ETV Bharat / bharat

TOP NEWS 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ 5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 15, 2022, 5:02 PM IST

1.ପ୍ରବଳ ବନ୍ୟାକୁ ଏଡାଇବା ପାଇଁ ପଦକ୍ଷେପ ନିଆଯାଉଛି, SRCଙ୍କ ସୂଚନା

ତେଲ ନଦୀରୁ ଦେଢ଼ ଲକ୍ଷ କ୍ୟୁସେକ୍ ଜଳ ମହାନଦୀରେ ମିଶୁଥିବା ବେଳେ ଆଜି ତାହା ବଢ଼ି ସାଢ଼େ ୫ଲକ୍ଷ କ୍ୟୁସେକରେ ପହଞ୍ଚିଛି । ତେବେ ପ୍ରବଳ ବନ୍ୟାକୁ ଏଡାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି SRC ।

2.ବଢୁଛି ନଦୀଜଳ ସ୍ତର, ହୀରାକୁଦରେ ବନ୍ଦ ହେଲା ୮ଟି ଗେଟ୍‌

ରାଜ୍ୟରେ ବନ୍ୟା ସ୍ଥିତିକୁ ଏଡ଼ାଇବା ଲାଗି ଉଦ୍ୟମ । ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହେଲା ୮ଟି ଗେଟ୍‌ ।

3.ବଡ ଧରଣର ବନ୍ୟା ହେବାର ଆଶଙ୍କା ନାହିଁ, ମୁଖ୍ୟ ଶାସନ ସଚିବଙ୍କ ସୂଚନା

ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଛି ବର୍ଷା । ମହାନଦୀର ଜଳସ୍ତର ବଢିଥିବା ବେଳେ ବଡ଼ ଧରଣର ବନ୍ୟା ହେବାର ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

4.ସ୍ୱାଧୀନତା ଦିବସରେ ମନେପଡନ୍ତି ସ୍ବାଧୀନତା ସଂଗ୍ରାମୀ ରଘୁ ଦିବାକର

ସ୍ବାଧୀନତା ଦିବସରେ ମନେପଡନ୍ତି ନୟାଗଡ ରଣପୁର ଅଞ୍ଚଳର ଦୁଇ ସ୍ବାଧୀନତା ସଂଗ୍ରାମୀ ସହିଦ ରଘୁନାଥ ମହାନ୍ତି ଓ ସହିଦ ଦିବାକର ପରିଡା ।

5.76th Independence Day, ଗାଁରେ ବିକଶିତ ହେବ Digital India କହିଲେ ପ୍ରଧାନମନ୍ତ୍ରୀ

ଡିଜିଟାଲ ଇଣ୍ଡିଆ (Digital India) ବିଷୟରେ କହି ପିଏମ କହିଛନ୍ତି, ଆମେ ୫g ଆଡକୁ ପାଦ ରଖିଛେ । ଡିଜିଟାଲ ଇଣ୍ଡିଆ ଗାଁରେ ବିକଶିତ ହେଉଛି ।

6.ପୁଣି ଅମ୍ବାନୀ ପରିବାରକୁ ଧମକ

ବିଶିଷ୍ଟ ଉଦ୍ୟୋଗପତି ତଥା ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ପୁଣି ଧମକ କଲ ଆସିଛି ।

7.ଓଡ଼ିଶାକୁ ବିଜେପି ବିଜେଡି ସରକାର ତଳି ତଳାନ୍ତ କରିଛନ୍ତି, ପସିସି ସଭାପତି

ଆଜି ଦେଶ ପାଳୁଛି 76ତମ ସ୍ବାଧୀନତା ଦିବସ । ସ୍ବାଧୀନତା ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ।

8.ସହାୟତା କଲା ବାହାରିନ ଓଡ଼ିଆ ସମାଜ, 9 ମାସ ପରେ ଜନ୍ମମାଟିକୁ ଫେରିଲେ 2 ପ୍ରବାସୀ

ସାଉଦି ଆରବରେ ଅଟକ ଥିବା 2 ପ୍ରବାସୀ ଓଡ଼ିଆ ଶ୍ରମିକ ଓଡିଶାକୁ ଫେରିଛନ୍ତି । ବାହାରିନ ଓଡ଼ିଆ ସମାଜ ସହାୟତାରେ 9 ମାସ ପରେ ଜନ୍ମମାଟିକୁ ଫେରିଛନ୍ତି ଏହି 2 ପ୍ରବାସୀ ଓଡ଼ିଆ ।

9.ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଗଡିଲା ଅହିଂସା ରଥ

ସ୍ବାଧୀନତାର 75ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ପାଳୁଛି ସାରା ଭାରତ । ଏହି ଅବସରରେ ପ୍ରଦର୍ଶନୀ ପଡିଆରୁ ଏକ ଫଟୋଚିତ୍ର ପ୍ରର୍ଦଶନୀ ସହ ଅହିଂସା ରଥର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

10.ଆଲୋକମାଳାରେ ଝଲସିଲା ଆଣ୍ଟିଲିଆ, ନାତି ସହ ସ୍ୱାଧୀନତା ଦିବସ ପାଳିଲେ ଅମ୍ବାନୀ

ଅମ୍ବାନୀ ପରିବାରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ସହ ସ୍ୱାଧୀନତା ଦିବସ ପାଳନ କରୁଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.