ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Mar 25, 2022, 7:05 PM IST

1-Municipal Election Result: ପୌର ପରିଷଦରେ 5 ଓ ମହାନଗରରେ 12 ଟେବୁଲରେ ହେବ ଗଣତି

ପୌର ନିର୍ବାଚନ ଭୋଟ ଗଣତି ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶନିବାର ସକାଳ 8ଟାରୁ ରାଜ୍ୟର 108 ପୌରାଞ୍ଚଳରେ ଭୋଟ ଗଣତି ହେବ ।

2-କେନାଲ ତଳୁ ଖପୁରୀ ମିଳିବା ଘଟଣା, କ୍ଲିନିକାଲ ଯାଞ୍ଚ ପାଇଁ AIIMSକୁ ପଠାଗଲା ନମୁନା

ଭୁବନେଶ୍ବରରେ କେନାଲ ତଳୁ ଖପୁରୀ ମିଳିବା ଘଟଣା । ଖପୁରୀ ଗୁଡ଼ିକର ପରିଚୟ ପାଇବା ପାଇଁ ଏମ୍ସକୁ ନମୁନା ପଠାଯାଇଛି ।

3-ରାଜନୈତିକ ହିଂସା: ପଶ୍ଚିମବଙ୍ଗ ରାସ୍ତାରେ ଓଡିଶା କହିଲା ବିଜେପି

ରାଜ୍ୟରେ ରାଜନୈତିକ ହିଂସା ବଢି ଚାଲିଥିବା ବେଳେ ପଶ୍ଚିମବଙ୍ଗ ପଛରେ ଓଡ଼ିଶା ଗୋଡାଉଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।

4-ହକିକୁ ଆକ୍ଷେପ କରି ପୁଣି ବିବାଦରେ ଦୂତୀ: ସମାଲୋଚନା ପରେ ଡିଲିଟ୍‌ କଲେ ପୋଷ୍ଟ, ବର୍ଷିଲେ ଦିଲ୍ଲୀପ ତିର୍କୀ

ପୁଣି ବିବାଦରେ ଅଲମ୍ପିଆନ ଧାବିକା ଦୂତୀ ଚାନ୍ଦ । ଏଥର ନିଜର ପ୍ରଦର୍ଶନ, ପରିବାର କିମ୍ବା ବ୍ୟକ୍ତିଗତ ଜୀବନ ପାଇଁ ନୁହେଁ ବରଂ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଭାରତୀୟ କ୍ରୀଡାର ପରିଚୟ 'ହକି'କୁ ଆକ୍ଷେପ କରି ନୂଆ ବିବାଦରେ ଫସିଛନ୍ତି ଦୂତୀ ।

5-ସ୍ଵାଧୀନ କୁମାର ନାୟକ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ

ପୁରୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ସ୍ଵାଧୀନ କୁମାର ନାୟକ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ।

6-ଭାରତ-ଚୀନ ସମ୍ପର୍କ ଭଲ ନାହିଁ, ସୀମାରେ ଶାନ୍ତି ଜରୁରୀ: ଜୟଶଙ୍କର

ବର୍ତ୍ତମାନ ଭାରତ ଏବଂ ଚୀନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଭଲ ନାହିଁ । ସାମରିକ ଗତିରୋଧ ସହିତ ବାଣିଜ୍ୟିକ ପ୍ରତିରୋଧ ମଧ୍ୟ ରହିଛି । ସୀମାରେ ଦୁଇ ଦେଶର ସୈନ୍ୟ ଠୁଳ ହୋଇଛନ୍ତି । ସୀମା ବିବାଦ ସାଙ୍ଗକୁ ଭାରତର ଆଭ୍ୟନ୍ତରୀଣ ମାମଲାରେ ଚୀନର ବାରମ୍ବାର ମନ୍ତବ୍ୟ ସମ୍ପର୍କକୁ ଅଧିକରୁ ଅଧିକ ଖରାପ ଆଡକୁ ଗତିକରୁଛି ।

7-CM Yogi Adityanath: ୟୁପିରେ ଯୋଗୀରାଜ, ପୁନଃ ଆସ୍ଥା ପ୍ରକଟ କଲେ ମୋଦି-ଶାହ

ଲକ୍ଷ୍ନୌ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପାଖାପାଖି 50 ହଜାରରୁ ଅଧିକ ଅତିଥିଙ୍କ ଉପସ୍ଥିତିରେ ଯୋଗୀ ଆଦିତ୍ୟନାଥ ୟୁପିର 22 ତମ ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ଯୋଗୀଙ୍କ ସମେତ 2 ଜଣ ଉପ-ମୁଖ୍ୟମନ୍ତ୍ରୀ ଓ ଅନ୍ୟ 50 ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି ।

8-ଗର୍ଭବତୀ ଖବର ଲୁଚାଇବାକୁ ରଚିଲେ ବିବାହ, ବରକୁ ବାନ୍ଧିଲା ପୋଲିସ

ନାବାଳିକାର ବିବାହ ଖବରକୁ ଲୁଚାଇବା ପାଇଁ କଲେ ବିବାହ । ହେଲେ ବିବାହ ସାଜିଲା କାଳ । ଘରେ ପଶି ବରକୁ ବାନ୍ଧିଲା ପୋଲିସ । ଘଟଣା ଘଟିଛି ମହାରାଷ୍ଟ୍ରର ୨ୟ କ୍ୟାପିଟାଲ ନାଗପୁରରେ ।

9-AUS vs PAK: ପାକିସ୍ତାନ ମାଟିରେ ଅଷ୍ଟ୍ରେଲିଆର ଐତିହାସିକ ଟେଷ୍ଟ ବିଜୟ

ଲାହୋରରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟକୁ ପାଟ୍‌ କମିନ୍ସଙ୍କ ନେତୃତାଧୀନ ଅଷ୍ଟ୍ରେଲିଆ ଟିମ ୧୧୫ ରନ୍‌ରେ ଜିତିନେଇଛି । ତିନି ମାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ହାତେଇଛି ଅଷ୍ଟ୍ରେଲିଆ ।

10-The Kashmir Filesକୁ ୟୁଟ୍ୟୁବରେ ଅପଲୋଡ କରିଦିଅ, ସମସ୍ତେ ଦେଖିବେ: କେଜ୍ରିୱାଲ

The Kashmir Files ଫିଲ୍ମକୁ ୟୁଟ୍ୟୁବରେ ଅପଲୋଡ କରିଦିଅ, ସମସ୍ତେ ମାଗଣାରେ ଦେଖିବେ । ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିବା ପାଇଁ ବିଜେପିର ଦାବିରେ ଏଭଳି ପ୍ରତିକ୍ରିୟା ରଖିଲେ ଅରବିନ୍ଦ କେଜ୍ରିୱାଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.