ETV Bharat / bharat

TOP NEWS 5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS 5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 12, 2022, 5:04 PM IST

1.ଖୋଲିଲା ଆଉ ୬ ଗେଟ, ୨୦ଟି ଗେଟ ଦେଇ ହୀରାକୁଦରୁ ଜଳ ନିଷ୍କାସନ

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୬ ଗେଟ୍ । ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ।

2.ବେଷ୍ଟ ଇନଭେଷ୍ଟିଗେସନ ପାଇଁ ସମ୍ମାନିତ ହେବେ ୪ ଓଡ଼ିଆ ଅଫିସର

୨୦୨୨ର ବେଷ୍ଟ ଇନଭେଷ୍ଟିଗେସନ ଅଫିସର ଭାବେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସମ୍ମାନିତ ହେବେ ୪ ଓଡ଼ିଆ ଅଫିସର ।

3.ସଚେତନ ରହିଲେ କମିବ ହାତୀ ମୃତ୍ୟୁ

ଆଜି ନନ୍ଦନକାନନରେ ହାତୀଙ୍କ ପାଇଁ କେକ କାଟି ବିଶ୍ବ ହାତୀ ଦିବସ ପାଳନ କରାଯାଇଛି ।

4.ଟ୍ରମ୍ପଙ୍କ ଘରେ ରେଡର ବଡ ଖୁଲାସା, ପରମାଣୁ ହତିଆର ଜଡିତ ଦସ୍ତାବିଜ ଖୋଜୁଥିଲା FBI

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ହୋଇଥିବା ଏଫବିଆଇ ଚଢାଉରେ ନୂଆ କାରଣ ସାମ୍ନାକୁ ଆସିଛି ।

5.କିଡନୀରେ ଛୋଟ ଷ୍ଟୋନ୍‌ ଭବିଷ୍ୟତରେ ଆଣିପାରେ ବଡ ବିପଦ

କିଡନୀରେ ହୋଇଥିବା ଛୋଟ ଷ୍ଟୋନକୁ ଅଣଦେଖା କରନ୍ତୁ ନାହିଁ । ଭବିଷ୍ୟତରେ ସୃଷ୍ଟି କରିପାରେ ବଡ ବିପଦ ।

6.ବ୍ୟାଙ୍କକରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା

ଶ୍ରୀଲଙ୍କାରୁ ପଳାୟନ କରି ସିଙ୍ଗାପୁରରେ ଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆଜି ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ପହଞ୍ଚିଛନ୍ତି ।

7.ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୫୧ ଦକ୍ଷ ପୋଲିସ ଅଧିକାରୀଙ୍କୁ ଦିଆଯିବ ଉତ୍କର୍ଷ ପଦକ, ତାଲିକାରେ ଓଡ଼ିଶାର ୪ ଅଧିକାରୀ

ତଦନ୍ତରେ ଉତ୍କର୍ଷତା ଯୋଗୁଁ ସମ୍ମାନିତ ହେବେ ୧୫୧ ଦକ୍ଷ ପୋଲିସ ଅଧିକାରୀ । ସେଥିମଧ୍ୟରେ ଓଡ଼ିଶାର ୪ ଜଣ ଦକ୍ଷ ଅଧିକାରୀ ସାମିଲ ରହିଛନ୍ତି ।

8.Victorial Memorial ଉପରେ ଉଡିଲା ଡ୍ରୋନ, ୨ ବାଲାଂଦେଶୀ ପର୍ଯ୍ୟଟକ ଗିରଫ

କୋଲକାତା ଭିକ୍ଟୋରିଆ ମେମୋରିଆଲ ଉପରେ ଉଡିଲା ଡ୍ରୋନ । ବନ୍ଧା ହେଲେ ୨ ବାଂଲାଦେଶୀ ପର୍ଯ୍ୟଟକ ।

9.ଋଷବ ପନ୍ତ ଉତ୍ତରାଖଣ୍ଡ ବ୍ରାଣ୍ଡ ଆମ୍ବାସଡର

ଉତ୍ତରାଖଣ୍ଡ ରାଜ୍ୟର ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ ହୋଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ତଥା ୱିକେଟ କିପର ଋଷବ ପନ୍ତ ।

10.ଗୁଜବ ବଏଫ୍ରେଣ୍ଡ ସିଦ୍ଧାର୍ଥଙ୍କୁ ଏ କଣ କହିଗଲେ କିଆରା

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଦୀର୍ଘ ଦିନ ଧରି ଉଭୟ ନିଜ ରିଲେସନସିପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ଉଭୟଙ୍କ ଚିଟ୍-ଚାଟ୍ ଭାଇରାଲ୍ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.