ETV Bharat / bharat

TOP NEWS AT 5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 20, 2022, 5:09 PM IST

1.ଦମନ ଦେଖିଲେ ରାଉରକେଲା ହାଇଟେକ ମେଡିକାଲ କଲେଜର ଡାକ୍ତରୀ ଛାତ୍ରଛାତ୍ରୀ

ପ୍ରେକ୍ଷାଳୟରେ ଫିଲ୍ମ ଦେଖିଲେ ରାଉରକେଲା ସହରର ହାଇଟେକ ମେଡିକାଲ କଲେଜର ଛାତ୍ରଛାତ୍ରୀ । ଦମନ ଦେଖି ଉତ୍ସାହତ ହେଲେ ।

2.ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ନେଇ ସିଂହଦ୍ବାର ଥାନାରେ ଏତଲା ଦେଲା ଶ୍ରୀମନ୍ଦିର ପ୍ରଶାସନ ।

3.ବାଲିଯାତ୍ରା ବିବାଦ: ଭାଇରାଲ ଭିଡ଼ିଓକୁ ପ୍ରଭାତଙ୍କ ଖଣ୍ଡନ, କହିଲେ ମତ ପରିବର୍ତ୍ତନ କରିନି

ବାଲିଯାତ୍ରାକୁ ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡିଓକୁ ଖଣ୍ଡନ କଲେ ଶାନ୍ତି କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ । କହିଛନ୍ତି ମତ ପରିବର୍ତ୍ତନ କରିନାହିଁ । ଚକ୍ରାନ୍ତ କରି ଏହା କରାଯାଇଥିବା କହିଛନ୍ତି ପ୍ରଭାତ ।

4.ଅବପାତ ରୂପ ନେଲା ଲଘୁଚାପ, ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା

ଗତକାଲି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ।

5.ପଞ୍ଚଭୂତରେ ବିଲୀନ ହେଲେ ସାମ୍ବାଦିକା ନିବେଦିତା ସୁରଜ, ଲୁହରେ ଭିଜିଲା ଜନ୍ମମାଟି

କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଇଟିଭି ଭାରତ ସାମ୍ବାଦିକା ନିବେଦିତା ସୁରଜଙ୍କ ଶେଷକୃତ୍ୟ ସମ୍ପନ୍ନ ।

6.ଅଟୋରେ ଭୟଙ୍କର ବିସ୍ଫୋରଣ, ଆତଙ୍କବାଦୀ କାର୍ଯ୍ୟକଳାପ କହିଲେ DGP

କର୍ଣ୍ଣାଟକ ମାଙ୍ଗାଲୁରୁରେ ଅଟୋରେ ବିସ୍ଫୋରଣ ଘଟଣା । ଏହା ଆକସ୍ମିକ ନୁହେଁ ବରଂ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ସୂଚନା ଦେଲେ (DGP) ।

7.Shraddha murder case: ଗଞ୍ଜେଇ ସେବନ କରି ଶ୍ରଦ୍ଧାଙ୍କ ଶରୀରକୁ କାଟିଥିଲା ଅଫତାବ

ଶ୍ରଦ୍ଧା ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ସତ ଓଗାଳୁଛି ଅଫତାବ । ଶ୍ରଦ୍ଧାଙ୍କୁ ହତ୍ୟା ପରେ ଡ୍ରଗ୍ସ ସେବନ କରୁଥିଲା ଅଫତାବ । ଏଥିସହ ଶ୍ରଦ୍ଧାଙ୍କ ମୃତଦେହକୁ ପିସ ପିସ କରିବା ସମୟରେ ଗଞ୍ଜେଇ ସେବନ କରିଥିଲା ।

8.ପାରାଦ୍ବୀପରେ ଦୁଇ ଦିନିଆ ସମରାଭ୍ୟାସ, ଭିଡିଓ ବାର୍ତ୍ତା ଜରିଆରେ ପ୍ରଶଂସା କଲେ ଏନ.ପି ପ୍ରଦୀପ

ପାରାଦ୍ବୀପରେ ଦୁଇଦିନିଆ ସମରାଭ୍ୟାସ ନେଇ ଭିଡିଓ ବାର୍ତ୍ତା ଜାରି କଲେ ନାଭାଲ ଅଫିସର ଇନଚାର୍ଜ କମୋଡୋର ଏନ ପି ପ୍ରଦୀପ ।

9.IND vs NZ: ସୂର୍ଯ୍ୟଙ୍କ ଶତକ ପରେ ବୋଲରଙ୍କ କମାଲ, ନ୍ୟୁଜିଲାଣ୍ଡକୁ 65 ରନ୍‌ରେ ହରାଇଲା ଭାରତ

୩ ଟିକିଆ ଟି୨୦ ସିରିଜ୍ ବିଶିଷ୍ଟ ଆଜି ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଭାରତ ୬୫ ରନରେ ବିଜୟୀ ହୋଇଛି ।

10.ଟଲିଉଡ ସୁପରଷ୍ଟାର ମହେଶ ବାବୁଙ୍କ ବାପା କୃଷ୍ଣାଙ୍କ ପରଲୋକ

ଟଲିଉଡ ସୁପରଷ୍ଟାର ମହେଶ ବାବୁଙ୍କ ବାପା ତଥା ଅଭିନେତା କୃଷ୍ଣାଙ୍କ ପରଲୋକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.