ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Mar 26, 2022, 7:09 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

୧.ଏପ୍ରିଲ ପହିଲାରେ Pariksha Pe Charcha କାର୍ଯ୍ୟକ୍ରମ

ଏପ୍ରିଲ ପହିଲାରେ ହେବ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ପରୀକ୍ଷା ଓ ଜୀବନର ବିଭିନ୍ନ ଦିଗ ଉପରେ ଆଲୋଚନା କରିବାର ଅବସର ବୋଲି କହିଲେ ପ୍ରଧାନମନ୍ତ୍ରୀ ।

୨.ULB Result: ଖୁସିରେ କାନ୍ଦିପକାଇଲେ ବିଜୟୀ ପ୍ରାର୍ଥୀ

ପଞ୍ଚାୟତ ପରେ ପୌର ନିର୍ବାଚନରେ ଶାସକ ବିଜୁ ଜନତା ଦଳର ବିପୁଳ ବିଜୟ ।

୩.ପୌର ଜନାଦେଶ 2022: ଚାଲିଛି ଗଣତି, ଟ୍ରେଣ୍ଡରେ ଆଗୁଆ BJD

ବାଙ୍କି NACରେ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି

୪.ଗୁଳି ଫୁଟାଇ ଖୁସି ମନାଇଲେ ନବ ନିର୍ବାଚିତ BJD କାଉନସିଲର !

ଗୁଳି ଚାଳନା କରି ବିଜୟ ଖୁସି ମନାଇଲେ ବିଜେଡି କାଉନସିଲର । SP ଙ୍କ ନିକଟରେ ଦ୍ବାରସ୍ଥ ହେଲେ ବିରୋଧୀ ।

୫.ଏପ୍ରିଲରେ ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ !

ଏପ୍ରିଲ ପହିଲାରୁ ୩ ଦିନ ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ନେଇ ସୂତ୍ରରୁ ସୂଚନା ।

୬.ଅପରାହ୍ନ ୪.୩୦ ରେ କେନ୍ଦ୍ର କ୍ୟାବିନେଟ ବୈଠକ

ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ । ନିଆଯାଇ ପାରେ କିଛି ବଡ ନିଷ୍ପତ୍ତି ।

୭.IPL 2022: କେଉଁ ଦଳରେ କେତେ ଷ୍ଟାର ଖେଳାଳି, ଗୋଟିଏ କ୍ଳିକ୍‌ରେ ଜାଣନ୍ତୁ ୧୦ଟି ଟିମର ସ୍କ୍ବାଡ୍‌

ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ ଆଇପିଏଲ ଆରମ୍ଭ ହେବାକୁ ମାତ୍ର କିଛି ଘଣ୍ଟାର ସମୟ ବାକି ରହିଛି ।

୮.ରିତୁ ଖାଣ୍ଡୁରୀ ହେଲେ ଉତ୍ତରାଖଣ୍ଡର ପ୍ରଥମ ମହିଳା ବାଚସ୍ପତି

ବିଜେପି ନେତ୍ରୀ ରିତୁ ଖାଣ୍ଡୁରୀ ହେଲେ ଉତ୍ତରାଖଣ୍ଡର ପ୍ରଥମ ମହିଳା ବାଚସ୍ପତି ।

୯.odisha assembly: ଧାନ କିଣାକୁ ନେଇ ସରକାର-ବିରୋଧୀ ଗୃହରେ ମୁହାଁମୁହିଁ

ବିଧାନସଭାରେ ମଧ୍ୟ ଧାନ କିଣାକୁ ନେଇ ବିଧାୟକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି ।

୧୦.BeMC Mayor: ବ୍ରହ୍ମପୁରକୁ ମିଳିଲା ନୂଆ ମେୟର, ସଂଘମିତ୍ରାଙ୍କ ବିପୁଳ ବିଜୟ

ବିଜେଡି ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ ବିପକ୍ଷ ଦଳର ପ୍ରତୀଦ୍ବନ୍ଦ୍ବୀଙ୍କ ଠାରୁ 20236 ଭୋଟ ବ୍ୟବଧାନରେ ବିଜୟୀ ହୋଇ ବ୍ରହ୍ମପୁର ମେୟର ଭାବେ ନିର୍ବାଚିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.