ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ନ୍ୟୁଜ @7pm

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 7, 2022, 7:13 PM IST

୧. Cyclone Update: ଓଡିଶାର କୌଣସି ଉପକୂଳ ଛୁଇଁବନି ସମ୍ଭାବ୍ୟ ବାତ୍ୟା

ଓଡିଶା ପାଇଁ ଅଶ୍ୱିସ୍ତିକର ଖବର । ସ୍ଥଳଭାଗ ଛୁଇଁବନି ସମ୍ଭାବ୍ୟ ବାତ୍ୟା ।

୨. ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହେଲା ସମ୍ଭାବ୍ୟ ବାତ୍ୟା

ସୁଦୃଶଃ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ରୂପ ନେଲା ସମ୍ଭାବ୍ୟ ବାତ୍ୟା ।

୩. Ratha yatra 2022: ରଥଖଳା ହାଲଚାଲ, 30 ତୁମ୍ବର କାର୍ଯ୍ୟ ଜାରି

ଆସନ୍ତା ଜୁଲାଇ 1 (ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ ।

୪. ରଥଖଳାକୁ କପଡାରେ ଆବଦ୍ଧ କଲା ପ୍ରଶାସନ, ଭକ୍ତଙ୍କ ମହଲରେ ଅସନ୍ତୋଷ

ରଥଖଳାକୁ କପଡାରେ ଆବଦ୍ଧ କଲା ପୁରୀ ଜିଲ୍ଲା ପ୍ରଶାସନ । ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ।

୫. Possible Cyclone: ମୁକାବିଲା ଲାଗି ପ୍ରସ୍ତୁତ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ

ସମ୍ଭାବ୍ୟ ବାତ୍ୟାକୁ ନେଇ ନଗର ଉନ୍ନୟନ ବିଭାଗ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ କରାଯାଇଛି । ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

୬. COVID Vaccination: ରାଜ୍ୟଗୁଡିକ ପାଖରେ ଗଚ୍ଛିତ ରହିଛି ୧୮.୬୪ କୋଟି ଡୋଜ୍‌ ଟିକା

ଦେଶରେ ଜାରି ରହିଛି କୋଭିଡ ଟୀକାକରଣ । ବର୍ତ୍ତମାନ ଯାଏ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ 18.64 କୋଟି ଡୋଜ ଗଚ୍ଛିତ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ।

୭. BJP leader Bagga arrest case: କେଜ୍ରିଓ୍ବାଲଙ୍କ ବାସଭବନ ସାମ୍ନାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ବିଜେପି ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ଗିରଫ ଘଟଣାରେ କେଜ୍ରିଓ୍ବାଲଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । କିଛି କାର୍ଯ୍ୟକର୍ତ୍ତାଙ୍କୁ ଉଠାଇ ନେଲା ପୋଲିସ ।

୮. Emergency in Sri Lanka: ଉଦବେଗ ପ୍ରକାଶ କଲେ ଆମେରିକା ଓ ବ୍ରିଟେନ

ସରକାର ବିରୋଧୀ ପ୍ରତିବାଦ ନେଇ ଶ୍ରୀଲଙ୍କା ସରକାର ଘୋଷଣା କଲେ ଦେଶବ୍ୟାପୀ ଜରୁରୀକାଳୀନ ସ୍ଥିତି । ୟୁରୋପୀୟ ରାଷ୍ଟ୍ରମାନେ ଉଠାଇଲେ ଆପତ୍ତି । କହିଲେ ସାଧାରଣ ଲୋକଙ୍କ ସ୍ବରକୁ ଦମନ ନିଷ୍ପତ୍ତିି ସଙ୍କଟର ସମାଧାନମୁଖୀ ନୁହେଁ ।

୯. IPL 2022: ଲକ୍ଷ୍ନୌ ବିପକ୍ଷରେ ଟସ୍ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି

IPL 2022 53ତମ ମ୍ୟାଚ ଲକ୍ଷ୍ନୌ ଜିଆଣ୍ଟସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି ।

୧୦. ପୁଣି ବଢିଲା ୱିଲ ସ୍ମିଥଙ୍କ ମୁସ୍କିଲ: ଫିଲ୍ମ Emancipation ରିଲିଜକୁ ସ୍ଥଗିତ ରଖିଲେ ନିର୍ମାତା

ପୁଣି ବଢିଲା ୱିଲ ସ୍ମିଥଙ୍କ ମୁସ୍କିଲ । ତାଙ୍କ ଆଗାମୀ ଚଳଚ୍ଚିତ୍ର Emancipationର ରିଲିଜ୍ ତାରିଖକୁ ବଢାଇ ଦେଇଛନ୍ତି ନିର୍ମାତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.