ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 14, 2022, 7:00 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଦିଲ୍ଲୀ ଅଗ୍ନିକାଣ୍ଡ ପରେ ସତର୍କତା ଜାରି କଲେ ରାଜ୍ୟ ଅଗ୍ନିଶମ ଡିଜି, କଡାକଡି କଲେ ନିୟମ

ଦିଲ୍ଲୀ ଅଗ୍ନିକାଣ୍ଡ ପରେ ସତର୍କ ହେଲା ଓଡ଼ିଶା ଅଗ୍ନିଶମ ବିଭାଗ । ଅଗ୍ନି ନିରାପତ୍ତା ନିୟମ କଡାକଡି ପାଳନ ପାଇଁ ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶ ।

2. ଜମି ଜବରଦଖଲ: କୃତିକା ପ୍ରଭାକରନଙ୍କ ନାଁରେ ରୁଜୁ ହେଲା ମାମଲା

ମହଙ୍ଗା ପଡିଲା ଜମି ଜବରଦଖଲ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବି ପ୍ରଭାକରନଙ୍କ ପତ୍ନୀ କୃତିକା ପ୍ରଭାକରନଙ୍କ ସମେତ ତିନି ଜଣଙ୍କ ନାମରେ ମାମଲା ରୁଜୁ ।

3. ସ୍କୁଲ ଫେରିବେ ଡ୍ରପ୍ଆଉଟ ଛାତ୍ରଛାତ୍ରୀ, ପ୍ଲାନ ପ୍ରସ୍ତୁତ କହିଲେ ଗଣଶିକ୍ଷା ମନ୍ତ୍ରୀ

ସ୍କୁଲ ଆସୁନାହାନ୍ତି 30 ପ୍ରତିଶତ ଛାତ୍ରଛାତ୍ରୀ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

4. ଶ୍ରୀମନ୍ଦିରରେ ପାଳିତ ନୃସିଂହ ଜନ୍ମ ନୀତି

ଶ୍ରୀଜଗନ୍ନାଥଙ୍କ ଠାରୁ ସବୁ ଅବତାର ଆବିର୍ଭୂତ ହୋଇ ଯୁଗେଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରି ଠାରେ ଲୀନ ହୋଇଥାନ୍ତି ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି । ସେହି ସ୍ମୃତିରେ ପ୍ରତିବର୍ଷ ଶୁକ୍ଳ ଚତୁର୍ଦ୍ଦଶୀରେ ବଡ଼ଦେଉଳରେ ଶ୍ରୀନୃସିଂହଙ୍କ ଜନ୍ମ ପାଳିତ ହେଉଛି ।

5. Tripura CM Resigns: ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ

ପଦରୁ ହଟିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ । ବିଜେପି ହାଇକମାଣ୍ଡ ବିପ୍ଲବଙ୍କୁ ଇସ୍ତଫା ଦେବା ପାଇଁ ଆଜି ଦେଇଥିଲେ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀ ବିପ୍ଲବ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ।

6. ଫାରୁକ ଅବଦ୍ଦୁଲାଙ୍କ ବାସଭବନରେ PAGD ନେତାଙ୍କୁ ଭେଟିଲେ କାଶ୍ମୀର ପଣ୍ଡିତ ପ୍ରତିନିଧି ମଣ୍ଡଳୀ

PAGD ନେତାଙ୍କୁ ଭେଟିଲେ କାଶ୍ମୀର ପଣ୍ଡିତଙ୍କ ପ୍ରତିନିଧି ମଣ୍ଡଳୀ । ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ହେଲା ଆଲୋଚନା । କାଶ୍ମୀର ପଣ୍ଡିତଙ୍କ ବିଭିନ୍ନ ଦାବି ନେଇ ଉପ ରାଜ୍ୟପାଳଙ୍କୁ ଭେଟିବେ PAGD ନେତୃତ୍ବ ।

7. Fire Broke out At Amritsar Hospital: ଅମୃତସରର ଗୁରୁ ନାନକ ଦେବ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ

ପଞ୍ଜାବର ଅମୃତସର ସ୍ଥିତ ଗୁରୁ ନାନକ ଦେବ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ନିଆଁକୁ ଆୟତ କାର୍ଯ୍ୟ । ଏକାଧିକ ଆହତ ସୂଚନା ।

8. ସ୍ୱାଧୀନତାର ୭୫ ବର୍ଷରେ ବି ବିଜୁଳି ଦେଖିପାରିନି ସାଲର ଗାଁ, ପିଲାଙ୍କ ପାଠପଢା ଠପ୍

ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ସାଲର ଗାଁ । ଅଭୟାରଣ୍ୟ କଟକଣା ଭିତରେ ପେଷି ହୋଇ ଯାଇଛନ୍ତି ଗ୍ରାମବାସୀ । ଘଞ୍ଚ ଜଙ୍ଗଲ ଭିତରେ ଜଙ୍ଗଲୀ ପରି ବଞ୍ଚି ରହିଛନ୍ତି ଲୋକେ । ନାହିଁ କୌଣସି ମୌଳିକ ସୁବିଧା ।

9. ଅମ୍ବାତି ରାଇଡୁଙ୍କ ଅବସର ଘୋଷଣା: ଟ୍ୱିଟ୍ କରି ଡିଲିଟ୍ କରିଦେଲେ

IPLରୁ ସନ୍ୟାସ ଘୋଷଣା ପରେ ଡିଲିଟ କଲେ ଅମ୍ବାତି ରାଇଡୁ । ପ୍ରତିକ୍ରିୟା ରଖିଲେ CSK ସିଇଓ ।

10. Birthday Special: ଧକ୍-ଧକ୍ ଗାର୍ଲଙ୍କ ଅନ୍‌ସିନ୍‌ ଫଟୋ ଆଜି ବି ଚର୍ଚ୍ଚାରେ

ମେ 15 ତାରିଖରେ ବଲିଉଡର 'ଧକ୍-ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କର ଜନ୍ମଦିନ । ମାଧୁରୀଙ୍କ 55ତମ ଜନ୍ମଦିନରେ ଏହି ସୁନ୍ଦର ଫଟୋ ଦେଖନ୍ତୁ, ଯାହାକୁ ହୁଏତ ଆପଣ କ୍ୱଚିତ୍ ଦେଖିଥିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.