ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Apr 22, 2021, 7:20 PM IST

ନଜର ପକାନ୍ତୁ NEWS@7 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7 PM
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ଆରପାରିରେ ପ୍ରସିଦ୍ଧ ଫିଲ୍ମ ଏଡିଟର ରବି ପଟ୍ଟନାୟକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଫିଲ୍ମ ଜଗତକୁ ଲାଗିଲା ଶକ୍ତ ଝଟକା । ଗୁରୁବାର ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲେ ପ୍ରସିଦ୍ଧ ଫିଲ୍ମ ଏଡିଟର ରବି ଶଙ୍କର ପଟ୍ଟନାୟକ ।

2-ଦେଶରେ ଅକ୍ସିଜେନ ସଙ୍କଟ, ସହଯୋଗର ହାତ ବଢାଇଲା ଜିନ୍ଦଲ ଓଡିଶା ୟୁନିଟ

କୋରୋନାର ଦ୍ବିତୀୟ ଲହରୀ ପ୍ରକୋପ ଯୋଗୁଁ ହସ୍ପିଟାଲରେ ଅକ୍ସିଜେନର ପ୍ରବଳ ସଙ୍କଟ ଦେଖିବାକୁ ମିଳୁଛି । ଏଭଳି ସଙ୍କଟ ସମୟରେ ଆଗକୁ ଆସି ସହଯୋଗର ହାତ ବଢାଇଛି ଜିନ୍ଦଲ ଷ୍ଟିଲ ଆଣ୍ଡ୍‌ ପାୱାର ଲିମିଟେଡ(JSPL) ।

3-ଅନ୍ଧାରୁଆରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ।

4-'ଜନସାଧାରଣଙ୍କୁ ପ୍ରଲୋଭିତ, ଭୟଭୀତ କରୁଛନ୍ତି ସରକାର'

ପିପିଲିର ଲକ୍ଷ୍ମୀନାରାୟଣପୁର ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି ।

5-ମାଗଣା ଟିକା ଦେବା ନେଇ ଦାବି କଲେ ବିରୋଧୀ

ମାଗଣା ଟିକା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ । ଆମ ରାଜ୍ୟ ସରକାର ବି ତୁରନ୍ତ ଏ ଦିଗରେ ନିଷ୍ପତ୍ତି ନିଅନ୍ତୁ କହିଲେ ପିସିସି କାର୍ଯ୍ୟକାରୀ ସଭାପତି ।

6-18 ବର୍ଷରୁ ଊର୍ଦ୍ଧ୍ବ ଟୀକାକରଣ: 28ରୁ ପଞ୍ଜିକରଣ ଆରମ୍ଭ

18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ପାଇଁ ଆସନ୍ତା 28 ତାରିଖରୁ ପଞ୍ଜିକରଣ ଆରମ୍ଭ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

7-ଦେଶରେ କୋରୋନାର କରାଳ ରୂପ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ

ଅମ୍ଳଜାନ ଯୋଗାଣ ଏବଂ ଅତ୍ୟାବଶ୍ୟକ ଔଷଧ ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି । ମାମଲାର ଶୁଣାଣି କରି କେନ୍ଦ୍ରକୁ ସର୍ବୋଚ୍ଚ କୋର୍ଟ ଭର୍ତ୍ସନା କରିବା ସହିତ କୋରୋନା ମୁକାବିଲା ପାଇଁ ଏକ ଜାତୀୟ ଯୋଜନା ଲୋଡିଛନ୍ତି ।

8-ପଶ୍ଚିମବଙ୍ଗ ରାଲି ବାତିଲ କଲେ ପ୍ରଧାନମନ୍ତ୍ରୀ, କୋରୋନା ଉପରେ କରିବେ ଉଚ୍ଚସ୍ତରୀୟ ବୈଠକ

ମହାମାରୀ କୋରୋନା ସମ୍ବନ୍ଧୀୟ ସ୍ଥିତିର ସମୀକ୍ଷା ବୈଠକ କାରଣରୁ ରାଲି ବାତିଲର ନିଷ୍ପତ୍ତି ନେଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

9-ପର୍ପଲ କ୍ୟାପ ତାଲିକାର ଦ୍ବିତୀୟ ସ୍ଥାନକୁ ଉଠିଲେ ଚହର

କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ 4ଟି ୱିକେଟ ଅକ୍ତିଆର କରିବା ପରେ ସିଏସକେ ବୋଲର ଦୀପକ ଚହର, ପର୍ପଲ କ୍ୟାପ ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି ।

10-ବିଷ୍ଣୁ ବିଶାଲଙ୍କୁ ବିବାହ କଲେ ବ୍ୟାଡମିଣ୍ଟନ ଚମ୍ପିଆନ ଜ୍ବାଲା

ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.