ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 3, 2021, 7:04 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଦିଲ୍ଲୀ ବିଧାୟକଙ୍କ ବଢ଼ିବ ବେତନ, କ୍ୟାବିନେଟରେ ମଞ୍ଜୁର ପ୍ରସ୍ତାବ

ବଢ଼ିବ ଦିଲ୍ଲୀ ବିଧାୟକଙ୍କ ବେତନ । ଦିଲ୍ଲୀ ବିଧାୟକଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ଦିଲ୍ଲୀ କ୍ୟାବିନେଟ ଅନୁମୋଦନ କରିଛି।

2. ସୈନ୍ୟବାର୍ତ୍ତାରୁ ମିଳିଲା ସମାଧାନର ରାସ୍ତା, ଗୋଗରା ହାଇଟ୍‌ରୁ ହଟିବେ ଭାରତ-ଚୀନ ଯବାନ

ମାଲଡୋରେ ହୋଇଥିବା ସୈନ୍ୟବାର୍ତ୍ତାରୁ ବାହାରିଛି ସମାଧାନ ରାସ୍ତା । ଗୋଗରା ହଟସ୍ପ୍ରିଙ୍ଗ୍‌ରୁ ସେନା ପ୍ରତ୍ୟାହାର ସମାଧାନର ଅତିନିକଟରେ ପହଁଞ୍ଚିଛନ୍ତି ଭାରତ ଓ ଚୀନ ।

3. ଅପ୍ରାକୃତିକ ଯୌନଶୋଷଣ; ଅଭିଯୁକ୍ତ ମହିଳାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଆଗୁଆ ଜାମିନ

ଅପ୍ରାକୃତିକ ଯୌନ ଶୋଷଣ ମାମଲା । ଜଣେ ଅଭିଯୁକ୍ତ ମହିଳାଙ୍କୁ ଆଗୁଆ ଜାମିନ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

4. ଅଫଲାଇନ ମାଟ୍ରିକ ପରୀକ୍ଷା: ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର

ଅଫଲାଇନ ମାଟ୍ରିକ ପରୀକ୍ଷା ପରିଚାଳନାରେ ସାଙ୍ଘାତିକ ତୃଟି ଅଭିଯୋଗ । କଟକ ବୋର୍ଡ ହାଇ ସ୍କୁଲରେ ଉତ୍ତେଜନା ।

5. CBSE 10th Result: ଓଡିଶାରୁ ପାସହାର ୯୯.୬୨%

ସିବିଏସଇ ଦଶମ ବୋର୍ଡ ପରୀକ୍ଷା । ଓଡିଶାରୁ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଦେଇଥିଲେ ୪୩, ୬୩୦ ଜଣ ଛାତ୍ରଛାତ୍ରୀ । ପାସ କଲେ ୪୩, ୨୮୮ ଜଣ ।

6. ବିବାହ ଦିନ ବର ଫେରାର, କନିଆଁର ଝୁଲନ୍ତା ମୃତଦେହ ଉଦ୍ଧାର

ବିବାହ ଦିନ ଘର ଭିତରୁ କନ୍ୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପନେଇଲ କଲୋନୀ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା ।

7. ତେଲୁଗୁ ସମ୍ପ୍ରଦାୟଙ୍କ ବଢୁଛି ଚିନ୍ତା: ପ୍ରଶାସନ ଉଚ୍ଛେଦ କଲା ଶ୍ମଶାନ, କେଉଁଠି ହେବ ଅନ୍ତିମସଂସ୍କାର

କଟକରେ ଉନ୍ନୟନ ମୂଳକ କାମ ପାଇଁ ହାଡ଼ିଆ ପଠାରେ ଥିବା ବେଆଇନ ସ୍ଥାନକୁ ଉଛେଦ କରିଛି ପ୍ରଶାସନ । ଦୀର୍ଘ ଦିନ ହେଲା ଶ୍ମଶାନ ଭାବରେ ବ୍ୟବହର କରୁଥିବା ଜମିକୁ ପ୍ରଶାସନ ବିନା ନୋଟିସରେ ଉଚ୍ଛେଦ କରିଛନ୍ତି।

8. ଅଗଷ୍ଟ ୧୫ରେ ଅତିଥି ହେବେ ଅଲମ୍ପିକ ଆଥଲେଟ୍‌

ସ୍ବାଧୀନତା ଦିବସ ଅବସରରେ ସମ୍ପୂର୍ଣ୍ଣ ଭାରତୀୟ ଅଲମ୍ପିକ ଦଳକୁ ଲାଲ କିଲ୍ଲାକୁ ବିଶେଷ ଅତିଥି ଭାବେ ଆମନ୍ତ୍ରିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନିଜ ବାସ ଭବନରେ ଆଥଲେଟଙ୍କୁ କରିବେ ସାକ୍ଷାତ ।

9. #JeeneDo: ସମାଜର ବିଚାରଧାରା ବଦଳିଲେ ସୁରକ୍ଷିତ ରହିବେ ମହିଳା-ନିର୍ଭୟାଙ୍କ ମା'

ଗୋଆ ସମୁଦ୍ରକୂଳରେ ୨ ଜଣ ଗୋଆ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ରାତିସାରା ଶିଶୁଟିଏ ସମୁଦ୍ରକୂଳରେ ରହିଲେ ଏହାକୁ ପିତାମାତା ବିଚାର କରିବା ଆବଶ୍ୟକ ବୋଲି କହିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।

10. ଭାରତ ଫେରିଲେ ସଫଳ ଶଟଲର ସିନ୍ଧୁ, ବିମାନ ବନ୍ଦରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ସ୍ବଦେଶ ଫେରି ଆସିଛନ୍ତି ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ବିପୁଳ ସ୍ବାଗତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.