ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS at 7 PM
TOP NEWS at 7 PM
author img

By

Published : May 14, 2021, 7:05 PM IST

1.ବଢିଲା OJEE ଆବେଦନ ଅବଧି

OJEE ଆବେଦନ ଅବଧି ମେ 15 ଯାଏଁ ରହିଥିବା ବେଳେ ଏବେ ଏହାକୁ ଜୁନ୍ 15 ଯାଏଁ ବୃଦ୍ଧି କରାଯାଇଛି।

2. ନୂଆ ଜୀବନ ପାଇଲା 25 ଦିନର କୋରୋନା ଆକ୍ରାନ୍ତ ଶିଶୁ

ନୂଆ ଜୀବନ ପାଇଲା 25 ଦିନର କୋରୋନା ଆକ୍ରାନ୍ତ ଶିଶୁ। କୋରୋନାରେ ସଂକ୍ରମିତ ହେବାପରେ ଶିଶୁଟିକୁ କଳାହାଣ୍ଡିରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା।

3. ଜେଲରେ ଗ୍ୟାଙ୍ଗୱାର, 3 ଗ୍ୟାଙ୍ଗ୍‌ଷ୍ଟାରଙ୍କ ମୃତ୍ୟୁ

ଚିତ୍ରକୂଟ ଜେଲ ପରିସରରେ ଦୁଇ କଏଦୀ ଗୋଷ୍ଠୀଙ୍କ ସଂଘର୍ଷ ସମୟରେ ଦୁଇ ଗ୍ୟାଙ୍ଗ୍‌ଷ୍ଟାରଙ୍କ ହୋଇଛି ହତ୍ୟା ।

4. ‘କୋରୋନା ଯୁଦ୍ଧରେ ମାସ୍କ ବିଶଲ୍ୟକରଣୀ’

ରାଜ୍ୟରେ କୋରୋନା ସ୍ଥିତି ନେଇ ସରକାରଙ୍କ ସୂଚନା । କୋରୋନା ଯୁଦ୍ଧରେ ବିଜୟୀ ହେବାକୁ ହେଲେ କୋରୋନା ଗାଇଡଲାଇନକୁ ପାଳନ କରିବା ବାଧ୍ୟତାମୂଳକ । ମାସ୍କ, ସାନିଟାଇଜ ଓ ସାମାଜିକ ଦୂରତା ପାଳନ କରିବା ଅନିର୍ବାର୍ଯ୍ୟ ।

5. ବାହାର ରାଜ୍ୟର ରୋଗୀଙ୍କୁ ପ୍ରବେଶ ମନା ! ସରକାରଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ରୋକ

ତେଲେଙ୍ଗାନା ସରକାରଙ୍କ ନିର୍ଦ୍ଦେଶ । ବାହାର ରାଜ୍ୟରୁ ଆସୁଥିବା ରୋଗୀଙ୍କ ପାଖରେ ଯଦି ବେଡ୍‌ କନଫରମେସନ ନଥିବ ତେବେ ତାକୁ ତେଲେଙ୍ଗାନା ଭିତରକୁ ପ୍ରବେଶର ମିଳିବନି ଅନୁମତି ।

6. କୋରୋନା କଟକଣାରେ ପାଳନ ହେଲା ପବିତ୍ର ଇଦ

କୋଭିଡ କଟକଣାରେ ପାଳିତ ହୋଇଛି ମୁସଲମାନ ମାନଙ୍କ ପବିତ୍ର ଇଦ ଉଲ୍ ଫିତର । ମୁସଲମାନ ମାନେ ପରସ୍ପରକୁ ଖୁସି ବାଣ୍ଟି ପାଳନ କରିଛନ୍ତି ପବିଦ୍ର ଇଦ ।

7. ସ୍ପୁଟନିକ ଭିର ପ୍ରଥମ ଡୋଜ ନେଲେ ଭାରତୀୟ, ପ୍ରାଇଭେଟ ସେକ୍ଟରକୁ ମିଳିବ ପ୍ରାଥମିକତା

ହାଇଦ୍ରାବାଦରେ ଆଜି ଅର୍ଥାତ ମେ 14 ରେ ସ୍ପୁଟନିକ ଭି- ଟିକାର ପ୍ରଥମ ଡୋଜ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି । ଆଗାମୀ ସପ୍ତାହରୁ ବଜାରରେ ଏହି ଟିକା ଉପଲବ୍ଧ ହେବ ।

8. ଅସ୍ଥିର ଇକ୍ୟୁଟି ମାର୍କେଟ, 14 ହଜାର 700 ତଳକୁ ଖସିଲା ନିଫ୍ଟି

କୋଭିଡ-19 ମହାମାରୀର ଦ୍ବିତୀୟ ଲହର ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ଚିନ୍ତା ଓ ବୈଶ୍ବିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟରେ ଆଜି କାରବାର ହ୍ରାସ ବୃଦ୍ଧିରେ ହୋଇଛି ବନ୍ଦ ।

9. କୋରୋନା ଲଢ଼େଇରେ ହନୁମାଙ୍କ 100 ଜଣିଆ ଦଳ

ବର୍ତ୍ତମାନ କୋରୋନା ମହାମାରୀ ଲଢ଼େଇରେ ସାମିଲ ହୋଇଛନ୍ତି ଭାରତୀୟ ବ୍ୟାଟସମ୍ୟାନ ହନୁମା ବିହାରୀ। ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଏକ 100 ଜଣିଆ ପ୍ରତିନିଧି ଦଳ ତିଆରି କରିଛନ୍ତି ବିହାରୀ ।

10. ସପରିବାର ଇଦ୍ ସେଲିବ୍ରେଟ କଲେ ସଞ୍ଜୟ

ଅଭିନେତା ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଇଦ୍ ସେଲିବ୍ରେଶନର ଝଲକ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକରେ ସଞ୍ଜୟ ତାଙ୍କ ପରିବାର ସହିତ ଇଦ୍ ସେଲିବ୍ରେଟ କରୁଥିବାର ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.