ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ନ୍ୟୁଜ at 5pm

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 8, 2022, 5:07 PM IST

୧. ନିଟ୍ ପରୀକ୍ଷାରେ ମିଳିଲାନି ଆଶାନୁରୂପ ଫଳ, ଜୀବନ ହାରିଲେ ଛାତ୍ରୀ

ଜୀବନ ହାରିଲେ ଛାତ୍ରୀ । NEET-UG ପରୀକ୍ଷାରେ ବିଫଳ ହେବାପରେ ଛାତ୍ରୀଙ୍କ ଆତ୍ମହତ୍ୟା । ତାମିଲନାଡୁ ତିରୁଭାଲୁର ଜିଲ୍ଲାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ।

୨. କଟକରେ ବିଭିନ୍ନ ସମସ୍ୟା ନେଇ ସିଏମସିକୁ କଂଗ୍ରେସର ଟାର୍ଗେଟ

ସିଏମସିକୁ କଂଗ୍ରେସର ଚେତାବନୀ । ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ କଟକରେ ଥିବା ସମସ୍ତ ସମସ୍ୟାର ସମାଧାନ କରିବାକୁ ସିଏମସିକୁ ଚେତାଇଲେ କଟକ ନଗର କଂଗ୍ରେସ ସଭାପତି ।

୩. କ୍ଷୁଦ୍ର ମିଆଦୀ ଦକ୍ଷତା ପ୍ରଶିକ୍ଷଣ ଦ୍ଵାରା ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ବୁଧବାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ୱାର୍ଲଡ଼ ସ୍କିଲ ସେଣ୍ଟର( World Skills Center) ପରିଦର୍ଶନ କରିଛନ୍ତି ।

୪. କଟକରେ ପୁଣି ନକଲି ଔଷଧ, ଡ୍ରଗ୍ସ କଣ୍ଟ୍ରୋଲର ଛାନଭିନ୍‌

କଟକରେ ନକଲି ଔଷଧ କାରବାର ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ (Drug Control Team) ।

୫. ହାଇଦ୍ରାବାଦରେ ଗଣେଶଙ୍କୁ ପୂଜିଲେ ମୁସଲିମ୍ ଯୁବକ

ହାଇଦ୍ରାବାଦରେ ଭାଇଚାରାର ଅନନ୍ୟ ନିଦର୍ଶନ । ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କଲା ମୁସଲିମ୍ ବ୍ୟକ୍ତି ।

୬. ସଫଳତାର ସହ ଭାରତର QRSAM ପରୀକ୍ଷଣ ଶେଷ: DRDO

ସଫଳତାର ସହ କ୍ବିକ୍ ରିଆକ୍ସନ ସର୍ଫେସଟୁ ଏୟାର ମିସାଇଲ(Quick Reaction Surface to Air Missile, QRSAM) ବିମାନ ପରୀକ୍ଷା ସମାପ୍ତ କଲା ଭାରତ ।

୭. ଓଡିଆ ଝିଅ ଅପରାଜିତା ଭାରତୀୟ ଚେସ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ

ସର୍ବ ଭାରତୀୟ ଚେସ୍ ମହାସଂଘ ଅପରାଜିତା ଗୋଚ୍ଛିକାରଙ୍କୁ ଭାରତୀୟ ଚେସ ଦଳର କୋଚ୍‌ ଭାବେ ନିଯୁକ୍ତ କରିଛନ୍ତି ।

୮. ପୁରୁଷ ବନ୍ଧ୍ୟାର କାରଣ ଜିନ୍ ! 8ଟି ତୃଟିଯୁକ୍ତ ଜିନ୍ ଚିହ୍ନଟ କଲେ ବୈଜ୍ଞାନିକ

ପୁରୁଷ ପ୍ରଜନନ କ୍ଷେତ୍ରରେ ସମସ୍ୟା ବା ପୁରୁଷ ବନ୍ଧ୍ୟା ପାଇଁ ସୃଷ୍ଟି କରୁଥିବା 8ଟି ନୋବେଲ୍ ତୃଟିଯୁକ୍ତ ଜିନ୍ ଚିହ୍ନଟ(8 novel genes responsible for male infertility) କଲେ ବୈଜ୍ଞାନିକ, ଯାହା ବାବଦରେ ପୂର୍ବରୁ ପୁରୁଷ ପ୍ରଜନନ କ୍ଷେତ୍ରରେ ସେମାନଙ୍କର ଭୂମିକା ବାବଦରେ ଜଣାପଡିନଥିଲା ।

୯. Odisha Weather: ଲଘୁଚାପରେ ପରିଣତ ଘୂର୍ଣ୍ଣିବଳୟ, ଉପକୂଳ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା । ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୦. Asha Bhosle Biography: 89 ବର୍ଷରେ ପାଦ ଥାପିଲେ ସଙ୍ଗୀତର ଯୁଗସ୍ରଷ୍ଟା ଆଶା ଭୋସଲେ

ଆଜି ହେଉଛି କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ଜନ୍ମଦିନ । 89ତମ ଜନ୍ମଦିନରେ ଆସନ୍ତୁ ଜାଣିବା ଆଶା ଭୋସଲେଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.