ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS
TOP NEWS
author img

By

Published : May 6, 2021, 7:12 PM IST

1.କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ, କୋଭିଡ ଟିକାରୁ ଛାଡ ହେଉ ଜିଏସଟି

ସିଏମ୍ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ଲେଖିଛନ୍ତି ଚିଠି । ଏଥିରେ କୋଭିଡ -19 ଟିକା କ୍ରୟ ଉପରେ ଜିଏସଟି ଛାଡ ଏବଂ କେନ୍ଦ୍ର ଦ୍ୱାରା ସଂଗୃହିତ ସେସ ଏବଂ ସରଚାର୍ଜରୁ ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ।

2. ଭୁବନେଶ୍ୱରରେ ଆରମ୍ଭ ହେଲା ଭ୍ୟାକ୍ସିନ୍ ଉତ୍ପାଦନ ୟୁନିଟ୍ କାମ

ଭୁବନେଶ୍ବରର ଅନ୍ଧାରୁଆରେ ଭ୍ୟାକ୍ସିନ୍ ଉତ୍ପାଦନ ୟୁନିଟ୍ ନିର୍ମାଣ କାର୍ଯ୍ୟ ଆରମ୍ଭ । 2022 ଜୁନ ମାସ ଶେଷ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ଯ ସରକାର ।

3. ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

4. ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡ଼ିଓ କନଫରେନ୍ସିଂ: ଅକ୍ସିଜେନ ଓ ଟୀକାକରଣ ବ୍ୟବସ୍ଥା ନେଇ ଆଲୋଚନା

କୋଭିଡ ପରିଚାଳନା ନେଇ କେନ୍ଦ୍ରୀୟ ରାଷ୍ଟ୍ରାୟତଃ ଉଦ୍ୟୋଗଗୁଡିକ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା ।

5. ଦିଦିଙ୍କ ଘୋଷଣା, ବଙ୍ଗ ହିଂସାରେ ପ୍ରାଣ ହରାଇଥିବା କର୍ମୀଙ୍କ ପରିବାରକୁ ମିଳିବ 2 ଲକ୍ଷ

ପଶ୍ଚିମବଙ୍ଗ ହିଂସାରେ ପ୍ରାଣ ହରାଇଥିବା କର୍ମୀଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

6. ଆଇସିୟୁ ବେଡରେ ଜନ୍ମଦିନ ପାଳିଲେ କୋରୋନା ଆକ୍ରାନ୍ତ ବିଧାୟକ

କୋରୋନାରେ ସଂକ୍ରମିତ ଥିବା ସତ୍ତ୍ବେ ହସ୍ପିଟାଲ ଆଇସିୟୁରେ ଜନ୍ମଦିନ ପାଳନ କରି ଚର୍ଚ୍ଚାରେ କଂଗ୍ରେସ ବିଧାୟକ କୁଲଦ୍ବୀପ ବତ୍ସ ।

7. କୋରୋନାରୁ ବଞ୍ଚିବାକୁ ଖାଇଲେ ହୋମିଓପାଥି, ଚାଲିଗଲା ଗୋଟିଏ ପରିବାରର 8 ଜୀବନ

ପଡୋଶୀ ରାଜ୍ୟ ଛତିଶଗଡର ବିଳାସପୁରରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା, ଯେଉଁଠି ହୋମିଓପାଥି ଔଷଧ ଖାଇବା ଗୋଟିଏ ପରିବାରକୁ ମହଙ୍ଗା ପଡିଛି ।

8. କୋରୋନାରେ ହାରିଗଲେ ଏହି ଭାରତୀୟ କ୍ରିକେଟର

କୋରୋନା ନେଇଗଲା ରାଜସ୍ଥାନର ପୂର୍ବତନ ଲେଗ୍‌ ସ୍ପିନର ଓ ରଣଜୀ ଟ୍ରଫି ବିଜେତା ଟିମର ସଦସ୍ୟ ବିବେକ ଯାଦବଙ୍କ ଜୀବନ ।

9. ବାୟୋବବଲରେ ଭାଇରସ ପହଞ୍ଚିଲା କିଭଳି ତାହା କହିବା କଷ୍ଟକର: ସୌରଭ ଗାଙ୍ଗୁଲି

ବାୟୋବବଲ ପର୍ଯ୍ୟନ୍ତ କୋରୋନା ଭାଇରସ ପହଞ୍ଚିଲା କିଭଳି ତାହା କହିବା କଷ୍ଟକର ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

10. ଭାରତୀୟଙ୍କ ପାଇଁ ପାକିସ୍ତାନୀ ଅଭିନେତା ଅଲି ଜାଫରଙ୍କ ପ୍ରାର୍ଥନା

ଭାରତରେ କୋରୋନାର ଦ୍ବିତୀୟ ଲହର ଦିନକୁ ଦିନ ନୂଆ ରେକର୍ଡ କରୁଛି । ଭାରତରେ ଏଭଳି ସମୟରେ ବିଭିନ୍ନ ଦେଶ ସହାୟତାର ହାତ ବଢାଉଛନ୍ତି । ଏବେ ଏହି କ୍ରମରେ ଯୋଡି ହୋଇଛି ପାକିସ୍ତାନ । ବର୍ତ୍ତମାନ ପାକିସ୍ତାନୀ ଅଭିନେତା ତଥା ଗାୟକ ଅଲି ଜାଫର ଏକ ବାର୍ତ୍ତା ସେୟାର କରିଛନ୍ତି । ଯେଉଁଥିରେ ସେ ଭାରତୀୟଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.