ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 1, 2021, 7:03 PM IST

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ତୃତୀୟ ଲହର ଆସିବା ସମ୍ଭାବନା କେତେ, ସଂକ୍ରମଣ ରୋକିବ କି ଟିକା ?

ମରାତ୍ମକ ମହାମାରୀ କୋରୋନାକୁ ମାତ ଦେବା ପାଇଁ ଟିକା କେତେ ଉପଯୋଗୀ ? 130 କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ କୋରୋନା ମୁକାବିଲା ପାଇଁ ଟିକାକରଣ ହେବ କି ଫଳପ୍ରଦ ? ପ୍ରଥମ ଓ ଦ୍ବିତୀୟ ଡୋଜ ଟିକା ଓ ଏହାକୁ ନେବା ପରେ କଣ ହେବ ଫାଇଦା ?

2. ଭାରତରେ ପହଞ୍ଚିଲା କୋରୋନା ସଞ୍ଜିବନୀ ‘ସ୍ପୁଟନିକ-ଭି’

ଋଷରୁ ଆସିଲା ଆଉ ଏକ କୋରୋନା ସଞ୍ଜିବନୀ । ହାଇଦ୍ରାବାଦରେ ପହଞ୍ଚିଲା ‘ସ୍ପୁଟନିକ୍-ଭି’ର ପ୍ରଥମ କନସାଇନମେଣ୍ଟ । ଭାରତରେ ଜରୁରୀ ବ୍ୟବହାର ପାଇଁ ମିଳିଛି ଗ୍ରୀନ ସିଗନାଲ୍ ।

3. କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ କଡା ତାଗିଦ, ଖୁବଶୀଘ୍ର ଦିଅ 490 MT ଅକ୍ସିଜେନ୍

ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ନେଇ କେନ୍ଦ୍ର ପ୍ରତି ପୁଣି କଠୋର ଆଭିମୁଖ୍ୟ ଦେଖାଇଲେ ଦିଲ୍ଲୀ ହାଇକୋର୍ଟ । କହିଲେ କୌଣସି ପରିସ୍ଥିତିରେ ଯୋଗାଣ କର 490 ମେଟ୍ରିକ ଟନ ଅକ୍ସିଜେନ ।

4. 'ଆଜିଠୁ ସ୍ଲଟ୍ ବୁକିଂ, ସୋମବାରଠୁ ଟୀକାକରଣ'

ଆଜି ସନ୍ଧ୍ୟାରୁ ଖୋଲିବ କୋଓ୍ବିନ ପୋର୍ଟାଲ । ପଞ୍ଜିକରଣ କରି ଟିକା ନେଇପାରିବେ ରାଜଧାନୀ ବାସିନ୍ଦା ।

5. ରାଜଧାନୀରେ ବୃଦ୍ଧି ହେଲା ବେଡ୍ ସଂଖ୍ୟା

ଭୁବନେଶ୍ବରରେ କୋଭିଡ ପରିଚାଳନାକୁ ନେଇ ବିଏମସି କମିଶନଙ୍କ ସାମ୍ବାଦିକ ସମ୍ମିଳନୀ । ସଂକ୍ରମଣ ବୃଦ୍ଦି ପାଉଥିବାରୁ ବେଡ ସଂଖ୍ୟା ବୃଦ୍ଧି କରାଯାଇଥିବା କମିଶନଙ୍କ ସୂଚନା ।

6. ଦିଲ୍ଲୀରେ ପୁଣି ସପ୍ତାହେ ବଢିଲା ଲକଡାଉନ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପୁଣି ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକଡାଉନ ଅବଧି ।

7. ଭାରତରେ ସଂକ୍ରମଣ ରୋକିବାକୁ ଲକଡାଉନ କରାଯାଉ: ଆମେରିକା ସ୍ବାସ୍ଥ୍ୟ ବିଶେଷଜ୍ଞ

ଭାରତରେ କୋରୋନାର ଦ୍ବିତୀୟ ଲହରୀ ତାଣ୍ଡବ ରଚୁଛି । ଆଜି ପ୍ରଥମ ଥର ଦେଶରେ ସଂକ୍ରମିତଙ୍କ ସଂଖ୍ୟା 4 ଲକ୍ଷ ଟପିଛି । ସଂକ୍ରମଣ ରୋକିବାକୁ ଏବେ ଗୋଟିଏ ମାତ୍ର ଉପାୟ ଲକଡାଉନ । କିଛି ସପ୍ତାହ ପୁଣି ଦେଶକୁ ଲକଡାଉନ କରି ଦିଆଗଲା ଗଲେ ସଂକ୍ରମଣ ଚେନ ଭାଙ୍ଗି ପାରିବା ବୋଲି ଆମେରିକାର କୋଭିଡ ମହାମାରୀ ଟିମର ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫାଉସି କହିଛନ୍ତି ।

8. ଦିଲ୍ଲୀରେ ଅକ୍ସିଜେନ ସଙ୍କଟ, ବାତ୍ରା ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ 12 ମୃତ

ଅକ୍ସିଜେନ ଅଭାବରୁ ପୁଣି ଚାଲିଗଲା ଜଣେ ଡାକ୍ତରଙ୍କ ସମେତ 12 କୋରୋନା ରୋଗୀଙ୍କ ଜୀବନ । ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଏପରି ଅଘଟଣ ଘଟିଥିବା ସୂଚନା ରହିଛି । ହସ୍ପିଟାଲରେ କୋରୋନା ସଂକ୍ରମିତ ଚିକିତ୍ସାଧିନ ଥିବାବେଳେ ହସ୍ପିଟାଲରେ ଅକ୍ସଜେନ ଶେଷ ହୋଇଯାଇଥିଲା । ଫଳରେ ଜଣେ ଡାକ୍ତରଙ୍କ ସମେତ 12 ଜଣ ରୋଗୀ ପ୍ରାଣ ହରାଇଛନ୍ତି ।

9. ଶ୍ରମିକ ଦିବସରେ ସମ୍ମୁଖ ଯୋଦ୍ଧାଙ୍କୁ ସିଏସକେର ସାଲ୍ୟୁଟ

ଶ୍ରମିକ ଦିବସ ଅବସରରେ ଇଣ୍ଡିଆନ ପ୍ରିମିୟର ଲିଗ ପ୍ରାଞ୍ଜାଇଜ ଚେନ୍ନାଇ ସୁପର କିଙ୍ଗ୍ସ, ଦେଶର ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛି ।

10. ଏକାଠି ନଜର ଆସିବେ ରଣବୀର- ହ୍ରିତିକ !

ନିକଟରେ ଋଷି କପୁରଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ତାଙ୍କ ବନ୍ଧୁ ରାକେଶ ରୋଶନ ତାଙ୍କର ଇଚ୍ଛା ପ୍ରକାଶ କରି ଏକ ବଡ ଖୁଲାସା କରିଛନ୍ତି । ରାକେଶ କହିଛନ୍ତି ଯେ, ସେ ହ୍ରିତିକ ଏବଂ ରଣବୀରଙ୍କୁ ଏକ ଫିଲ୍ମରେ ଏକାଠି କାଷ୍ଟ କରିବାକୁ ଚାହୁଁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.