ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ଖବର - ବର୍ତ୍ତମାନର ବଡ଼ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ଖବର
author img

By

Published : Feb 20, 2021, 6:58 PM IST

1-ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ, 2.30 % କମିଛି ମୁଣ୍ଡପିଛା ଆୟ

ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । 2020-21 ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡ ପିଛା ଆୟ 4.92 ପ୍ରତିଶତକୁ ସଙ୍କୁଚିତ ହେବ । ସେହିପରି କମିଛି ମୁଣ୍ଡପିଛା ଆୟ ।

2-କୋଟିଆ କଳି, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । କୋଟିଆରେ ଆନ୍ଧ୍ର ବେଆଇନ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଲେଖିଛନ୍ତି ।

3-ପୁଣି ଆନ୍ଧ୍ରର ଦାଦାଗିରି: କୌଶଲ୍ୟାପୁରରେ ନିର୍ମାଣ କରିଛି ସ୍କୁଲ, ପାଠ ପଢୁଛନ୍ତି ଓଡିଶା ପିଲା

ତେଜିବାରେ ଲାଗିଛି ଓଡିଶା ଆନ୍ଧ୍ର ସୀମା ବିବାଦ । କାଶୀନଗରର କୌଶଲ୍ୟାପୁରକୁ ନିଜ ଅଞ୍ଚଳ ଦର୍ଶାଇ ନିର୍ମାଣ କରିଛି ସ୍କୁଲ ।

4-ରେଳ ଲାଇନ ତୁରନ୍ତ କାର୍ଯ୍ୟକ୍ଷମ ଦାବିରେ ରେଳ ଧାରଣାରେ ବିଧାୟକଙ୍କ ଧାରଣା

ରେଳ ଧାରଣାରେ ଶୋଇଲେ ବିଧାୟକ । ବିମଳାଗଡ଼-ତାଳଚେର ରେଳ ଲାଇନକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ ଏପରି ପଦକ୍ଷେପ ନେଇଥିବା ସୂଚନା ।

5-ଲିଭିନି ଚତୁର୍ଥୀ ହୋମ, ଜଳିଲା ନବବଧୂର ଜୁଇ

ଢେଙ୍କାନାଳ ଜିଲ୍ଲା ବିଦାବନ୍ଧ ଗ୍ରାମରେ ଘଟିଛି ଅଘଟଣ । ଚତୁର୍ଥୀ ପୂର୍ବରୁ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

6-ରାଜଧାନୀ ବସ୍ତିରେ ଅବକାରୀ ବିଭାଗର ଚଢାଉ: ୧୨ ଗିରଫ

ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ଅବକାରୀ ବିଭାଗର ଚଢାଉ । ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ 12 ଜଣ ଗିରଫ ।

7-ନିର୍ବାଚନ ନାରା ଟକ୍କର: 'ବଙ୍ଗ ନିଜ ଝିଅକୁ ଚାହୁଁଛି' ପ୍ରଚାର କରି ଲଢିବେ ଦିଦି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜକୁ ବଙ୍ଗ ଝିଅ ଭାବରେ ଚିତ୍ରଣ କରିଛନ୍ତି । ଆସନ୍ତା ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବା ପାଇଁ ତୃଣମୂଳ କଂଗ୍ରେସ ଶନିବାର ନିଜର ନିର୍ବାଚନୀ ନାରା ଘୋଷଣା କରିଛି ।

8-ଚମୋଲି ହିମସ୍ଖଳନରେ ବେସାହାରା 4 ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସୋନୁ ସୁଦ

ଚମୋଲି ହିମସ୍ଖଳନରେ ନରେନ୍ଦ୍ର ନଗର ଗୁଲର ବାସିନ୍ଦା ଆଲମ ସିଂହ ପୁଣ୍ଡିରଙ୍କ ମୃତ୍ୟୁ ହେବା ପରେ ତାଙ୍କର ଚାରି ଝିଅ ବେସାହାରା ହୋଇଯାଇଥିଲେ । ବଲିଉଡ ହିରୋ ସୋନୁ ସୁଦ ସେହି ଚାରି ଝିଅଙ୍କୁ ପୋଷ୍ୟ ହିସାବରେ ଗ୍ରହଣ କରିଛନ୍ତି ।

9-ବିଜୟ ହଜାରେ ଟ୍ରଫି: ଉଥାପ୍ପାଙ୍କ ଧୂଆଁଧାର ଶତକ, ଅଡୁଆରେ ଓଡିଶା

259 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଛି କେରଳ । ଅଭିଜ୍ଞ କେରଳ ବ୍ୟାଟ୍ସମ୍ୟାନ ରବିନ ଉଥାପ୍ପା ଧୁଆଁଧାର ଶତକ ହାସଲ କରିଛନ୍ତି ।

10-"ଭୋକ"ର ଶୁଭ ମହୁରତ

ଓଡ଼ିଆ ଫିଲ୍ମ "ଭୋକ"ର ଶୁଭ ମହୁରତ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ହୋଇଯାଇଛି । ଜ୍ୟୋତି ପ୍ରଡକ୍ସନ ବ୍ୟାନରରେ ଏହି ନୂଆ ଓଡ଼ିଆ ଚଳଚିତ୍ର "ଭୋକ" ଫିଲ୍ମର ଶୁଭ ମହୁରତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.