1.ମାଲକାନଗିରିରେ BJP ଜିଲ୍ଲା ପରିଷଦ ପ୍ରାର୍ଥୀ ନିଖୋଜ !
2.ରାଜ୍ୟରେ କମୁଛି ସଂକ୍ରମଣ, ସଚେତନ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗର ଅପିଲ
3.ଫେବୃଆରୀ 9ରୁ OSSTET ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍ କାର୍ଡ
ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ହେବ OSSTET ପରୀକ୍ଷା। ମୋଟ ୭୨ ହଜାର ୨୮୨ ଜଣ ପରୀକ୍ଷାର୍ଥୀ ଦେବେ ଏହି ପରୀକ୍ଷା ।
4.1OTH-12TH EXAM: ଅଫଲାଇନ କ୍ଲାସ ପରେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି
ଗଣଶିକ୍ଷାମନ୍ତ୍ରୀ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ କହିବା ପରେ ଚିନ୍ତାରେ ଛାତ୍ରଛାତ୍ରୀ ।
5.ଗାଁକୁ ନାହିଁ ରାସ୍ତା, ଭୋଟ ବର୍ଜନ ପାଇଁ ଗ୍ରାମବାସୀଙ୍କ ନିଷ୍ପତ୍ତି
କେନ୍ଦୁଝର କାଳୀମାଟି ପଞ୍ଚାୟତ ଅନ୍ତର୍ଗତ ପୁରୁଣାଢ଼ିହି ଗ୍ରାମକୁ ନାହିଁ ସୁଗମ ରାସ୍ତା । ଫଳରେ ଭୋଟ ବର୍ଜନ ପାଇଁ ଗ୍ରାମବାସୀ ନେଇଛନ୍ତି ନିଷ୍ପତ୍ତି ।
6.କଂଗ୍ରେସ ଛାଡି BJPରେ ସାମିଲ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ RPN Singh
7.Republic Day 2022: ପୋଲିସ ପଦକରେ ସମ୍ମାନିତ ହେଲେ ୧୮ ITBP ଅଧିକାରୀ
ସାଧାରଣତନ୍ତ୍ର ଦିବସ ପୂର୍ବରୁ ସାହାସିକତା ପାଇଁ ପୋଲିସ ପଦକରେ ସମ୍ମାନିତ ହେଲେ ୧୮ ଆଇଟିବିପି ଅଧିକାରୀ ।
8.ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ
9.ଆରମ୍ଭ ହେଲା ଓଡିଶା ଓପନ ବ୍ୟାଡ୍ମିଣ୍ଟନ, ଓହରିଲେ ସିନ୍ଧୁ ଓ ସାଇନା
10.କୋଭିଡ ସମୟରେ ଘରେ ପାଳନ୍ତୁ ସାଧାରଣତନ୍ତ୍ର ଦିବସ