ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ଖବର - ବର୍ତ୍ତମାନର ବଡ଼ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ଖବର
author img

By

Published : Feb 19, 2021, 7:01 PM IST

1-ଧାନକିଣା ସମ୍ପର୍କରେ ଶନିବାର ଗୃହରେ ଉତ୍ତର ରଖିବେ ମନ୍ତ୍ରୀ

ଧାନକିଣା ସମ୍ପର୍କରେ ଆସନ୍ତାକାଲି (ଶନିବାର) ଗୃହରେ ଉତ୍ତର ରଖିବେ ମନ୍ତ୍ରୀ । ଏ ନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି।

2-ଲେଖାଶ୍ରୀଙ୍କୁ ଭାଷାଜ୍ଞାନ ପରାମର୍ଶ ଦେଲେ ଇପ୍ସିତା

ବିଜେପି ମୁଖପାତ୍ର ଲେଖାଶ୍ରୀଙ୍କୁ ଘେରିଲେ ବିଜେଡି ପେନାଲିଷ୍ଟ ଇପ୍ସିତା ସାହୁ । ପରୀ ମାମଲାରେ ଲେଖାଶ୍ରୀ ଦେଇଥିବା ମନ୍ତବ୍ୟକୁ କଲେ କଟାକ୍ଷ ।

3-ରାଜଧାନୀର ୪୨୦ ସହାୟିକା, ଧୋକା ଖାଇଗଲେ ଘର ମାଲିକାଣି

ଘରକାମରେ ନିୟୋଜିତ ସହାୟିକା ମାଲିକାଣିଙ୍କ ଉପସ୍ଥିତିରେ ବୁଲାଉଥିଲା କଳାକନା । ପୋଲିସ ଏବେ ସହାୟିକା ସହ ତାର ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିବାରେ ସଫଳ ହୋଇଛି ।

4- ଡି ବ୍ରଦର୍ସ ସହଯୋଗୀ ଭଜନା ଗିରଫ

ଡି ବ୍ରଦର୍ସର ଅନ୍ୟତମ ସହଯୋଗୀ ଭଜନାକୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। ଅନ୍ତରୀଣ ଜାମିନରେ ଆସି ସାକ୍ଷୀମାନଙ୍କୁ ଧମକ ଚମକ ଦେବା ଅଭିଯୋଗରେ ଗିରଫ କରିଛି ପୋଲିସ।

5-୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ୍

ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ୧୧ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

6-ନେତାଜୀଙ୍କ ଜୀବନୀ ପଢିବାକୁ ଯୁବବର୍ଗଙ୍କୁ ଶାହଙ୍କ ଉପଦେଶ

ଗୃହମନ୍ତ୍ରୀ ଶୁକ୍ରବାର ପଶ୍ଚିମବଙ୍ଗରେ ଆୟୋଜିତ ସୌର୍ଯ୍ୟାଞ୍ଜଳୀ ସମାରୋହରେ ଯୋଗ ଦେଇଥିଲେ । ଏଠାରେ ସେ ଯୁବବର୍ଗଙ୍କୁ ନେତାଜୀଙ୍କ ଜୀବନୀ ପଢିବାକୁ ଉପଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

7-'ଏଥର ବେଙ୍ଗଲରେ ଆଉ 'ବୁଆ-ଭତିଜା' ସରକାର ଆସିବନି'

ଏଥର ବେଙ୍ଗଲରେ ଆଉ 'ବୁଆ-ଭତିଜା' ସରକାର ଆସିବନି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପଶ୍ଚିମବଙ୍ଗର ତମଲୁକ ଗସ୍ତ ଅବସରରେ ସେ ଏପରି କହିଥିବା ଜଣାପଡିଛି ।

8-ଦେବଭୂମିରୁ ଟଳୁନି ବିପଦ, ଉତ୍ତରାଖଣ୍ଡରେ 4 ତୀବ୍ରତାର ଭୂମିକମ୍ପ

ଦେବ ଭୂମିରେ ଭୁସ୍ଖଳନ ପରେ ଏଠାକାର ଜନସାଧାରଣଙ୍କ ଭୟରେ ଜୀବନ ବିତାଉଥିବା ବେଳେ କ୍ରମାଗତ ଭୂମିକମ୍ପର ଝଟକା ଛାତି ଥରାଇଦେଉଛି । ଶୁକ୍ରବାର ପୂନର୍ବାର ଭୂମିକମ୍ପରେ ଦୋହଲିଛି ଉତ୍ତରାଖଣ୍ଡ ।

9-ଅଷ୍ଟ୍ରେଲିଆନ ଓପନ: ମାର୍ଟନସ-ସାବାଲେଙ୍କା ମହିଳା ଯୁଗଳ ଟାଇଟେଲ ବିଜେତା

ଏଲିସ ମାର୍ଟନସ ଓ ଆରିନା ସାବାଲେଙ୍କା ଜିତିଲେ ଅଷ୍ଟ୍ରେଲିଆନ ଓପନର ମହିଳା ଯୁଗଳ ବର୍ଗର ଫାଇନାଲ । ଏଥିସହ ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟ୍ରଫି ବିଜେତା ହୋଇଛନ୍ତି ଏହି ଟିମ ।

10-ଓସ୍କାର ଦୌଡରେ ଓଡିଆ ଫିଲ୍ମ 'କାଲିର ଅତୀତ'

ଓସ୍କାର ଦୌଡରେ ଓଡିଆ ଫିଲ୍ମ 'କାଲି ର ଅତୀତ' । ଯାହା ବିଷୟରେ ଟ୍ବିଟ କରି ସୂଚନା ଦେଲେ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.