ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ହେଡଲାଇନ୍‌

ନଜର ପକାନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 6, 2021, 7:12 PM IST

୧.ସିଲଭର ସିଟିର ସଙ୍ଗୀନ ସ୍ଥିତି, ରାସ୍ତା ଉପରେ ଓ୍ବାଟରଫଲ୍ !

ରାସ୍ତାରେ ଫାଟିଲା ପାଣି ପାଇପ । ସୃଷ୍ଟି ହେଲା ଜଳ ପ୍ରପାତର ଭ୍ରମ । ଘେରି ବାଣ ଯେପରି ନିଆଁ ଲାଗିଲା ପରେ ତାହାର ଆକୃତି ପରିଵର୍ତନ କରିଥାଏ ସେହିପରି ଏହି ରାସ୍ତା ଉପରେ ପାଣି ହୋଇଛି ଉପର ମୁଁହା ।

୨.ଫୋକସରେ କ୍ଷୁଦ୍ର ଶିଳ୍ପର ବିକାଶ: ଝାରସୁଗୁଡାରେ ଲ୍ୟାଣ୍ଡ ବ୍ୟାଙ୍କ କରିବାକୁ ଇଡକୋକୁ WODC ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ

କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଝାରସୁଗୁଡା ଗସ୍ତରେ ଗଲେ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ । ତେବେ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି WODC ଅଧ୍ୟକ୍ଷ ।

୩.ଅସହାୟ ରାଜ୍ୟ, ବ୍ଲାକମେଲ କରୁଛି କେନ୍ଦ୍ର: ଯୋଗାଣ ମନ୍ତ୍ରୀ

ପେଟ୍ରୋଲ, ଡିଜେଲ ଦର ବଢ଼ି ଚାଲିଥିବାରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ହେଉଛି । କୋଭିଡ ସଂକ୍ରମଣ ଆଳରେ କେନ୍ଦ୍ର ସେସ୍‌ ବୃଦ୍ଧି କରୁଥିବାରୁ ଦରଦାମ ବୃଦ୍ଧି ହେଉଛି ।

୪.ଆସୁଛି ଆଉ ଏକ ଲଘୁଚାପ, ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ଆଉ ଏକ ଲଘୁଚାପ । ଅକ୍ଟୋବର ୧୦ ତାରିଖ ବେଳକୁ ଆଣ୍ଡାମାନରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

୫.ଆସନ୍ତାକାଲି ବ୍ରହ୍ମଗିରି ଗସ୍ତରେ ମୁଖ୍ୟମନ୍ତ୍ରୀ, ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଅଧିକାରୀ

ଗୁରୁବାର ବ୍ରହ୍ମଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ହିତାଧିକାରୀଙ୍କୁ ବଣ୍ଟନ କରିବେ ବିଜୁ ସ୍ୱାସ୍ଥ୍ୟବୀମା କାର୍ଡ ।

୬.ଆତଙ୍କବାଦୀଙ୍କୁ ମୃତ କାଶ୍ମୀର ପଣ୍ଡିତଙ୍କ ଝିଅର ଖୋଲା ଚ୍ୟାଲେଞ୍ଜ

ଘାଟିର ଜଣାଶୁଣା ଫାର୍ମାସିଷ୍ଟ ମାଖନଲାଲ ବିନ୍ଦରୁଙ୍କ ଝିଅ ସିମୃଦ୍ଧି ବିରୁନ୍ଦ କହିଛନ୍ତି, ମୋ ବାପାଙ୍କର ହୁଏତ ମୃତ୍ୟୁ ହୋଇଯାଇଛି, କିନ୍ତୁ ତାଙ୍କ ଆତ୍ମା ସର୍ବଦା ଜୀବିତ ରହିବ । ମଙ୍ଗଳବାର ଶ୍ରୀନଗରରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତ ମାଖନଲାଲ ବିନ୍ଦରୁଙ୍କୁ ଗୁଳି କରି ହତ୍ୟା କରିଥିଲେ ।

୭.ଲଣ୍ଡା ହୋଇ ବିଜେପିକୁ ବିଦାୟ କହିଲେ ବିଧାୟକ

ଟିଏମସିରେ ସାମିଲ ହେବାକୁ ଯାଉଛନ୍ତି ତ୍ରିପୁରା ବିଜେପି ବିଧାୟକ ଆଶିଷ ଦାସ । ଟିଏମସିରେ ସାମିଲ ହେବା ପୂର୍ବରୁ ଆଶିଷ କୋଲକାତାର ପ୍ରସିଦ୍ଧ କାଳୀଘାଟ ମନ୍ଦିରରେ ଲଣ୍ଡା ହୋଇଛନ୍ତି ।

୮.Kheri Violence: ଲଖିମପୁର ଖେରୀ ଅଭିମୁଖେ ରାହୁଲ, ସାଙ୍ଗରେ ଯିବେ ପ୍ରିୟଙ୍କା

ଉଭୟ ରାହୁଲ ଓ ପ୍ରିୟଙ୍କାଙ୍କୁ ଲଖିମପୁର ଖେରୀ ଯିବାକୁ ଅନୁମତି ଦେଇଛନ୍ତି ଉତ୍ତରପ୍ରଦେଶ ସରକାର ଓ ପ୍ରଶାସନ । ସୀତାପୁରରେ ପ୍ରିୟଙ୍କାଙ୍କୁ ଭେଟିବା ପରେ ଲଖିମପୁର ଯିବେ ରାହୁଲ ।

୯.ରେଳ କର୍ମଚାରୀଙ୍କୁ ପାର୍ବଣ ଭେଟି, ମିଳିବ ବୋନସ୍‌

ରେଳ କର୍ମଚାରୀଙ୍କୁ ମିଳିବ ବୋନସ । ଏନେଇ କେନ୍ଦ୍ର କ୍ୟାବିନେଟର ମିଳିଛି ମଞ୍ଜୁରୀ ।

୧୦.FIHର ବାର୍ଷିକ ପୁରସ୍କାର ସମାରୋହରେ ଭାରତୀୟଙ୍କ ଦବ୍‌ଦବା

ଅନ୍ତର୍ଜାତୀୟ ହକି ମହାସଂଘ(FIH)ର ବାର୍ଷିକ ସମାରୋହରେ ପୁରସ୍କାର ପୋଛି ନେଲେ ଭାରତୀୟ ଖେଳାଳି । ବିଭିନ୍ନ ବିଭାଗରେ ଭାରତର ଉଭୟ ପୁରୁଷ ଓ ମହିଳା ବର୍ଗରେ ୫ଟି ପୁରସ୍କାର ହାସଲ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.