ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : May 26, 2022, 7:17 PM IST

1.ବନ୍ଦ ଘରୁ ବଙ୍ଗୀୟ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆଖି ବୁଝିଲେ ପୁଣି ଜଣେ ବଙ୍ଗୀୟ ଅଭିନେତ୍ରୀ । ୨୧ ବର୍ଷୀୟ ମଡେଲ ତଥା ଅଭିନେତ୍ରୀ ବିଦିଶା ଦେ ମଜୁମଦାର ନିଜ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି ।

2.Chinese Visa matter: ମେ 30 ଯାଏ କାର୍ତ୍ତି ଚିଦାମ୍ବରମଙ୍କୁ ଅନ୍ତରୀଣ ସୁରକ୍ଷା

ଚାଇନିଜ ଭିସା ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କୁ ମେ’ 30 ଯାଏ ଅନ୍ତରୀଣ ସୁରକ୍ଷା ମଞ୍ଜୁର କେଲେ କୋର୍ଟ । ଗିରଫ କରିପାରିବନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

3.ରାଜରାସ୍ତାରେ ଧାରଣାରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ, ଜାଣନ୍ତୁ କାରଣ

ରାଜରାସ୍ତାର ଦୟନୀୟ ସ୍ଥିତି ଦେଖି ରାସ୍ତା ମଝିରେ ଧାରଣା ଦେଲେ ବରିଷ୍ଠ କଂଗ୍ରେସ ନେତା ହରିଶ ରାଓ୍ବତ ।

4.ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଶ୍ରୀ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

5.Sunjuwan Terrorist Attack Case: ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା NIA

ସଞ୍ଜୁଓ୍ବାନ ଆତଙ୍କୀ ଆକ୍ରମଣ ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା NIA । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ JEM ର ସକ୍ରିୟ ସଦସ୍ୟ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ।

6.IOCL Crude Oil Pipeline Bursts: ପାରାଦ୍ୱୀପରେ ଫାଟିଲା ଅଶୋଧିତ ତୈଳ ପାଇପ, ଧାନ ଜମିରେ ମାଡିଲା ହଜାର ହଜାର ଲିଟର ତେଲ

lOCL ପାଇପ ଲାଇନ ଫାଟିବା ଯୋଗୁଁ ହଜାର ହଜାର ଲିଟର ଅଶୋଧିତ ତୈଳ (Crude Oil) ଧାନ ଜମି ଭିତରକୁ ମାଡ଼ି ଆସିଛି । ପାଇପ ଫାଟିଥିବା ସ୍ଥାନରେ ଯେଭଳି କୌଣସି ଅଗ୍ନିକାଣ୍ଡ ନହେବ ଏଥିପାଇଁ ସେହି ସ୍ଥାନକୁ ସିଲ୍‌ କରିଦିଆଯାଇଛି ।

7.ଜଳୁଛି ପାକିସ୍ତାନ ! ନିର୍ବାଚନ ଘୋଷଣା ପାଇଁ ସରିଫଙ୍କୁ ଇମ୍ରାନଙ୍କ 6ଦିନିଆ ଅଲଟିମେଟମ

ପୁଣି ପାକିସ୍ତାନରେ ରାଜନୈତିକ ଅସ୍ଥିରତା । ନୂଆ ନିର୍ବାଚନ ଘୋଷଣା ପାଇଁ ବଢୁଛି ଦାବି । ସରିଫ ସରକାରଙ୍କୁ ସଂସଦ ଭଙ୍ଗ କରି ନିର୍ବାଚନ ଘୋଷଣା ପାଇଁ 6 ଦିନର ମହଲତ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

8.ଆଜି ପବିତ୍ର ଜଳକ୍ରୀଡା ଏକାଦଶୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପବିତ୍ର ଜଳକ୍ରୀଡା ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ଜଳକ୍ରୀଡା ନୀତି ।

9.ବେଙ୍ଗାଲୁରୁରେ କେସିଆର: ଦେବେଗୌଡାଙ୍କୁ କଲେ ସାକ୍ଷାତ

ବେଙ୍ଗାଲୁରୁରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କୁ କଲେ ସାକ୍ଷାତ ।

10.ପୁଣି ଧମାଲ ମଚାଇବାକୁ ଏକାଠି ନଜର ଆସିବେ ରଣବୀର-ରୋହିତ

ବ୍ଲାକ ଆଉଟଫିଟରେ ରଣବୀରଙ୍କ ସ୍ବାଗ ଦେଖିବାକୁ ମିଳିଛି । ଏଥିରେ ରୋହିତ ଶେଟ୍ଟୀ ତାଙ୍କୁ ଆକ୍ସନ୍ ସିନ୍‌ ପାଇଁ ନିର୍ଦ୍ଦେଶନା ଦେଉଥିବାର ନଜର ଆସିଛନ୍ତିଋ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.