ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 14, 2021, 7:02 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଡ୍ରଗ୍ସ ମାଫିଆଙ୍କ ଛାତି ଧଡଧଡ, ଆରମ୍ଭ ହେଲା ସ୍ପେଶାଲ ଡ୍ରାଇଭ୍

କଟକର କିଛି ପ୍ରମୁଖ ସ୍ଥାନ ମାନଙ୍କରେ ମୁଣ୍ଡ ଟେକିଛନ୍ତି ଡ୍ରଗ୍ସ ମାଫିଆ । କରୋନା ଜନିତ ଲକଡାଉନ ଓ ସଟ ଡାଉନରୁ ଫାଇଦା ଉଠାଇ ଏହି ବେଇଅନ ବ୍ୟବସାୟ ଆରମ୍ଭ କରିଛନ୍ତି ।

2. ବିତିଗଲାଣି 50 ବର୍ଷ, ଆଗେଇ ପାରୁନି ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ

ଦୀର୍ଘ ୫୦ ବର୍ଷ ବିତିଯାଇଥିଲେ ମଧ୍ୟ ଶେଷ ହୋଇନି ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଜିଲ୍ଲାବାସୀ ।

3. ଓଡିଶା ପୋଲିସର ୬୭ ଜଣଙ୍କୁ 'ସାହସିକତା ପୋଲିସ ମେଡାଲ', 2 ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର

ସ୍ବାଧୀନତା ଦିବସ ପୂର୍ବରୁ ଗୃହ ମନ୍ତ୍ରଣାଳୟ ଘୋଷଣା କଲା ପୋଲିସ ସାହସିକତା ପୁରସ୍କାର । ଓଡିଶା ପୋଲିସର ୬୭ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର ।

4. ମଦ୍ରାସା ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ, ଭଦ୍ରକ ଜିଲ୍ଲାର ଶେଖ ସରଫରାଜ୍ ଆଲମ୍ ପ୍ରଥମ

ଆଜି(ଶନିବାର) ମଦ୍ରାସା ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଭଦ୍ରକ ଜିଲ୍ଲାର ଶେଖ ସରଫରାଜ୍ ଆଲମ୍ ପ୍ରଥମ ହୋଇଛନ୍ତି ।

5. ସ୍ୟାଣ୍ଡ ଆନିମେସନରେ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ

ରାତି ପାହିଲେ ସ୍ବାଧୀନତା ଦିବସ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା ଭାରତ ।

6. ଦ୍ବୀପପୁଞ୍ଜରେ ଜାତୀୟ ପତାକା ଉଡାଇବାକୁ ନୌସେନାକୁ ମନା, ମୁଖ୍ୟମନ୍ତ୍ରୀ କହିଲେ ଦିଆଯିବ ସୁରକ୍ଷା

ଗୋଆର ଏକ ଦ୍ବୀପପୁଞ୍ଜ ଗ୍ରାମରେ ନୌସେନାର ପତାକା ଉତ୍ତୋଳନକୁ ବିରୋଧ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୋଦ ସାୱନ୍ତଙ୍କ କଡା ସମାଲୋଚନା ।

7. ସ୍ବାଧୀନତା ଦିବସ ପୂର୍ବରୁ ସେନାକୁ ସଫଳତା, ୪ JeM ଆତଙ୍କବାଦୀ ଗିରଫ

ସ୍ବାଧୀନତା ଦିବସ ପୂର୍ବରୁ ଜମ୍ମୁରେ ଭାରତୀୟ ସେନାକୁ ବଡ ସଫଳତା । ୪ ଜୈଶ-ଏ-ମହମ୍ମଦ (JeM) ଆତଙ୍କୀ ଗିରଫ । ସ୍ବାଧୀନତା ଦିବସରେ ବଡ ଆକ୍ରମଣ ଯୋଜନା ପଣ୍ଡ ।

8. ସ୍ବାଧୀନତାର ଅମୃତ ମହୋତ୍ସବ, ଟାଗୋରଙ୍କ କବିତା କୁନିଶିଶୁଙ୍କ କଣ୍ଠରେ ଭାଇରାଲ

ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଦେଶ ପାଳନ କରୁଛି ସ୍ବାଧୀନତାର ଅମୃତ ମହୋତ୍ସବ। ଏହି ଅବସରରେ ଦେଶର କୁନି କୁନି ଶିଶୁମାନେ ମଧ୍ୟ ସ୍ବାଧୀନତାର ଅମୃତ ମହୋତ୍ସବରେ ସାମିଲ ହୋଇଛନ୍ତି ।

9. ନୀରଜ ଚୋପ୍ରାଙ୍କୁ ଭୀଷଣ ଜ୍ବର, କୋଭିଡ ରିପୋର୍ଟ ନେଗେଟିଭ

ଟୋକିଓ ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଜ୍ବର । ତେବେ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ନୀରଜ ସାମିଲ ହୋଇପାରନ୍ତି ।

10. ଲର୍ଡ୍ସ ଟେଷ୍ଟ,(ଲଞ୍ଚ୍‌): ପୁଣି ଭାରତ ରାସ୍ତାରେ ରୁଟ୍‌ କଣ୍ଟା, ଇଂଲଣ୍ଡ ୨୧୬/୩

ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ ଜୋ ରୁଟ୍‌ ଓ ଜନ୍ନି ବେୟାରଷ୍ଟୋଙ୍କ ମଧ୍ୟରେ ଚତୁର୍ଥ ୱିକେଟ ଯୋଡିରେ ଦମଦାର ପାର୍ଟନରସିପ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.