ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 2, 2022, 7:06 PM IST

1. ନେପାଳ-ଭାରତ ମଧ୍ୟରେ ଗଡିବ ରେଳ, ସ୍ବାକ୍ଷରିତ ହେଲା 4 ଚୁକ୍ତି

ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ । ଦୁଇ ଦେଶ ମଧ୍ୟରେ ଗଡିବ ରେଳ । ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ସ୍ବାକ୍ଷରିତ ହେଲା 4 ଚୁକ୍ତି । ଦ୍ବିପାକ୍ଷିକ ସମ୍ପର୍କର ଉଦାହରଣ ଦେଲେ ଦୁଇ ପ୍ରଧାନମନ୍ତ୍ରୀ ।

2. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ବିରୋଧ ପରେ ସ୍ପଷ୍ଟିକରଣ ଦେଲେ ପୁରୀ ସାଂସଦ

ପିନାକୀ କହିଛନ୍ତି, ସେ କୌଣସି ଭୂଲ ତଥ୍ୟ ଦେଇ ନାହାନ୍ତି । ଯଦି କୌଣସି ସଂଗଠନର ଅଭିଯୋଗ ରହିଛି ଲୋକସଭା ବାଚସ୍ପତିଙ୍କୁ ଅଭିଯୋଗ କଲେ ସେ ଏହାର ଉଚିତ ଜବାବ ରଖିବେ ବୋଲି ପିନାକୀ କହିଛନ୍ତି ।

3. Manas Swain Murder Case: ଆଜି ରିମାଣ୍ଡର ଶେଷ ଦିନ, ଆଇନର ଗଳାବାଟ ଦେଇ ଖସି ଯିବେ କି ଅଭିଯୁକ୍ତ !

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣା । ଜେରାର ସମ୍ମୁଖୀନ ହେଉଥିବା ୪ ଅଭିଯୁକ୍ତମାନଙ୍କ ରିମାଣ୍ଡର ଆଜି ଶେଷ ଦିନ ।

4. ଶ୍ରୀଲଙ୍କାକୁ 6 ହଜାର ମେଟ୍ରିକ ଟନ ଇନ୍ଧନ ପଠାଇଲା ଭାରତ

ଶ୍ରୀଲଙ୍କାରେ ଜାରି ରହିଛି ଆର୍ଥିକ ସଙ୍କଟ । ଶକ୍ତି ଓ ଇନ୍ଧନ ସମେତ ମିଳୁନି ବିଭିନ୍ନ ଜରୁରୀ ସାମଗ୍ରୀ । 6 ହଜାର ମେଟ୍ରିକ ଟନ ଇନ୍ଧନ ପଠାଇଲା ଭାରତ ।

5. ଲକ୍ଷ୍ମୀପୁର ଖେରୀର ପ୍ରାଥମିକ ବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ରୋଷେୟା ମୃତ

ଲକ୍ଷ୍ମୀପୁର ଖେରୀର ମହମ୍ମଦ ବିକାଶ ବ୍ଲକରେ ଅବସ୍ଥିତ ସହଦେବ ପ୍ରାଥମିକ ବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସିଲିଣ୍ଡରରେ ନିଆଁ ଲାଗି ଜଣେ ରୋଷେୟାଙ୍କ ମୃତ୍ୟୁ ଘଟିଛି ।

6. ଗ୍ୟାସ ଟ୍ୟାଙ୍କର-ବସ୍ ମୁହାଁମୁହିଁ: ଜଣେ ମୃତ, ୨୦ ଆହତ

ନୟାଗଡରେ ରାଜ୍ୟ ପରିବହନ ବସ ଏବଂ ଗ୍ୟାସ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଟ୍ଯାଙ୍କର ଡ୍ରାଇଭରଙ୍କ ମୃତ୍ୟୁ, ୨୦ ଆହତ ।

7. ISIS ଆତଙ୍କୀ ଓ୍ବେବସାଇଟ ଆକସେସ୍ କରି ହାଇଦ୍ରାବାଦରୁ ଜଣେ ଗିରଫ

ହାଇଦ୍ରାବାଦରେ ଆତଙ୍କୀ ଓ୍ବେବସାଇଟ ଆକସେସ କରି ଯୁବକ ଗିରଫ । ପଚରା ଉଚରା କରୁଛି ପୋଲିସ ।

8. Double Murder Case: ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ଦାସ ହତ୍ୟା ମାମଲାର ଆଜି ଚୂଡାନ୍ତ ରାୟ ଦେଇଛନ୍ତି ଅତିରିକ୍ତ ଦୌରା ଜଜ ।

9. ଠକେଇର ଶିକାର ହେଲେ ରାଜକୁମାର ରାଓ, ଅଭିନେତାଙ୍କ ପ୍ୟାନ କାର୍ଡରେ ନିଆଯାଇଛି ଲୋନ୍

ଧୁମ୍‌ ଅଭିନେତ୍ରୀ ରିମି ସେନ୍‌ଙ୍କ ପରେ ଠକେଇର ଶିକାର ହେଲେ ବଲିଉଡ ଅଭିନେତା ରାଜକୁମାର ରାଓ । କେହି ଜଣେ ଜାଲିଆତି କରି ଅଭିନେତାଙ୍କ ପାନ୍ କାର୍ଡରେ ଲୋନ୍‌ ନେଇଛନ୍ତି ।

10. IPL 2022: ବଟଲରଙ୍କ ଧମାକାଦାର ଶତକ, ମୁମ୍ବାଇକୁ 194 ରନ୍ ଟାର୍ଗେଟ ଦେଲା ରାଜସ୍ଥାନ

ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୯୩ ରନ୍‌ ସଂଗ୍ରହ କରିଛି । ଫଳରେ ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳତମ ଟିମ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.