋଚନା ହେଉଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

4.ବିଧାୟକଙ୍କ କ୍ବାର୍ଟର ପାଇଁ ଗଛ କଟା: ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା

ବିଧାୟକଙ୍କ କ୍ୱାର୍ଟର ନିର୍ମାଣ ପାଇଁ ଗଛ କାଟିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ସମାଜସେବୀ ଜୟନ୍ତ ଦାସଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି ।

5.ମୁଖ୍ୟ ବିଷୟ ପଢାଇବାକୁ ନାହାନ୍ତି ସାର୍, ଚିନ୍ତାରେ ଛାତ୍ରୀ ଓ ଅଭିଭାବକ

ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ସରକାର ପୁଳାପୁଳା ଯୋଜନା କରୁଥିଲେ ମଧ୍ୟ ଦୀପ ତଳ ଅନ୍ଧାର ପରି ଖୋର୍ଦ୍ଧା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆସିଛି । ବୋଲଗଡ ବ୍ଲକ୍‌ ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ।

6.ଲାଞ୍ଚ ନେବାବେଳେ ଭିଜିଲାନ୍ସ କାବୁରେ ହିନ୍ଦୋଳ SDPO

ଲାଞ୍ଚ ନେବାବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ଧରିଛି ଭିଜିଲାନ୍ସ । ଏସିଏସଟି ମାମଲାରେ ଛନ୍ଦି ଦେବା ଭୟ ଦେଖାଇ ଏକ କ୍ରସରରୁ ୩୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ ।

7.Rajya Sabha Election: ପ୍ରଭାରୀ ନିଯୁକ୍ତି କଲା ବିଜେପି

ବିଜେପି ମୁଖ୍ୟାଳୟରୁ ଜାରି ହୋଇଥିବା ପ୍ରେସ ରିଲିଜ ଅନୁସାରେ ଦଳ ରାଜସ୍ଥାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ରି ସିଂ ତୋମାର, ହରିୟାଣ ପାଇଁ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, କର୍ଣ୍ଣାଟକ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଓ ମହାରାଷ୍ଟ୍ର ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ନିଯୁକ୍ତ କରିଛି ।

8.ଜଗନ୍ନାଥ ଭଜନ ନଗାଇବା ବିବାଦ: ସ୍ଵତନ୍ତ୍ର ସାକ୍ଷାତକାରରେ କଣ କହିଲେ ହ୍ୟୁମାନ ସାଗର ?

ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର । କନ୍ଧମାଳରେ ଶ୍ରୋତାଙ୍କୁ ଆଣ୍ଠୁମାଡି ମାଟିଛୁଇଁ ମୁଣ୍ଡିଆ ମାରିଲେ । କିଛିଦିନ ପୂର୍ବରୁ ଜଗନ୍ନାଥ ଭଜନ ଗାଉନଥିବା ନେଇ ହୋଇଥିଲା ବହୁ ବାଦ ବିବାଦ । ହେଲେ ସେ ବାଦ ବିବାଦରୁ ପରଦା ହଟେଇ ଇଟିଭି ଭାରତକୁ ଦେଇଛନ୍ତି ସ୍ବତନ୍ତ୍ର ସାକ୍ଷାତକାର । ସାକ୍ଷାତକାରରେ ହ୍ୟୁମାନ କହିଛନ୍ତି, ମୋର ଏକ ସାଗର ସଂଗମ ମ୍ୟୁଜିକାଲ ଟ୍ରୁପ୍ ରହିଛି ।

9.ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ବଢ଼ିଲା ସଲମାନ ଖାନ୍‌ଙ୍କ ସୁରକ୍ଷା

ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଏବଂ ପଞ୍ଜାବୀ ଗାୟକ ମିକା ସିଂହଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି ।

10.IND vs SA T20: ମ୍ୟାଚ୍‌ ପୂର୍ବରୁ ଦ୍ବିତୀୟ ପ୍ରସ୍ତୁତି ବୈଠକ, ପରିଚାଳନା ପାଇଁ ଦାୟିତ୍ୱ ବାଣ୍ଟିଲା ଓସିଏ

ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି20 ମୁକାବିଲା ପାଇଁ ବସିଲା ଦ୍ୱିତୀୟ ପ୍ରସ୍ତୁତି ବୈଠକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.