ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @7PM

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 17, 2021, 7:25 PM IST

1.ପତ୍ନୀଙ୍କ ସ୍ମୃତିରେ ‘ମୋ ସ୍କୁଲ୍ ଅଭିଯାନ’କୁ ଦେଲେ ୧.୫ ଲକ୍ଷ ଟଙ୍କା

ସ୍ୱର୍ଗତ ପତ୍ନୀଙ୍କ ସ୍ମୃତିରେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍ ଅଭିଯାନ’କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଭୁବନେଶ୍ବର ବାସିନ୍ଦା ଚୈତନ୍ୟ ।

2.ଆରମ୍ଭ ହେଲା ସର୍ବଦଳୀୟ ବୈଠକ

ରାଜ୍ୟର କୋରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ ।

3.ମାଲକାନଗିରି ସୀମାନ୍ତରେ ପୋଲିସ ଗୁଳିଲେ 3 ମାଓବାଦୀ ମୃତ, ଗ୍ରାମବାସୀଙ୍କ ଉତ୍ତେଜନା

ବିଜାପୁର ସିଲଗେର ଗାଁରେ ଏହି ଗୁଳିବିନିମୟ ହୋଇଥିଲା । ଘଟଣାରେ 3 ନକ୍ସଲଙ୍କର ମୃତ୍ୟୁ ହୋଇଥିବା ସୂଚନା ।

4.ମହାରାଷ୍ଟ୍ରରେ ରଚିଲା ମହାତାଣ୍ଡବ, ଘୁଘୁ ଗର୍ଜନ କରି ଗୁଜୁରାଟ ଅଭିମୁଖେ ତାଉ'ତେ

ମହାରାଷ୍ଟ୍ରରେ ମହାତାଣ୍ଡବ ରଚିବା ପରେ ଏବେ ତାଉ'ତେ ଗୁଜୁରାଟ ଅଭିମୁଖେ ମାଡିଚାଲିଛି ।

5.ଅଭିଯୋଗ ପରେ ଚେତିଲେ ସରକାର: ଧାର୍ଯ୍ଯ ହେଲା ଘରୋଇ ଆମ୍ବୁଲାନ୍ସ ଭଡା

ଏଣିକି ଘରୋଇ ଆମ୍ବୁଲାନ୍ସ ନେଉଥିଲେ ହେବନି ଲୁଟର ଶିକାର । ଅର୍ଥାତ ଅଧିକ ଭଡା ନେବେନି ଆମ୍ବୁଲାନ୍ସ କର୍ମଚାରୀ କି ମାଲିକ ।

6.ପ୍ରଦର୍ଶନକୁ ପଥର ମାଡ, ଦୀର୍ଘ 6 ଘଣ୍ଟା ପରେ CBI କାର୍ଯ୍ୟାଳୟରୁ ବାହାରିଲେ ମମତା

ନାରଦା ଷ୍ଟିଙ୍ଗ ମାମଲାରେ ଦୁଇ ମନ୍ତ୍ରୀ ସମେତ ତୃଣମୂଳ କଂଗ୍ରେସର 4 ନେତାଙ୍କ ଗିରଫ ପରେ ନିଜାମା ପ୍ୟାଲେସ ସ୍ଥିତ ସିବିଆଇ କାର୍ଯ୍ୟାଳୟ ପହଞ୍ଚିଥିଲେ ମମତା । ଦୀର୍ଘ 6 ଘଣ୍ଟା ପରେ ସିବିଆଇ ଅଫିସରୁ ବାହାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

7.କେନ୍ଦ୍ର କମିଟିର ରିପୋର୍ଟ, ଟୀକାକରଣ ପରେ ରକ୍ତ ଜମାଟର ରହିଛି କମ ଆଶଙ୍କା

ଟୀକାକରଣ ପରେ କ୍ଲଟିଂ ତଥା ଜମାଟ ବାନ୍ଧିବାର ଆଶଙ୍କା ବହୁତ କମ ଥିବା କେନ୍ଦ୍ର ସରକାରଙ୍କ ପ୍ୟାନେଲ କହିଛି ।

8.ରେଲୱେର ମାଇଲଖୁଣ୍ଟ, ଅକ୍ସିଜେନ ଏକ୍ସପ୍ରେସ ଯୋଗାଇଛି 10 ହଜାର ଟନ ପ୍ରାଣବାୟୁ

ରାଜ୍ୟମାନଙ୍କ ଜରୁରୀ ଅମ୍ଳଜାନ ଆବଶ୍ୟକତା ପୂରଣ କରିବାକୁ ରେଳବାଇ ତୟାର । ‘ଅକ୍ସିଜେନ ଏକ୍ସପ୍ରେସ’ ଦ୍ବାରା ଏଯାବତ ଯୋଗାଣ ହେଲାଣି 10 ହଜାର ଟନ ଲିକ୍ୟୁଡ ଅକ୍ସିଜେନ ।

9.'ପ୍ରମୁଖ ଫୁଟବଲ ଖେଳାଳି ଭାବରେ ସ୍ମରଣୀୟ ହୋଇ ରହିବାକୁ ଚାହେଁ'

ବିଶ୍ବର ଏକ ପ୍ରମୁଖ ଫୁଟବଲ ଖେଳାଳି ଭାବରେ ସ୍ମରଣୀୟ ହୋଇ ରହିବାକୁ ଚାହୁଁଛନ୍ତି ଖ୍ରୀଷ୍ଟିଆନୋ ରୋନାଲ୍ଡୋ । ଟିମ୍ ପାଇଁ କଷ୍ଟ କରୁଥିବା ଜଣେ ଫୁଟବଲ ଖେଳାଳି ଭାବରେ ଫ୍ୟାନମାନେ ତାଙ୍କୁ ମନେ ପକାନ୍ତୁ ବୋଲି ସେ କହିଛନ୍ତି ।

10.ମାଡି ଆସୁଛି ତାଉ’ତେ, ଘରେ ରହିବାକୁ ମୁମ୍ବାଇବାସୀଙ୍କୁ ଅପିଲ କଲେ ସେଲିବ୍ରିଟି

ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ବାତ୍ୟା ତାଉ'ତେରୁ ସୁରକ୍ଷିତ ରହିବାକୁ କହିଲେ ସେଲିବ୍ରିଟି । ଏହି କ୍ରମରେ ସାମିଲ ଅଛନ୍ତି ଅମିତାଭଙ୍କ ଠୁ ନେଇ କରୀନା କପୁର ଖାନ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.