1-ପାଖେଇ ଆସୁଛି ୟଶ, ଖୁବଶୀଘ୍ର ସ୍ପଷ୍ଟ ହେବ ଲ୍ୟାଣ୍ଡଫଲ୍ ସ୍ଥାନ
ମାଡି ଆସୁଛି ୟସ୍ । ଖୁବଶୀଘ୍ର, ସ୍ପଷ୍ଟ ହେବ ଲ୍ୟାଣ୍ଡଫଲ୍ ସ୍ଥାନ ।
2-ବାତ୍ୟା ୟଶ ପାଇଁ ବିଏମସିର ପ୍ରସ୍ତୁତି
3-ବାତ୍ୟା ୟସ ପାଇଁ ପ୍ରଭାବିତ ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ
ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ବନ୍ଦ ରହିବ ଟୀକାକରଣ ପ୍ରକ୍ରିୟା ।
4-ବୟସ୍କଙ୍କ ଭଳି ଭିନ୍ନକ୍ଷମଙ୍କୁ ମିଳିବ ଡୋର ସର୍ଭିସ, ଘରେ ହେବ ଟେଷ୍ଟିଂ
5-ଏଣିକି ଘରେ ବସି ପାଇପାରିବେ କୋଭିଡ ରିପୋର୍ଟ
କୋଭିଡ଼ ରିପୋର୍ଟ ପାଇବା ହେଲା ସହଜ । ଏ ନେଇ ରାଜ୍ୟ ସରକାର ଜାରି କଲେ ୱେବସାଇଟ ।
6-ଏମ୍ସ ଭୁବନେଶ୍ବରର ସହଭାଗିତାରେ ଉତ୍କଳ ବିଶ୍ବବିଦ୍ୟାଳୟରେ କୋଭିଡ ଦ୍ବିତୀୟ ଲହର ମୁକାବିଲାକୁ ନେଇ ୱେବିନାର
7-ଚିନ୍ତା ବଢାଇଲାଣି ବ୍ଲାକ ଫଙ୍ଗସ, ଓଡିଶାରୁ 15 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ 15 ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଚ ହେବା ପରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
8-ଶୁଭେନ୍ଦୁ ଅଧିକାରୀଙ୍କ ବାପା ଓ ଭାଇଙ୍କୁ Y+ ସୁରକ୍ଷା
ପଶ୍ଚିମବଙ୍ଗ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାପା ଓ ଭାଇଙ୍କୁ Y+ ସିକ୍ୟୁରିଟି ଯୋଗାଇବ ଗୃହ ମନ୍ତ୍ରଣାଳୟ ।
9-ଭ୍ୟାକ୍ସିନ ଯୋଗାଣକୁ ନେଇ ପିଏମ ମୋଦିଙ୍କୁ ଚିଠି ଲେଖିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ
10-ବେବି ବଏର ମା’ ହେଲେ ଶ୍ରେୟା ଘୋଷାଲ
ପୁତ୍ର ସନ୍ତାନର ମା’ ହେଲେ ଗାୟିକା ଶ୍ରେୟା ଘୋଷାଲ । ଯାହାକୁ ନେଇ ତାଙ୍କ ପରିବାରରେ ଖୁସିର ଲହରୀ ।