ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 11, 2021, 7:09 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ମୂର୍ତ୍ତି ଉଚ୍ଚତାକୁ ନେଇ ବୈଠକରେ ଝଡ଼, ମୁହାଁମୁହିଁ ହେଲେ ଶାନ୍ତି କମିଟି-ପୂଜା କମିଟି

ସରକାରଙ୍କ ପକ୍ଷରୁ 4 ଫୁଟ ଉଚ୍ଚତାକୁ ନେଇ ପୁନଃ ଆଲୋଚନା ପାଇଁ ଡକାଯାଇଥିବାବେଳେ ଶାନ୍ତି କମିଟିରେ ହଟ୍ଟଗୋଳ ହୋଇଥିବା ଦେଖିବାକୁ ମିଳିଛି ।

2.ଆନ୍ଧ୍ରପ୍ରଦେଶ ମନ୍ତ୍ରୀ ଆପାଲୁ ରାଜୁଙ୍କ ନାମରେ ଏଫଆଇଆର

ଢେଙ୍କାନାଳ ଟାଉନ ଥାନାରେ ଆନ୍ଧ୍ରପ୍ରଦେଶର ମନ୍ତ୍ରୀ ଆପାଲୁ ରାଜୁଙ୍କ ନାମରେ ଏଫଆଇଆର ।

3.ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ, BJP ଆରମ୍ଭ କଲା 'ବୁଥ ବିଜୟ ଅଭିଯାନ’

'ବୁଥ ବିଜୟ ଅଭିଯାନର ଶୁଭାରମ୍ଭ କଲେ ବିଜେପି ମୁଖ୍ୟ ଜେପି ନଡ୍ଡା । କହିଲେ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଭଲ ପ୍ରଦର୍ଶନ କରିବା ସହ କ୍ଷମତା ବଜାୟ ରଖିବ ଦଳ ।

4.୧ ନମ୍ବର ମୁଖ୍ୟମନ୍ତ୍ରୀ କିନ୍ତୁ ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲା କାହିଁକି ଭାରତର ପଛୁଆ ଜିଲ୍ଲା

୫୦ଟି ଅତ୍ୟନ୍ତ ପଛୁଆ ଜିଲ୍ଲା ମଧ୍ୟରୁ ଓଡ଼ିଶାର ୮ଟି ଜିଲ୍ଲା ଦେଶର ସବୁଠାରୁ ପଛୁଆ ଜିଲ୍ଲା ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

5.ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

6.ଆନ୍ଧ୍ରପ୍ରଦେଶ ମନ୍ତ୍ରୀ ଆପାଲୁ ରାଜୁଙ୍କ ନାମରେ ଏଫଆଇଆର

7.ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଇସ୍ତଫା

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଇସ୍ତଫା, ରାଜ୍ୟପାଳଙ୍କୁ ଦେଲେ ଇସ୍ତଫାପତ୍ର ।

8.Swami Vivekananda: ଆଜିର ଦିନରେ ଚିକାଗୋରେ ଦେଇଥିଲେ ଐତିହାସିକ ହିନ୍ଦୀ ଭାଷଣ

ମହାନ ଦାର୍ଶନିକ ସ୍ବାମୀ ବିବେକାନନ୍ଦ ଆଜିର ଦିନ (ସେପ୍ଟମ୍ବର୧୧) ୧୮୯୩ରେ ଆମେରିକାର ଚିକାଗୋ ସହରରେ ଦେଇଥିଲେ ଐତିହାସିକ ଭାଷଣ। ଭାଷଣରେ ଭାରତୀୟ ସଂସ୍କୃତିକୁ ଦୃଢତାର ସହ ରଖିଥିଲେ ।

9.ନୀରଜଙ୍କ ସ୍ବପ୍ନ ହେଲା ପୂରଣ, ବାପାମା'ଙ୍କୁ କରାଇଲେ ପ୍ରଥମ ବିମାନ ଯାତ୍ରା

ନୀରଜ ତାଙ୍କ ଜୀବନର ଏକ ଛୋଟ ସ୍ବପ୍ନକୁ କରିଛନ୍ତି ସାକାର । ଏ ନେଇ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଖୁସିବ୍ୟକ୍ତ କରିଛନ୍ତି ।

10.ଭାରତ-ଅଷ୍ଟ୍ରେଲିଆ 2+2 ମନ୍ତ୍ରୀସ୍ତରୀୟ ଆଲୋଚନାରେ ଆଫଗାନିସ୍ତାନ ପ୍ରସଙ୍ଗକୁ ଗୁରୁତ୍ବ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା 2+2 ମନ୍ତ୍ରୀ ସ୍ତରୀୟ ବୌଠକରେ ଆଫଗାନିସ୍ତାନ ପ୍ରସଙ୍ଗକୁ ଗୁୁରୁତ୍ବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.