ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭିର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 19, 2022, 7:08 PM IST

୧. Krishna Janmabhoomi case: ମସଜିଦ ହଟାଇବା ଆବେଦନର ଶୁଣାଣି ପାଇଁ କୋର୍ଟ ରାଜି

କୃଷ୍ଣ ଜନ୍ମଭୂମିରୁ ମସଜିଦ ଉଚ୍ଛେଦ ମାମଲାର ଶୁଣାଣି କରିବା ପାଇଁ କୋର୍ଟଙ୍କ ସହମତି । ଆଇନଜୀବୀ ହରି ଶଙ୍କର ଜୈନ କରିଥିଲେ ଆବେଦନ ।

୨. ଅମିତ ଶାହଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ । ସୀମା ସୁରକ୍ଷା ସହ ଅନ୍ୟ ପ୍ରସଙ୍ଗରେ ହେଲା ଆଲୋଚନା ।

୩. ବିଳମ୍ବିତ ରାତିରେ ସାଂସଦ ଅନୁଭବଙ୍କ ୟୁଟ୍ୟୁବ ଭିଡିଓ, କହିଲେ-ନ୍ୟାୟ ଅପେକ୍ଷାଠୁ ଭଲ ମୃତ୍ୟୁକୁ ଆପଣାଇନେବା

ଭଲ ପାଇ ଭୁଲ୍‌ କଲି, ନ୍ୟାୟକୁ ଅପେକ୍ଷା କରିବାଠୁ ବରଂ ‍ଭଲ ମୃତ୍ୟୁକୁ ଆପଣାଇ ନେବା

୪. ଭଗ୍ନ ସିଂହମୂର୍ତ୍ତି ଉଦ୍ଧାର ଘଟଣା: ଏମାର ମଠରେ ASI ଟିମ, ଖନନ ସ୍ଥାନର କଲା ଯାଞ୍ଚ

ପୁରୀ ଏମାର ମଠରୁ ପ୍ରାଚୀନ ସିଂହମୂର୍ତ୍ତି ଉଦ୍ଧାର ପ୍ରସଙ୍ଗ । ଆଜି (ଗୁରୁବାର) ଏମାର ମଠରେ ASI ଟିମ ପହଞ୍ଚି ଖନନ ସ୍ଥାନକୁ ଯାଞ୍ଚ କରୁଛି ।

୫. Minister School Visit: ଶୌଚାଳୟ ସଫା କଲେ ପର୍ଯ୍ୟଟନ ମନ୍ତ୍ରୀ

ବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ବେଳେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶୌଚାଳୟ ଅପରିଷ୍କାର ହୋଇଥିବା ଦେଖି ନିଜେ ଝାଡୁ ଧରି ସଫା କରିଥିବା ଦେଖିବାକୁ ମିଳିଛି ।

୬. କୌଣସି ଗୁଣରେ ନାରୀ ନୁହେଁ କମ୍: ତେଲେଙ୍ଗାନାର ବାବୁରି ସିରିଶା ହେଲେ ପ୍ରଥମ ଲାଇନ୍ ୱମେନ୍

ତେଲେଙ୍ଗାନା ସିଦ୍ଧିପେଟ ଜିଲ୍ଲାର ବାବୁରି ସିରିଶା ପ୍ରଥମ ଜୁନିୟର ଲାଇନ ୱମେନ ଭାବେ ନିଯୁକ୍ତି ପାଇଲେ । ଏହି ପଦ ପାଇବାରେ ସିରିଶା ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ପ୍ରଥମ ମହିଳା ।

୭. ଖଚାଖଚ ଦର୍ଶକରେ ହେବ ବାରବାଟୀ T-20 ମ୍ୟାଚ, ଅନୁମତି ଦେଲା BCCI !

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିଖବର । ପୂର୍ଣ୍ଣ ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା T-20 ସିରିଜ ।

୮. ନିଆରା ବିବାହ ଶୋଭାଯାତ୍ରା: ସାଇକେଲ ଚଢି ବାହା ହେବାକୁ ଗଲା ବର

ଏଠାରେ ବର ଫୁଲରେ ସୁସଜ୍ଜିତ ଗାଡିରେ ନୁହେଁ, ବରଂ ସାଇକେଲ ଚଢି ବିବାହ ମଣ୍ଡପରେ ପହଞ୍ଚିଥିଲେ । ଆଉ ବରଯାତ୍ରୀ ଚାଲି ଚାଲି ବରର ସାଥୀରେ ଯାଇଛନ୍ତି । ଏଭଳି ଏକ ନିଆରା ଘଟଣା ରାଜଧାନୀ ଭୁବନେଶ୍ବରର ୟୁନିଟ-୩ରେ ଘଟିଛି ।

୯. ଉତ୍ତରପ୍ରଦେଶରେ ମନ୍ଦିର ବିକିଲେ ପାକିସ୍ତାନ ନାଗରିକ

ଉତ୍ତରପ୍ରଦେଶ କାନପୁରରେ ମନ୍ଦିର ବିକିଲେ ପାକିସ୍ତାନ ନାଗରିକ ।

୧୦. Cannes 2022: କାନ୍ସରେ ଜନ୍ମଦିନ ପାଳିଲେ ନୱାଜୁଦ୍ଦିନ ସିଦ୍ଦିକି

ଆଜି ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କର ଜନ୍ମଦିନ । ସେ ତାଙ୍କର 48ତମ ଜନ୍ମଦିନ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପାଳନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.