ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 2, 2022, 7:03 PM IST

1. IPS ସ୍ତରରେ ଅଦଳବଦଳ, ବଦଳିଲେ ବୌଦ୍ଧ ଓ ଦେବଗଡ଼ ଜିଲ୍ଲା SP

IPS ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ପଦୋନ୍ନତି ପାଇ ସୁଦାମ ସାହୁ ଟ୍ବିନ୍‌ସିଟି କଟକ-ଭୁବନେଶ୍ବର କ୍ରାଇମ DCP ଦାୟିତ୍ବ ନେବେ ।

2. ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ମାମଲା, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବର୍ଷେ ବୃଦ୍ଧି ପାଇଁ ଅଧ୍ୟାଦେଶ ଆଣିଥିଲା କେନ୍ଦ୍ର ।

3. କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ସୁରକ୍ଷା ବଳରେ ଖାଲିଥିବା 84 ହଜାର ପଦବୀ ପୂରଣ ହେବ

କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ସୁରକ୍ଷା ବଳ ଓ ଆସାମ ରାଇଫଲ୍ସରେ ଖାଲି ପଡିଛି 84,659 ପଦବୀ । ଆସନ୍ତାବର୍ଷ ଶେଷ ସୁଦ୍ଧା ଭର୍ତ୍ତି ସାରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଥିବା ଗୃହରେ ସୂଚନା ଦେଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ।

4. ଇଣ୍ଡିଗୋ ବିମାନ ତଳେ ପଶିଗଲା ଗୋ-ଫାଷ୍ଟ କାର

ଦିଲ୍ଲୀ ବିମାନ ବନ୍ଦରରେ ଅଭାବନୀୟ ଘଟଣା । ଉଡାଣ ପାଇଁ ପାର୍କିଂରେ ପ୍ରସ୍ତୁତ ହେଉଥିବା ଇଣ୍ଡିଗୋ ବିମାନ ତଳେ ପଶିଗଲା କାର । ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା । ଆରମ୍ଭ ହୋଇଛି ତଦନ୍ତ ।

5. କାଷ୍ଟିଂ କାଉଚ ମାମଲାରେ ପପୁ ପମ୍‌ପମ୍‌ଙ୍କୁ ମିଳିଲା କ୍ଲିନ୍‌ଚିଟ୍‌

ଓଲିଉଡର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ କୋର୍ଟରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବରର ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ଫସି ଗିରଫ ହୋଇଥିବା ପପୁ ପମ୍‌ପପମ୍‌ ପକ୍ସୋ କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ।

6. ଓଟିଏମ ମାମଲା ଶୁଣାଣି, ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ହାଇକୋର୍ଟରେ ଓଟିଏମ ମାମଲାର ଶୁଣାଣି । ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ ।

7. ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସ୍ବାସ୍ଥ୍ୟକେନ୍ଦ୍ର କିରାଣୀ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସ୍ବାସ୍ଥ୍ୟକେନ୍ଦ୍ର କିରାଣୀ । ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରିଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀଙ୍କୁ ଧରିଲା ଖୋର୍ଦ୍ଧା ଭିଜିଲାନ୍ସ ଟିମ ।

8. ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସମସ୍ୟା, ସମାଧାନ ପାଇଁ ଧାରଣାରେ ବସିଲେ ସାମ୍ବାଦିକ

ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଏହାକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଭଞ୍ଜନଗର ସାମ୍ବାଦିକ ସଂଗଠନ ।

9. Asia Cup: ଖେଳସୂଚୀ ଜାରି, ଅଗଷ୍ଟ 28ରେ ଭାରତ-ପାକିସ୍ତାନ ମ୍ୟାଚ୍‌

୧୫ତମ ସଂସ୍କରଣ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଜାରି ହୋଇଛି ଖେଳ ସୂଚୀ । ଅଗଷ୍ଟ ୨୮ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ ।

10. CWG 2022 Day 5: ନିରାଶ କଲେ ଦୂତି, ୧୦୦ ମିଟର ମହିଳା ଦୌଡ ସେମି କ୍ୱାଲିଫାଏରେ ହେଲେ ବିଫଳ

ରାଜ୍ୟଗୋଷ୍ଠୀ କ୍ରୀଡା ଦୌଡ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ପାଇଲେ ଧାବିକା ଦୂତି ଚାନ୍ଦ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.