ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 7PM ଖବର ଅପଡେଟ

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 27, 2021, 7:00 PM IST

1.ମୁଣ୍ଡୁଳି ବୋଟ ଟ୍ରାଜେଡି: ସୁସ୍ଥ ହୋଇ ଡିସଚାର୍ଜ ହେଲେ କ୍ୟାମେରାମ୍ୟାନ ପ୍ରଭାତ

ହାତୀ ଉଦ୍ଧାର ବେଳେ ବୋଟ ଦୁର୍ଘଟଣାରେ ଆହତ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ହସ୍ପିଟାଲରୁ ଡିସଚାର୍ଜ ।

2.ରାଜ୍ୟରେ 3 କୋଟି ମୁଁହା ଟୀକାକରଣ, 72 ପ୍ରତିଶତ ଲୋକ ନେଲେଣି ଦ୍ୱିତୀୟ ଡୋଜ

ରାଜ୍ୟରେ ରେକର୍ଡ ସଂଖ୍ୟକ ୩ କୋଟି ମୁହାଁ ହେବାରେ ଲାଗିଛି ଟୀକାକରଣ । 500ଟି କେନ୍ଦ୍ରରେ ଲୋକଙ୍କୁ ହେଉଛି ଟୀକାକରଣ ।

3.ଭବାନୀପୁର ହିଂସା: ସରକାରଙ୍କୁ ରିପୋର୍ଟ ମାଗିଲା EC, ନିର୍ବାଚନ ବାତିଲ ପାଇଁ ବିଜେପିର ଦାବି

ଭବାନୀପୁର ହିଂସା ଘଟଣାରେ ସଂଧ୍ୟା ସୁଦ୍ଧା ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଛନ୍ତି ନିର୍ବାଚନ ଆୟୋଗ ।

4.ପୁଅର ପରକୀୟା ପ୍ରୀତି ସନ୍ଦେହରୁ ଦମ୍ପତିଙ୍କୁ ଟାଙ୍ଗିଆରେ ଆକ୍ରମଣ: ଘଟଣାସ୍ଥଳରେ ମା’ ମୃତ, ବାପା ଗୁରୁତର

ପୁଅର ପରକୀୟା ପ୍ରୀତି ଯୋଗୁଁ ବାପା ଓ ମାଙ୍କୁ ଟାଙ୍ଗିଆରେ ହାଣିଲା ଦୁର୍ବୃତ୍ତ । ଘଟଣାସ୍ଥଳରେ ମା' ମୃତ ।

5.ରାଜ୍ୟର 25 ସଡକ ପ୍ରକଳ୍ପ ପାଇଁ ନାବାର୍ଡ ଦେବ 206 କୋଟି

ରାଜ୍ୟର 11ଟି ଜିଲ୍ଲାରେ ଆରମ୍ଭ ହେବ 25ଟି ଗ୍ରାମୀଣ ସଡ଼କ ପ୍ରକଳ୍ପ । ସଡ଼କ ନିର୍ମାଣ ପାଇଁ ସହଯୋଗ କରିବ ନାବାର୍ଡ ।

6.ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ନିର୍ମାଣ ସ୍ଥଳରେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଭିଡିଓ...

ତିନି ଦିନିଆ ଆମେରିକା ଯାତ୍ରାରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ରବିବାର ରାତିରେ ଅଚାନକ ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପ ସ୍ଥଳରେ ପହଞ୍ଚି ଏକ ଘଣ୍ଟା ଯାଞ୍ଚ କରିଛନ୍ତି।

7.IPL betting: 93 ଲକ୍ଷ ଟଙ୍କା ଜବତ, 2 ଗିରଫ

ରବିବାର IPLର 2 ଟି ବଡ ମ୍ୟାଚକୁ ନେଇ ମହାରାଷ୍ଟ୍ରରେ ଚାଲିଥିଲା ବେଟିଂ । ପୁଣେ ପୋଲିସ ଚଢାଉ କରି 2 ଜଣ ବୁକିଜଙ୍କୁ ଗିରଫ କରିଛି ।

8.ଭବାନୀପୁର ଉପନିର୍ବାଚନ ପୂର୍ବରୁ ହିଂସା, ଦିଲୀପ ଘୋଷଙ୍କୁ ଆକ୍ରମଣ

ଭବାନୀପୁରରେ ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଦଳର ରାଷ୍ଟ୍ରୀୟ ଉପସଭାପତି ଦିଲୀପ ଘୋଷଙ୍କୁ ହୋଇଛି ଆକ୍ରମଣ ।

9.ଲ୍ୟାବ ଆସିଷ୍ଟାଣ୍ଟ ଦେବାଶିଷ ଦାସଙ୍କ ମୃତଦେହ ଉଦ୍ଧାର

ମିଳିଲା ମୃତ ଲ୍ୟାବ ଆସିଷ୍ଟାଣ୍ଟ ଦେବାଶିଷ ଦାସଙ୍କ ମୃତଦେହ । କିଶନନଗର ଅଞ୍ଚଳରୁ ତାଙ୍କର ମୃତଦେହ ଠାବ ହୋଇଛି ।

10.ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

ପ୍ରକାଶ ପାଇଲା ଚଳିତ 2021-22 ଶିକ୍ଷା ବର୍ଷର ଯୁକ୍ତ ଦୁଇ ମେଧା ତାଲିକା । ଛାତ୍ରଛାତ୍ରୀ SAMSOdisha.Gov.in ସାଇଟକୁ ଯାଇ ଦେଖିପାରିବେ ନିଜ ନାମ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.